Browsing Category
ରାଜ୍ୟ
‘ଆଜି ଟିକା ନପହଚିଂଲେ, ଶନିବାରଠୁ ଟିକାକରଣ ବନ୍ଦ’
କରୋନା ସଂକ୍ରମଣ ଯେତେବେଳେ ଦେଶ ଓ ରାଜ୍ୟରେ ବଢିଚାଲିଛି ସେତେବେଳେ ଦେଖାଦେଇଛି ଟିକାର ଅଭାବ । ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟସରକାର ଟିକାକରଣକୁ ଜୋରଦାର କରୁଥିବା ବେଳେ ଏବେ ଦେଖାଦେଇଛି ଟିକାର ଅଭାବ । ଆଜି ସନ୍ଧ୍ୟା!-->…
ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ ପୁଣି ସିଲ୍
ବଢିଲା କଟକଣା । ଭୁବନେଶ୍ୱର ଏସବିଆଇ ମୁଖ୍ୟ କାର୍ଯ୍ୟାଳୟକୁଆଉ ୪ ଦିନ ପାଇଁ ସିଲ କରାଯାଇଛି । ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଏସବିଆଇ ମେନ୍ ବ୍ରାଞ୍ଚ ପୁଣି ସିଲ୍ କରିଛି ବିଏମସି । ଅଧିକ ସଂକ୍ରମିତ!-->…
ଏପ୍ରିଲରେ ରେକର୍ଡ ଭାଙ୍ଗୁଛି ସଂକ୍ରମଣ
ମାସକରେ ରାଜ୍ୟରେ କରୋନା ସଂକ୍ରମଣ ଲମ୍ବା ଡିଆଁ ମାରିଛି । ଏପ୍ରିଲ ମାସରେ ଓଡିଶାରେ ସଂକ୍ରମଣ କ୍ରମାଗତ ବଢିବାରେ ଲାଗିଛି । ସ୍ଥିତି ବିଗିଡିବାରେ ଲାଗିଛି । । ନାଇଟକର୍ଫ୍ୟୁ,କଂଟେନମେଂଟ ଜୋନ, କଟକଣା କଡାକଡି ପରେ ମଧ୍ୟ ସଂକ୍ରମଣ!-->…
ସରକାରୀ ଅଫିସକୁ ଯିବା ମନା
ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗୋଟିଏ ପରେ ଗୋଟିଏ କଟକଣା ଲାଗୁ କରୁଛନ୍ତି ରାଜ୍ୟ ସରକାର । ସଂକ୍ରମଣ ଯେପରି ବୃଦ୍ଧି ନହୁଏ ସେଥିପାଇଁ କଟକଣା କଡାକଡି କରାଯାଉଛି । ସରକାରଙ୍କ ଅଫିସକୁ!-->…
ଏବେ ଅଫିସରେ ମିିଳିବ ଟିକା
ଟିକାକରଣ କାର୍ୟ୍ୟକ୍ରମକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ନୂଆ ପଦକ୍ଷେପ ନିଆଯାଇଛି। ଏବେ ଅଫିସରେ ମିଳିବ କରୋନା ଟିକା । ପୂର୍ବରୁ ଟିକାକରଣ କେନ୍ଦ୍ରରେ ହିଁ ଲୋକମାନେ ଟିକାର ଡୋଜ୍ ନେଇପାରିବେ ବୋଲି କେନ୍ଦ୍ର!-->…
ସ୍କୁଲ ବନ୍ଦ ନେଇ ସରକାରଙ୍କ ବଡ଼ ଘୋଷଣା
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ସରକାରଙ୍କୁ ଘାରିଛି କରୋନା ଭୟ । ମହାମାରୀ କରୋନା ବ୍ୟାପୁଥିବାରୁ ସ୍କୁଲ ବନ୍ଦକୁ ନେଇ ବଡ଼ ନିଷ୍ପତି ନେଇଛନ୍ତି ସରକାର । ନବମ ଓ ଏକାଦଶ ଶ୍ରେଣୀ କ୍ଲାସ!-->…
ନବୀନ କରିବେ ଭର୍ଚୁଆଲ ପ୍ରଚାର
ପିପିଲି ଉପନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ । ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜ ପ୍ରାର୍ଥୀଙ୍କ ଲାଗି ଜୋରଦାର ପ୍ରଚାର ଚଲାଇଛନ୍ତି । ଷ୍ଟାର କ୍ୟାମ୍ପେନରମାନଙ୍କ ସହ ପ୍ରାର୍ଥୀମାନେ ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ!-->…
ଟିକା ନାହିଁ, ବନ୍ଦ ହେଲା ଟିକାକରଣ କେନ୍ଦ୍ର
ଯେତେବେଳେ କରୋନାର ଦ୍ୱିତୀୟ ପ୍ରବାହ ତାର କାୟା ମେଲାଉଛି ସେତିକିବେଳେ ରାଜ୍ୟରେ ଦେଖାଦେଇଛି ଟିକାର ଅଭାବ । ସଂକ୍ରମଣକୁ ରୋକିବାକୁ ରାଜ୍ୟ ସରକାର ଟିକାକରଣ ପ୍ରକିୟାକୁ ତ୍ୱରାନିତ କରୁଥିବା ବେଳେ ଟିକା ଅଭାବରୁ ରାଜ୍ୟରେ ୪୦୦!-->…
ରାଜ୍ୟରେ ସାଂଘାତିକ ହେଉଛି ସଂକ୍ରମଣ
ରାଜ୍ୟରେ କରୋନା ସଂକ୍ରମଣ ଅଣାୟତ ହେବାରେ ଲାଗିଛି । ଲଗାତର କିଛି ଦିନ ହେବ ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ହାରରେ ବୃଦ୍ଧି ପାଉଛି । ଯେତିକି ସଂକ୍ରମିତ ଚିହ୍ନଟ!-->…
ସତର୍କ କରାଇଲେ ସିଏମ
ଏଣିକି କଡାକଡି ହେବ କରୋନା କଟକଣା । କରୋନା ଭାଇରସ ସଂକ୍ରମଣ ବୃଦ୍ଧି ଦେଖାଯାଇଥିବାରୁ କଟକଣାକୁ ଆହୁରି ଜୋର କରିଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଆସନ୍ତାକାଲି ଠାରୁ ପୁଲିସ ରାଜ୍ୟରେ ସ୍ବତନ୍ତ୍ର!-->…