Browsing Category
ରାଜ୍ୟ
ଧୀରେ ଧୀରେ ବନ୍ଦ ହେଉଛି ଧର୍ମାନୁଷ୍ଠାନ
୨୦୨୦ର ପୁଣି ପୁନରାବୃତ ଘଟିଛି । କିଛିଦିନ କଟକଣା ମୁକ୍ତ ଦର୍ଶନ ପରେ ପୁଣି ଥରେ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହେଲା ଲିଙ୍ଗରାଜ ମନ୍ଦିର । ଲିଙ୍ଗରାଜ ମନ୍ଦିରର ଅନେକ ସେବାୟତ କରୋନା ଚିହ୍ନଟ ହେବା ପରେ ବିଏମସି ଶ୍ରଦ୍ଧାଳୁଙ୍କ ପାଇଁ!-->…
ଆସିଲା ଆଉ ୨ ଲକ୍ଷ କରୋନା ସଂଜୀବନୀ
ଟିକା ଅଭାବରୁ ରାଜ୍ୟର ୮ ଜିଲ୍ଲାରେ ଟିକାକରଣ ବନ୍ଦ ଥିବା ବେଳେ ଆଜି ୨ ଲକ୍ଷ କୋଭିସିଲ୍ଡ ଟିକା ପହଂଚିଛି । ଏହି ଟିକା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ବା ପରେ ଏହାକୁ ଟିକାକରଣ କେନ୍ଦ୍ରକୁ ନିଆଯାଇଛି । ସେଠାରୁ ରାଜ୍ୟର ବିଭିନ୍ନ!-->…
ବେଡ ସଂଖ୍ୟା ୫ ଗୁଣା ବଢିବ
କରୋନା ସଂକ୍ରମଣ ଯେପରି ସାଂଘାତିକ ରୂପ ନେଉଛି, ଏହାକୁ ନଜରରେ ରଖି ରାଜ୍ୟରେ ହସ୍ପିଟାଲ ଗୁଡିକରେ ବେଡ ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ । ଗତ ବର୍ଷ ଅପେକ୍ଷା ୪ରୁ ୫ ଗୁଣା ବେଡ ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ!-->…
ଉତ୍ତରାଖଣ୍ଡରୁ ମାଡିଆସିବ କି କରୋନା?
ରାଜ୍ୟରେ ଛତିଶଗଡ ସଂକ୍ରମଣକୁ ନେଇ ଆକ୍ରାନ୍ତ ସଂଖ୍ୟା ବଢିଚାଲିଥିବା ବେଳେ କୁମ୍ଭମେଳା ଫେରନ୍ତା ପାଇଁ ସୃଷ୍ଟି ହେବ କି ବିପଦ? ହରିଦ୍ୱାରର ପ୍ରତିଷ୍ଠିତ କୁମ୍ଭମେଳାରେ କରୋନାର ବିସ୍ଫୋରଣ ସମସଙ୍କ ନିଦ ହଜାଇଦେଇଛି । କୁମ୍ଭମେଳାରେ!-->…
ଚିନ୍ତା ବଢାଇଲା ଖୋର୍ଦ୍ଧା
ଦେଶରେ ଏବେ ସ୍ଥିତି ଅଣାୟତ ହେବାରେ ଲାଗିଛି । ପ୍ରତି ରାଜ୍ୟରେ ଦୈନିକ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି । କୋଭିଡ ସଂକ୍ରମଣକୁ ରୋକିବା ଲାଗି ସାରା ରାଜ୍ୟରେ ନାଇଟଠ କର୍ଫ୍ୟୁ , କଟକଣାର ସପ୍ତାହିକ ସଟଡାଉନ ଆରମ୍ଭ ହୋଇଥିଲେ!-->…
ମେ’୧୩ରେ ପଡିବ ପିପିଲି ଭୋଟ୍
ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହୋଇଛି।ଆସନ୍ତା ମେ ୧୩ ତାରିଖରେ ପଡିବ ପିପିଲି ଉପ ନିର୍ବାଚନ ଭୋଟ୍ । ମେ ୧୬ରେ ହେବ ଭୋଟ ଗଣତି ହେବ। ଏପ୍ରିଲ୍ ୨୬ ତାରିଖ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଭରିବେ । ୨୭ରେ!-->…
ରାତି ତମାମ ପଇଁତରା ମାରିବ ପିସିଆର
ଆଜିଠୁ ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ହେଉଥିବା ବେଳେ ଟ୍ୱିନସିଟିରେ କର୍ଫ୍ୟୁ ସମୟରେ ପଇଁତରା ମାରିବ ପିସିଆର ଭ୍ୟାନ । ନାଇଟ୍ କର୍ଫ୍ୟୁ ସମୟରେ ନିୟମ ଭାଙ୍ଗିଲେ ହେବ କଡା କାର୍ୟ୍ୟାନୁଷ୍ଠାନ ହେବ ବୋଲି ଚେତାଇଦେଇଛନ୍ତି ସିପି ।!-->…
କଟକ, ଭୁବନେଶ୍ୱରରେ ୧୪୪ ଧାରା
ଟ୍ୱିନସିଟିରେ ୧୪୪ ଧାରା । କରୋନା ସଂକ୍ରମଣକୁ ଦୃଷ୍ଟିର ଆଜିଠାରୁ ରାଜ୍ୟର ସମସ୍ତ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ ହେଉଥିବା ବେଳେ କଟକ ଓ ଭୁବନେଶ୍ୱରରେ ୧୪୪ ଧାରା ଲାଗୁ ହେବ । ନାଇଟ କର୍ଫ୍ୟୁ ସମୟରେ କଟକ ଓ ଭୁବନେଶ୍ୱରରେ ୧୪୪!-->…
‘ଜଣଙ୍କଠୁ ୩୦ ଜଣ ସଂକ୍ରମିତ’
ରାଜ୍ୟରେ କରୋନା ସଂକ୍ରମଣ ବୃ୍ଦ୍ଧି ପାଉଥିବା ବେଳେ ଚିନ୍ତା ବଢାଉଛି ପଡୋଶୀ ରାଜ୍ୟ । ଛତିଶଗଡ଼ରୁ ଆସୁଥିବା ଲୋକ ଅଧିକ ବିପଦ ନେଇକି ଆସୁଛନ୍ତି । କରୋନା ସଂକ୍ରମଣ ବୃଦ୍ଧିର କାରଣ ପାଲଟିଛନ୍ତି ଛତିଶଗଡରୁ ଆସୁଥିବା ଲୋକ । ଛତିଶଗଡରୁ!-->…
୩ ଜିଲ୍ଲାରେ ଟିକାକରଣ ସଂପୂର୍ଣ୍ଣ ବନ୍ଦ
ସଂକ୍ରମଣ ବ୍ୟାପୁଛି, କିନ୍ତୁ କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ନାହିଁ ପର୍ଯ୍ୟାପ୍ତ ପରିମାଣର ଟିକା । ଯାହା ଫଳରେ ଗୋଟେ ପରେ ଗୋଟେ ଟିକାକରଣ କେନ୍ଦ୍ର ବନ୍ଦ ହୋଇଚାଲିଛି । ଦୈନିକ ୩ ଲକ୍ଷ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିବା!-->…