Browsing Category
ରାଜ୍ୟ
ଆସନ୍ତା ରବିବାରରୁ ଓପିଡି ବନ୍ଦ
କରୋନା ସଂକ୍ରମଣ ମାମଲାକୁ ଦେଖି ଆସନ୍ତା ୨୫ ତାରିଖଠାରୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଓପିଡି ସାମୟିକ ସମୟ ପାଇଁ ବନ୍ଦ ରହିବ। କିଛି ମେଡିକାଲ କର୍ମଚାରୀ ଓ ରୋଗୀ ପଜିିଟିଭ ଚିହ୍ନଟ ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ତେବେ!-->…
ଜାଣନ୍ତୁ କେଉଁ ମାସରେ ପିକରେ ପହଚିଂବ ସଂକ୍ରମଣ?
ରାଜ୍ୟରେ ଆହୁରି ଭୟଙ୍କର ହେବ ସ୍ଥିତି । ବଢିବ ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଓଡ଼ିଶାରେ କରୋନା ପିକରେ ରହିପାରେ । ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି!-->…
ଚିନ୍ତା ବଢାଉଛି ଖୋର୍ଦ୍ଧା
ଝଡ଼ ପରି କରୋନାର ଦ୍ୱିତୀୟ ଲହର ମାଡିଚାଲିଥିବା ବେଳେ ରାଜ୍ୟରେ ବି ସଂକ୍ରମଣ ଉଦବେଗଜନକ ସ୍ଥିତିରେ ପହଚିଂଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ପ୍ରତିଦିନ ନୂଆ ରେକର୍ଡ କରୁଛି କରୋନା ।!-->…
ମାଟ୍ରିକ୍ ପରୀକ୍ଷା ବାତିଲ
କରୋନା କାଳରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି । ଛାତ୍ରଛାତ୍ରୀଙ୍କ ଦାବି ପରେ ବାତିଲ ହେଲା ଦଶମ ବୋର୍ଡ ପରୀକ୍ଷା । ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ଏନେଇ ସୂଚନା ଦେଇଛନ୍ତି । ଦିନକୁ ଦିନ ସଂକ୍ରମଣ ବଢୁଥିବାରୁ ହେବାକୁ ଥିବା ମାଟ୍ରିକ!-->…
ମାଗଣା ଟିକା ଦେବେ କି ମୁଖ୍ୟମନ୍ତ୍ରୀ?
ଆଗକୁ ବିପତ୍ତି ଆସୁଛି, ସତର୍କ ରୁହ । ମହାମାରୀ କରୋନାକୁ ନେଇ କିଛି ଏଭଳି ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସତର୍କ କରିଛନ୍ତି । ଏହାଛଡା ସ୍ୱାସ୍ଥ୍ୟ ବ୍ୟବସ୍ଥା ଯେପରି ଭୁଷୁଡି ନପଡେ ସେଥିପାଇଁ ଆଗୁଆ!-->!-->!-->…
ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ କୋଭିଡ ସ୍ଥିତି ନେଇ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ଼ ସମୀକ୍ଷା ବୈଠକରେ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ କହିଛନ୍ତି । ରାଜ୍ୟରେ କୋଭିଡ ବେଡ ବୃଦ୍ଧି କରାଇବାକୁ ଗୁରୁତ୍ୱ ଦେଇଛନ୍ତି ।!-->…
ହସ୍ପିଟାଲ ପାଇଁ ନୂଆ ଗାଇଡଲାଇନ
କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ହସ୍ପିଟାଲ ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ଗାଇଡଲାଇନ ସରକାର ଜାରି କରିଛନ୍ତି। ସମସ୍ତ ହସ୍ପିଟାଲ ଇନଫେକ୍ସନ୍!-->…
କଟକରେ କାଲିଠୁ ବନ୍ଦ ସମସ୍ତ ଧର୍ମାନୁଷ୍ଠାନ
ଧୀରେ ଧୀରେ ବନ୍ଦ ହେଉଛି ସମସ୍ତ ଧର୍ମାନୁଷ୍ଠାନ । ଭୁବନେଶ୍ୱର ପରେ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ । କଟକରେ ସମସ୍ତ ଧର୍ମାନୁଷ୍ଠାନ ଆସନ୍ତାକାଲିଠୁ ବନ୍ଦ ରହିବ । କେବେଳ ଅଳ୍ପ କିଛି!-->…
କାହିଁକି ବଢୁଛି କରୋନା?
ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ତେବେ କାହିଁକି ବଢୁଛି କରୋନା । ଏହାର କାରଣ କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ । ଲୋକମାନେ ଅମାନିଆ ହେବାରୁ ସଂକ୍ରମଣ ବଢିବାରେ ଲାଗିଛି । ଖାସ୍ କରି ସୀମାବର୍ତ୍ତୀ ଅଞ୍ଚଳ ଗୁଡିକରେ!-->…
‘ପରୀକ୍ଷା ହେବ କି ନାହିଁ ଫାଇନାଲ କର’
ପରୀକ୍ଷା ହେବ କି ନାହିଁ ଫାଇନାଲ କର । ପରୀକ୍ଷା ନେଇ ଦ୍ୱନ୍ଦ୍ୱ ଦୂର । ଆଜି ନବୀନ ନିବାସ ଆଗରେ ଦଶମ ଶ୍ରେଣ ଛାତ୍ରଛାତ୍ରୀ ପହଚିଂ ପ୍ରତିବାଦ କରିଛନ୍ତି । ଦଶମ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି । ଯଦି ସିବିଏସସି!-->…