Browsing Category
ରାଜ୍ୟ
ସପ୍ତାହକୁ ଦୁଇ ଦିନ ବନ୍ଦ ହୋଇପାରେ ମନ୍ଦିର..ଜାଣନ୍ତୁ କେଉଁଦିନ ଲାଗିପାରେ କଟକଣା?
ସରକାରଙ୍କ ସତର୍କ ଘଂଟି । ପୁଣି ଫେରିଲା କଟକଣା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଭିଡ କମାଇବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସରକାର ନେଇପାରନ୍ତି । ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା ବେଳେ କିଛି!-->…
ବାଇକରେ ୫୦ ଲକ୍ଷ, କାରରେ କେତେ?
ପିପିଲିରେ ଉଡୁଛି ପୁଳା ପୁଳା ଟଙ୍କା । ଆଉ ଏହି ଟଙ୍କା ସବୁ ଆସୁଛି ଭାୟା ଭୁବନେଶ୍ୱର ହୋଇ । ଏହାର ଝଲକ ସୋମବାର ଦେଖିବାକୁ ମିଳିଛି । ଯେତେବେଳେ ଏକ ବାଇକ ଚାଳକ ଯୁବକଙ୍କ ପାଖରୁ ବ୍ୟାଗ ଭର୍ତ୍ତି ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି ।!-->…
ରାଜଧାନୀରେ ଆପାର୍ଟମେଂଟ ସିଲ..
ରାଜଧାନୀରେ ବଢିଲା ସଂକ୍ରମଣ ଚିନ୍ତା । ଖୋର୍ଦ୍ଧାରେ ସଂକ୍ରମଣ ସର୍ବାଧିକ ରହୁଥିବା ବେଳେ ଭୁବନେଶ୍ୱରର ଏକ ଆପାର୍ଟମେଂଟରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ମୁଣ୍ଡ ବ୍ୟଥାର କାରଣ ପାଲଟିିଛି । ଭୁବନେଶ୍ୱରରେ ଏକ!-->…
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ତୁମୁଳକାଣ୍ଡ
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା । ଅଫଲାଇନ୍ ପରୀକ୍ଷାକୁ ବିରୋଧ କରି ବିଶ୍ୱବିଦ୍ୟାଳୟରେ ଭଙ୍ଗାରୁଜା । ଅଫ୍ଲାଇନ୍ ପରୀକ୍ଷାକୁ ନେଇ ଛାତ୍ର କଂଗ୍ରେସର ବିକ୍ଷୋଭ ବେଳେ ଉତ୍ତେଜନା । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା!-->…
କଙ୍କାଳ କାହାର? ପରିଚୟ ଦେଲେ ମିଳିବ ପୁରସ୍କାର
ପରିଚୟ ଦେଲେ ପୁରସ୍କାର । ଖୋର୍ଦ୍ଧା ଯାଆଁଳା ଫାଣ୍ଡି ପରିସରରେ ଥିବା ଜବତ କାରରୁ ମିଳିଥିବା ମହିଳାଙ୍କ କଙ୍କଳା ଘଟଣାରେ ପୁଲିସକୁ ତଥ୍ୟ ମିଳିପାରିନାହିଁ । ଏଯାଏ ପୁଲିସକୁ ମହିଳା ଜଣକ କିଏ ସେ ନେଇ କିଛି ସନ୍ଧାନ ମିଳିନାହିାଁ!-->…
ମୁଖ୍ୟମନ୍ତ୍ରୀ ଡାକିଲେ ବୈଠକ..ଫେରିବ କି କର୍ଫ୍ୟୁ!
ରାଜ୍ୟରେ କରୋନା ସଂକ୍ରମଣ ଏବେ ଧୀରେ ଧୀରେ ବଢିବାରେ ଲାଗିଛି । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ!-->…
ଟିକା ସରିଲା, ନୋଟିସ ଲାଗିଲା
ଟିକା ନାହିଁ । ଟିକାକରଣ ବନ୍ଦ ରହିବ । ଟିକା ଆସିଲା ପରେ ପୁଣି ଗୁରବାରଠୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟରେ ଟିକାର ଅଭାବ ନେଇ ଲାଗିଲା ନୋଟିସ । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ଗୁଡସ ରୋଡରେ ଥିବା ଏକ ପ୍ରାଥମିକ!-->…
ପୁରୀକୁ ଘାରିଛି ପର୍ଯ୍ୟଟକଙ୍କ ଚିନ୍ତା
ପୁରୀକୁ ଘାରିଛି ପର୍ଯ୍ୟଟକଙ୍କ ଚିନ୍ତା । କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ପୁଣି ପୁରୀରେ ଫେରିଛି କଟକଣା । ଜିଲ୍ଲାପ୍ରଶାସନ କଟକଣା କଡାକଡି କରିଛି । ଅଧିକା କରୋନା ସଂକ୍ରମିତ ୧୨ଟି ରାଜ୍ୟର ପର୍ୟ୍ୟଟକଙ୍କ ପାଇଁ କଟକଣା!-->…
ଖୋର୍ଦ୍ଧା ବଢାଇବ କି ବିପଦ!
ଏପ୍ରିଲ ମାସରେ ପ୍ରତିଦିନ କରୋନା କରୁଛି ନୂଆ ରେକର୍ଡ । ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୫୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସବୁଠୁ ଚିନ୍ତାଜନକ ବିଷୟ!-->…
ବଦଳିଲା ଟିକାକରଣ ସମୟ..ଜାଣନ୍ତୁ ଏଣିକି କେଉଁ ସମୟରେ ଦିଆଯିବ ଟିକା?
ବଦଳିଲା ଟିକାକରଣ ସମୟ । ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢୁଥିବାବେଳେ ଏହାକୁ ନଜରରେ ରଖି ସରକାର ଟିକାକରଣ ସମୟକୁ ପରିବର୍ତ୍ତନ କରିଛନ୍ତି ଜ୍ଝ କରୋନାର ଲେଉଟାଣିକୁ ନେଇ ଲୋକେ ଆଶଙ୍କିତ ମାହୋଲରେ ଥିବା ବେଳେ ଅନ୍ୟପଟେ ଚିନ୍ତା!-->…