THE BYAPINI
Browsing Category

ରାଜ୍ୟ

ଫେରିଲା ପୂର୍ବ ସ୍ଥିତି,ବନ୍ଦ ହେଲା ଧର୍ମାନୁଷ୍ଠାନ

ପୁଣି ଫେରିଛି ପୂର୍ବ ସ୍ଥିତି । ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ ଲାଗୁ ହୋଇଛି । ର୍ଧମାନୁଷ୍ଠାନ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ସାଂଘାତିକ ଭାବେ ମାଡିଚାଲିଥିବା ବେଳେ ଖୋର୍ଦ୍ଧାରେ

କୁମ୍ଭମେଳା ଫେରନ୍ତାଙ୍କ ପାଇଁ ବଢିଲା ଚିନ୍ତା

ଉତରାଖଣ୍ଡ କୁମ୍ଭମେଳାରେ କରୋନା ବିସ୍ଫୋରଣ ପରେ କୁମ୍ଭମେଳା ଫେରନ୍ତାଙ୍କ ପାଇଁ ବଢିଲା ଚିନ୍ତା । ଉତରାଖଣ୍ଡ କୁମ୍ଭମେଳାରୁ ଓଡିଶା ଫେରିଥିବା ଲୋକ ଆଣିପାରନ୍ତି ସମସ୍ୟା । କାରଣ କୁମ୍ଭମେଳାରୁ ଫେରିଥିବା କଟକର ୧୩ ଜଣ କରୋନା

ଭୟଙ୍କର ସ୍ଥିତି

ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେଉଛି । ୭ ମାସ ପୂର୍ବେ ରାଜ୍ୟର କରୋନା ସ୍ଥିତିଠାରୁ ବର୍ତମାନର ସ୍ଥିତି ଆହୁରି ସାଂଘାତିକ ହୋଇଯାଇଛି । ଆଗକୁ ମଧ୍ୟ ସ୍ଥିତି ଆହୁରି ଅସମ୍ଭାଳ ହୋଇପାରେ । ରାଜ୍ୟରେ ଏବେ ସଂକ୍ରମଣ ୫ ହଜାର

ଶନିବାର,ରବିବାର ସଟଡାଉନ

କରୋନାର କମବ୍ୟାକ ପରେ ରାଜ୍ୟରେ ପୁଣି ଫେରିଛି କଟକଣା । ରାଜ୍ୟ ସରକାର କରୋନା ନିୟନ୍ତ୍ରଣ ପାଇଁ ବଡ଼ ଘୋଷଣା କରିଛନ୍ତି । ଓଡିଶାରେ ଲାଗୁହେଲା ସପ୍ତାହାନ୍ତ ସଟଡାଉନ । ସାରା ରାଜ୍ୟର ସମସ୍ତ ସହରାଂଚଳରେ ପ୍ରତି ଶନିବାର ଓ ରବିବାର

ସନ୍ଧ୍ୟା ୭ରେ ଗୁରୁତ୍ୱପୂର୍ଣ୍ଣ ସୂଚନା..ଫେରିବ କି ଲକଡାଉନ!

ରାଜ୍ୟରେ କରୋନା ସଂକ୍ରମଣ ସାଂଘାତିକ ରୂପ ନେଉଥିବା ବେଳେ ସରକାର ନିଦ ହଜିଯାଇଛି । ନାଇଟ କର୍ଫ୍ୟୁ, କଟକଣା ପରେ ବି ସଂକ୍ରମଣ ବଢିବାରେ ଲାଗିଛି । ଆଜି ସନ୍ଧ୍ୟା ୭ଟାରେ କରୋନା କରୋନା ପାଇଁ ବଡ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ

ବିଜେଡି କରିବନି ନିର୍ବାଚନୀ ପ୍ରଚାର

ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ଦିନକୁ ଦିନ ସ୍ଥିତି ଖରାପ ହେବାକୁ ଲାଗିଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଡ଼ ନିଷ୍ପତି ନେଇଛନ୍ତି । ପିପିଲିରେ ଆଉ ନିର୍ବାଚନୀ ରାଲି

କରୋନା ବେଳେ ଔଷଧ କଳାବଜାରୀ ଉପରେ ତୀକ୍ଷଣ ନଜର

ରାଜ୍ୟରେ କରୋନା ସଂକ୍ରମଣ ସାଂଘାତିକ ଭାବେ ବ୍ୟାପୁଥିବା ବେଳେ ଔଷଧ କଳାବଜାରୀ ଉପରେ ମଧ୍ୟ ନଜର ରହିବ । କରୋନା ସମୟରେ କଳାବଜାରୀ ରୋକିବା ଉପରେ ପୋଲିସର ରହିବ ତୀକ୍ଷଣ ନଜର । ଏନେଇ ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ

‘ମେ’ ମାସରେ ପିକକୁ ଆସି କମିପାରେ ସଂକ୍ରମଣ’

ଏପ୍ରିଲ ମାସରେ ରାଜ୍ୟରେ ସଂକ୍ରମଣ ରେକର୍ଡ କରିଥିବା ବେଳେ ଏହା ମେ’ ମାସରେ ପିକକୁ ଯାଇପାରେ । ମେ’ ମାସରେ ପିକକୁ ଯାଇ ସଂକ୍ରମଣ କମିପାରେ ବୋଲି କହିଛନ୍ତି ଡିଏମଇଟି ସିଭିକେ ମହାନ୍ତି । ସେ କହିଛନ୍ତି, ଗୋଷ୍ଠୀ ସଂକ୍ରମଣ ଭଳି

ଜାଣନ୍ତୁ କରୋନା ରୋଗୀଙ୍କ ପାଇଁ ଖାଲି ଅଛି କେତେ ବେଡ୍?

ଦେଶରେ ଓ ରାଜ୍ୟରେ କରୋନା କମବ୍ୟାକ ପରେ ଏହାର ପ୍ରଥମ ପର୍ଯ୍ୟାୟକୁ ଟପିଯାଇଛି । ସଂକ୍ରମଣ ବୃଦ୍ଧିକୁ ଦେଖି ଲୋକେ ଭୟଭୀତ ହୋଇପଡିଛି । ପୁଣି ଘାରିବସିଛି ଭୟ । ପ୍ରତିିିଦିନ ଯେପରି ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି ମେଡିକାଲରେ

ସାବଧାନ! ପ୍ରଥମ ପର୍ଯ୍ୟାୟକୁ ଟପିଲା ଦ୍ୱିତୀୟ ପର୍ଯ୍ୟାୟ

ରାଜ୍ୟରେ ରେକର୍ଡ ଭାଙ୍ଗିଲା ଗୋଟିଏ ଦିନର କରୋନା ସଂକ୍ରମଣ । କରୋନାର ପ୍ରଥମ ଲହରଠୁ ଦ୍ରୁତ ଗତିରେ ବ୍ୟାପୁଛି ଦ୍ୱିତୀୟ ଲହର । କରୋନାର ପ୍ରଥମ ପର୍ଯ୍ୟାୟକୁ ଟପିଲା ଦ୍ୱିତୀୟ ପର୍ଯ୍ୟାୟ । ପୂର୍ବ ବର୍ଷର ସଂକ୍ରମଣର ରେକର୍ଡକୁ