Browsing Category
ରାଜ୍ୟ
ନୂଆପଡାରେ କରୋନାର ତ୍ରିଶତକ
ଋାଜ୍ୟରେ କରୋନାର ସ୍ଥିତି ଖରାପ ଆଡକୁ ଗତି କରୁଥିବା ବେଳେ ସୁନ୍ଦରଗଡ ଓ ଖୋର୍ଦ୍ଧାକୁ ଟପିଯାଇଛି ନୂଆପଡା । ନୂଆପଡାରେ କରୋନା ତ୍ରିଶତକ ଛୁଇଁଛି । ରାଜ୍ୟରେ ୨୪ ଘଂଟାରେ ୧୭ ଶହ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡାରେ!-->…
ଭୟ ଭିତରେ ଭଲ ଖବର..ଭାରତକୁ ମିିଳିଲା ତୃତୀୟ ଟିକା
ଦେଶରେ କରୋନା ସଂକ୍ରମଣ ଦୈନିକ ଦେଢ ଲକ୍ଷ ଟପିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଆଧାରରେ ବଢିଚାଲିଛି । ଏହାରି ମଧ୍ୟରେ ଦେଶକୁ ଏକ ଆଶ୍ୱସ୍ତି କର ଖବର ମିଳିଛି । କରୋନାକୁ ମାତ ଦେବା ପାଇଁ ଋଷର ସ୍ପୁଟୁନିକ-ଭି ଟିକାକୁ!-->…
ସରକାରଙ୍କୁ ଘାରିଲାଣି ସଂକ୍ରମଣ ଭୟ..ପୁଣି କୋଭିଡ ହସ୍ପିଟାଲ ଚାଲୁ କରିବାକୁ ନିର୍ଦ୍ଦେଶ
ରାଜ୍ୟରେ ଏବେ କରୋନା ମିଟର ଉପରମୁହାଁ ହେଉଥିବା ବେଳେ ପୁଣି ସରକାରଙ୍କୁ ଘାରିଲାଣି କୋଭିଡ ଭୟ । କରୋନା ପ୍ରଥମ ଲହରର ପ୍ରଭାବ କମ ହେବା ପରେ ବନ୍ଦ ହୋଇଥିବା ସମସ୍ତ ସରକାରୀ ଓ ଘରୋଇ କୋଭିଡ୍ ଚିକିତ୍ସା କେନ୍ଦ୍ରକୁ ପୁଣି!-->…
ହାଇଦର ଫେରାର ପଛରେ ପରିବାର!
ଗ୍ୟାଙ୍ଗଷ୍ଟର ହାଇଦର ଏସସିବିରୁ ଚମ୍ପଟ ମାରିବା ଘଟଣାକୁ ୩ ଦିନ ବିତିଛି । କିନ୍ତୁ ଏବେ ବି ପୁଲିସ ହାତ ଖାଲି । ତେବେ ହାଇଦର ଫେରାର ହେବା ପଛରେ ତାଙ୍କ ପରିବାର ଲୋକଙ୍କ ହାତ ଥିବା ସନ୍ଦେହ କରାଯାଉଛି । କାରଣ ହାଇଦର ସୁରକ୍ଷା!-->…
‘ମୁଁ ନେବି ପିପିଲି-ଡେଲାଙ୍ଗର ବିକାଶ ଦାୟିତ୍ୱ’
ପିପିଲିରେ ଭର୍ଚୁଆଲ ଯୋଗେ ପ୍ରଚାର ମୈଦାନକୁ ଓହ୍ଲାଇଲେ ନମ୍ବର ୱାନ ଷ୍ଟାର କ୍ୟାମ୍ପେନର ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ଭୋଟ ମାଗିଛନ୍ତି ନବୀନ । ପିପିଲି-ଡେଲାଙ୍ଗରେ!-->…
ଭୁବନେଶ୍ୱରରେ ହେବ ବାଗଚି-ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ
ଓଡିଶାକୁ ବାଗଚୀ ଦମ୍ପତ୍ତିଙ୍କ ବଡ଼ ଭେଟି । ରାଜ୍ୟରେ ପ୍ରତିଷ୍ଠା ହେବାକୁ ଯାଉଛି ଦୁଇଟି ନୂଆ ହସ୍ପିଟାଲ । ଆଉ ଏଥିପାଇଁ ସହାୟତାର ହାତ ବଢାଇବେ ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀ । ସୁବ୍ରତ ବାଗଚୀ ଓ ସସ୍ମିତା!-->…
ଜରୁରୀ ନଥିଲେ ହସ୍ପିଟାଲ ଆସନି…
ଯଦି ଅତି ଜରୁରୀ ନାହିଁ ତାହେଲେ ହସ୍ପିଟାଲ ଆସନି । ଜରୁରିକାଳୀନ ଅସ୍ତ୍ରୋପଚାର ବିନା ସାଧାରଣ ଅସ୍ତ୍ରୋପଚାର ଏବେ କରନି । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରଖାନା ପାଇଁ ନୂଆ!-->…
‘ବିଜେପି ଜାଣିଶୁଣି ବିଶୃଙ୍ଖଳା କରୁଛି’
ପିପିଲି ଉପନିର୍ବାଚନ ପାଇଁ ଚାଲିଛି ହାଇଭୋଲଟେଜ ପ୍ରଚାର । ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ସହ ବାଇକ୍ ରାଲି, ଶୋଭାଯାତ୍ରାରେ କମ୍ପୁଛି ପିପିଲି ଓ ଡେଲାଙ୍ଗ । ଭୋଟକୁ ଆଉ ମାତ୍ର ଦିନ କେଇଟା ବାକି, ହେଲେ ଏହି ସମୟରେ ପିପିଲିରେ!-->…
ଆନ୍ଧ୍ର-ଓଡିଶା ସୀମା ସିଲ
କରୋନା ସଂକ୍ରମଣ ଯେପରି ବଢିଚାଲିଛି ଆଗକୁ ସ୍ଥିତି ଅସମ୍ଭାଳ ହୋଇପାରେ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଆହୁରି ଭୟାନକ ହୋଇପାରେ ସ୍ଥିତି । ଏଥପାଇଁ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ କଡାନଜର ରଖାଯାଇଛି । କରୋନା ସଂକ୍ରମଣ!-->…
ଗଳି ଗଳିରେ କରୋନା ରୋଗୀ
ଦେଶରେ ସଂକ୍ରମଣ ନିୟନ୍ତ୍ରଣ ବାହାରେ ଥିବା ବେଳେ ରାଜ୍ୟରେ ମଧ୍ୟ ସ୍ଥିତି ଖରାପ ଆଡକୁ ଗତି କରୁଛି । ଏପ୍ରିଲ ମାସରେ ଭୟଙ୍କର ରୂପ ନେଉଛି ଭାଇରସ । ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ୨୪ ଘଂଟାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଦୈନିକ!-->…