THE BYAPINI
Browsing Category

ରାଜ୍ୟ

ରାତି ୮ଟାରୁ ଶ୍ରୀମନ୍ଦିର ମନା

ରାଜ୍ୟରେ କରୋନା ସଂକ୍ରମଣକୁ ଦଷ୍ଟିରେ ରଖି ୨୦ଟି ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେବ ନାଇଟ କର୍ଫ୍ୟୁ । ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଘୋଷଣା କରାଯାଇଛି । ତେବେ ପୁରୀ ସହରରେ ନାଇଟ କର୍ଫ୍ୟୁକୁ କଡା଼କଡ଼ି କରିବା

‘ଖୋଲା ବଜାରରେ ମିଳୁ କରୋନା ଟିକା’

କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଜୋରଦାର କରାଯାଉଥିବା ବେଳେ ଟିକାର ଅଭାବ ଯୋଗୁ ଧାର୍ଯ୍ୟ ଲକ୍ଷ୍ୟସ୍ଥଳରେ ପହଚିଂବା ସମ୍ଭବ ହେଉନାହିଁ । ଟିକାକରଣ ଚାଲିଥିଲେ ମଧ୍ୟ ଟିକା ପର୍ୟ୍ୟାପ୍ତ ପରିମାଣର ମିଳୁନାହିଁ।

କରୋନା କବଳରେ ଓଡିଶା

କରୋନା କବଳରେ ଓଡିଶା । ରାଜ୍ୟରେ ସଂକ୍ରମଣ ମାଡି ଚାଲିଥିବା ବେଳେ ମୃତ୍ୟୁ ମଧ୍ୟ ମାଡିଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ଭାବରେ ବଢିଚାଲିଛି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ରାଜ୍ୟରେ କ୍ରମାଗତ ୩ ଦିନ ଧରି

‘ସଂକ୍ରମଣ ବଢୁଛି ଟିକା ଦିଅ’

ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଦୂର ହେଉନି ଟିକାର ଅଭାବ । ରାଜ୍ୟରେ ଅଧାରୁ ଅଧିକ ଟିକାକରଣ କେନ୍ଦ୍ର ଟିକା ଅଭାବରୁ ବନ୍ଦ ହୋଇଯାଇଛି । ଆଜି ପୁଣିଥରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ

ରିମାଣ୍ଡରେ ଯିବ ହାଇଦର!

କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ ହାଇଦରକୁ କୋର୍ଟରେ ହାଜର କରାଯାଇଛି । ହାଇଦରକୁ କଟକ ଜେଏମଏଫସି କୋର୍ଟରେ ହାଜର କରାଯାଇଛି । କୋର୍ଟରେ ହାଜର ହେବା ପରେ ହାଇଦରକୁ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି କମିଶନରେଟ୍ ପୋଲିସ । ହାଇଦର

ସପ୍ତାହନ୍ତ ସଟଡାଉନରେ ବନ୍ଦ ହେବ ଟିକାକରଣ

ସଟଡାଉନ ବେଳେ ବନ୍ଦ ରହିବ ଟିକାକରଣ । ଛତିଶଗଡ଼ ସୀମାବର୍ତ୍ତୀ ୧୦ଟି ଜିଲ୍ଲାର ସହରାଞ୍ଚଳରେ ସପ୍ତାହ ସଟଡାଉନ ଲାଗୁ ବେଳେ କରୋନା ଟିକାକରଣ ବନ୍ଦ ରହିବ । ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗ ପ୍ରଦୀପ୍ତ କୁମାର

ସୋମବାରରୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ

ରାଜ୍ୟରେ ବନ୍ଦ ହେବ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ । ସୋମବାରଠାରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ କ୍ଲାସ ଓ ପରୀକ୍ଷା ସ୍ଥଗିତ ରଖିବ । ଏହା ସହ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ

କାଲିଠୁ ନାଇଟ କର୍ଫ୍ୟୁ..ଜାଣନ୍ତୁ କ’ଣ ଖୋଲା,କ’ଣ ବନ୍ଦ?

ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ଜିଲ୍ଲାରେ ଲାଗୁ ହେବାକୁ ଯାଉଛି ନାଇଟ କର୍ଫ୍ୟୁ । ୨୦ଟି ଜିଲ୍ଲାରେ ରାତି ୯ ଟା ଠାରୁ ସକାଳ ୫ ଟା ପର୍ୟ୍ୟନ୍ତ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି । ଏହା ସହ ସୀମାନ୍ତବର୍ତୀ ଅନ୍ୟ ୧୦ ଟି ଜିଲ୍ଲାରେ

ହାଇଦର ହିଷ୍ଟ୍ରି… ଆରମ୍ଭରୁ ଏଯାଏଁ

ସରିଲା ଲୁଚକାଳି ଖେଳ । ଗ୍ୟାଙ୍ଗଷ୍ଟରର ହେଲା ଗେମ୍ ଓଭର । ଦୀର୍ଘ ୫ ଦିନ ହେବ ଯେଉଁ ଚୋର ପୋଲିସର ଖେଳ ଚାଲିଥିଲା ତାର ପୂର୍ଣ୍ଣଚ୍ଛେଦ ଟାଣିଲା ପୋଲିସ । ଶେଷରେ ପୋଲିସ ହାବୁଡରେ ପଡିଲା ହାର୍ଡକୋର ଅପରାଧୀ ହାଇଦର । ବାଇକରେ ନିଜ

ଜଗା ଦର୍ଶନ ପାଇଁ ବଢିଲା କଟକଣା..ଜାଣନ୍ତୁ ସପ୍ତାହକୁ କେତେଦିନ ବନ୍ଦ ହେବ ଶ୍ରୀମନ୍ଦିର?

ଏଣିକି ସପ୍ତାହରେ ଦୁଇ ଦିନ ବନ୍ଦ ରହିବ ଜଗା ଦର୍ଶନ ।ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ଏହି ଦୁଇ ଦିନ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ। ଆସନ୍ତା ୨୪ ତାରିଖଠାରୁ