Browsing Category
ରାଜ୍ୟ
ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ନେଇ କ’ଣ କହିଲେ ମନ୍ତ୍ରୀ?
କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ନେଇ ଲାଗିରହିିଥିବା ଆଶା ଆଶଙ୍କାକୁ ଦୂର କରିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପୂର୍ବରୁ ମାଟ୍ରିକ ଓ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ!-->…
ସିନେମା ହଲ ସିଲ୍
ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ କଟକଣା କଡ଼୍ାକଡି କରାଯାଇଛି । ନିୟମ ଉଂଲଘନକାରୀଙ୍କ ଠାରୁ ମୋଟା ଅଙ୍କର ଫୋଇନ ଆଦାୟ କରାଯାଉଛି । ମାସ୍କ, ସାନିଟାଇଜର, ସାମାଜିକ ଦୂରତା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି । ଯେଉଁଠି!-->…
ଜାଣନ୍ତୁ ସପ୍ତାହକୁ ଦୁଇ ଦିନ ବନ୍ଦ ହେଲା ରାଜ୍ୟର କେଉଁ ବେଳାଭୂମି ?
ବଢୁଛି ସଂକ୍ରମଣ, କଡାକଡି ହେଉଛି କଟକଣା । ପର୍ଯ୍ୟଟନସ୍ଥଳୀ ଉପରେ ଲାଗିଲା କଟକଣା । କୋଭିଡ୍ ସ୍ଥିତି ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର କଡା ପଦକ୍ଷେପ । ଏଣିକି ଶନିବାର ଓ ରବିବାର ଦୁଇ ଦିନ ବନ୍ଦ ରହିବ ଗୋପାଳପୁର ଓ ସୁନାପୁର!-->…
ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ କ’ଣ କହିବେ ମୁଖ୍ୟମନ୍ତ୍ରୀ?
ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ହଜାରେ ଟପିଛି ଆକ୍ରାନ୍ତ ସଂଖ୍ୟା । ଲୋକଙ୍କୁ ମନକୁ ଫେରିଛି କରୋନା ଭୟ । ସଂକ୍ରମଣ ବଢିଚାଲିଥିବା ବେଳେ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।!-->…
କାମ ଦେଉନି କଟକଣା..ବଢୁଛି ସଂକ୍ରମଣ
ରାଜ୍ୟରେ ମଧ୍ୟ କରୋନା ଭୟଙ୍କର ହେବାରେ ଲାଗିଛି । ଦେଶରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ ରାଜ୍ୟରେ ମଧ୍ୟ ସ୍ଥିତି ଖରାପ ଆଡକୁ ଗତି କରୁଛି । ଗୋଟିଏ ଦିନରେ ରାଜ୍ୟରେ ହଜାରେ ଟପିଛି ସଂକ୍ରମଣ ସଂଖ୍ୟା । ତେବେ ସବୁଠି!-->…
ଛତିଶଗଡ ସୀମାରେ ଲକ୍ଷ୍ମଣରେଖା
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ କଠୋର ହୋଇଛନ୍ତି ସରକାର । କରୋନା ସଂକ୍ରମଣରେ ରୋକିବା ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଏଣିକି ଛତିଶଗଡ଼କୁ ସମସ୍ତ ପ୍ରକାର ଗାଡ଼ି ଚଳାଚଳ ବନ୍ଦ ପାଇଁ ନିର୍ଦ୍ଦେଶ!-->…
ବିନା ରିପୋର୍ଟରେ ଓଡିଶା ମନା
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ କଠୋର ହୋଇଛନ୍ତି ସରକାର । ସଂକ୍ରମଣରେ ରୋକ୍ ପାଇଁ ନୂଆ ଗାଇଡଲାଇନ ଜାରି କରିଛି ସ୍ୱତନ୍ତ୍ର ରିଲିଫ୍ କମିଶନର। ଓଡ଼ିଶା ଆସିବାକୁ ହେଲେ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ଏହି!-->…
ଭୋଟ ଆଗ ନା ଜୀବନ ଆଗ ?
ଭୋଟ ଆଗ ନା ଜୀବନ ଆଗ ? ନିର୍ବାଚନ ଆଗ ନା ଜନସ୍ୱାସ୍ଥ୍ୟ ଆଗ ? ଯେଉଁ ଜନତାଙ୍କ ପାଇଁ ଏତେ ନାଟକ ଚାଲିଛି, ଏତେ ପ୍ରଚାର ହେଉଛି ଯଦି ସେହି ଜନତାଙ୍କ ଜୀବନ ଖଣ୍ଡିଏ ଭୋଟ ପାଇଁ ବିପଦରେ ପଡେ ତାହାଲେ କିଏ ହେବ ଦାୟୀ ? ଭୋଟ ସରିଲେ ଯଦି!-->…
ବିନା ଭକ୍ତରେ ରୁକୁଣା ରଥଯାତ୍ରା!
ରଥାରୂଢ଼ ଶ୍ରୀଲିଙ୍ଗରାଜଙ୍କୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ହେଲେ ମହାମାରୀ ପାଇଁ ମନପୁରାଇ ଶ୍ରୀଲିଙ୍ଗରାଜଙ୍କୁ ଦେଖିପାରିବେନି ଭକ୍ତ । ଚଳିତ ବର୍ଷ ବି ବିନା ଭକ୍ତରେ ହେବ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା!-->…
ସଙ୍କଟ ବେଳେ ସଞ୍ଜିବନୀ ଶେଷ…
ସ୍ଥିତି ବିଗୁଡୁଛି, ସଞ୍ଜିବନୀ ସରୁଛି । କରୋନା ଯେତେବେଳେ ଭୟଙ୍କର ରୂପ ଧାରଣ କରୁଛି ଠିକ୍ ସେତିକି ବେଳେ ହିଁ ଭ୍ୟାକ୍ସିନର ଅଭାବ ଦେଖିବାକୁ ମିଳୁଛି । ଦେଶରେ ଯେବେ କରୋନା ଟିକେ କଚ୍ଛପ ଗତିରେ ମାଡୁଥିବା, ଟିକେ ଧିମା ହୋଇଥିଲା!-->…