THE BYAPINI
Browsing Category

ରାଜ୍ୟ

ଫ୍ୟାମିଲି କୋର୍ଟରେ ଷ୍ଟାର ଦମ୍ପତ୍ତି

ଓଲିଉଡର ଷ୍ଟାର ଦମ୍ପତି ବର୍ଷା-ଅନୁଭବ ଆଜି କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଫ୍ୟାମିଲ କୋର୍ଟରେ ଉଭୟେ ହାଜର ହୋଇଛନ୍ତି। ପାରିବାରିକ ବିବାଦ ମାମଲା ଦିଲ୍ଲୀରୁ କଟକ ଫ୍ୟାମିଲି

ବାହାଘରରେ ଭୋଜି ନୁହେଁ ପାର୍ସଲ

ଏଥର ବାହାଘରରେ ଆଉ ଜମିବନି ଭୋଜିର ଆସର । ବିବାହରେ ଆସିଥିବା ଅତିଥିଙ୍କ ରୋଷେଇ ଖାଦ୍ୟ ନଦେଇ ଖାଦ୍ୟପୁଡିଆ ଦିଆଯିବ । ଏହା ସହ ବାହାଘରରେ କେବଳ ଶହେ ଲୋକ ସାମିଲ ହେବା ନିର୍ଦ୍ଦେଶ ଦିଆଯାଇଛି । କରୋନା ସଂକ୍ରମଣକୁ ନଜରରେ ରଖି କରୋନା

ସୁପ୍ରିମୋ ଧରିବେ ପ୍ରଚାର ମଙ୍ଗ

ପିପିଲି ଯିବେ ନମ୍ବର ୱାନ ଷ୍ଟାର ପ୍ରଚାରକ । ଏବେଠୁ ପିପିଲି ଦାୟିତ୍ ନବୀନଙ୍କର । ପିପିଲିରେ ପ୍ରଚାର ମୈଦାନକୁ ଓହ୍ଲାଇବେ ଖୋଦ୍ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିରୁ ପ୍ରାର୍ଥୀ ହୋଇଥିବା ସ୍ବର୍ଗତ

ଓଡିଶାରେ ଟିକା ସରିଆସୁଛି!

ସଂକ୍ରମଣ ବଢୁଥିବା ସମୟରେ ଦେଖାଦେଇପାରେ ଟିକାର ଅଭାବ । ଦେଶରେ ଦୈନିକ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ମଧ୍ୟ ୫୦୦ ଅତିକ୍ରମ କରିଛି । କରୋନାକୁ ମାତ ଦେବା ପାଇଁ ଟିକାକରଣ ପ୍ରକ୍ରିୟାକୁ ସରକାର ଜୋରଦାର

‘ଆବଶ୍ୟକ ପଡିଲେ ଦିନବେଳା କର୍ଫ୍ୟୁ’

ରାଜ୍ୟରେ ଯେପରି ଭାବେ ସଂକ୍ରମଣ ବୃଦ୍ଧି ପାଉଛି ଆବଶ୍ୟକ ପଡିଲେ ଦିନବେଳା କର୍ଫ୍ୟୁ ଲାଗିପାରେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏନେଇ ସୂଚନା ଦେଇଛନ୍ତି । କୋଭିଡ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ସରକାର । ଜିଲ୍ଲାପାଳ ମାନଙ୍କ

ଖୋର୍ଦ୍ଧା ବଢାଉଛି ଚିନ୍ତା!

ମାଡି ଚାଲିଛି କରୋନା । ରାଜ୍ୟରେ ୫୦୦ ଅତିକ୍ରମ କରିଛି ସଂକ୍ରମଣ ସଂଖ୍ୟା । ଆଜି ଦେଶରେ ସଂକ୍ରମଣ ସଂଖ୍ୟା ଲକ୍ଷେ ପାର ହୋଇଥିବା ବେଳେ ରାଜ୍ୟରେ ମଧ୍ୟ ୫୦୦ ଅତିକ୍ରମ କରିଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ପୁଣି କର୍ଫ୍ୟୁ- କଣ୍ଟେନମେଣ୍ଟ- କ୍ୱାରେଣ୍ଟାଇନ !

ଫେରିଲା କଟକଣାର ଯୁଗ । ଲାଗିବ କର୍ଫ୍ୟୁ, ନାଇଟ କର୍ଫ୍ୟୁ ଭଳି କଡା କଟକଣା । ସଂକ୍ରମଣକୁ ପ୍ରତିହତ କରିବାକୁ ସରକାର ନେଉଛନ୍ତି ଏମିତି କିଛି ପଦକ୍ଷେପ । ଜୀବନ ବଞ୍ଚାଇବାକୁ ଏବେ ପୁଣି ଥରେ ଅଜ୍ଞାତବାସକୁ ଯିବାକୁ ହେବ । କରୋନାଠାରୁ

ସିଲ ହେବ ଭୁବନେଶ୍ୱର ଏସବିଆଇ ମୁଖ୍ୟାଳୟ

ଋାଜ୍ୟରେ ପୁଣି ଫେରିଛି କରୋନା ସଂକ୍ରମଣ ଭୟ । କାୟା ମେଲାଉଛି କରୋନା । ଆକ୍ରାନ୍ତଙ୍କ ସଂଖ୍ୟା ବଢିବଢି ଚାଲିଛି । ଖୁବଶୀଘ୍ର ସିଲ୍ ହେବ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ । ସ୍‌ବିଆଇ ଶାଖାରୁ

ଦିନବେଳା ଲାଗୁ ହୋଇପାରେ କର୍ଫ୍ୟୁ!

ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଦିନବେଳା କର୍ଫ୍ୟୁ ଲାଗୁ ହୋଇପାରେ । ୪ରୁ ୫ ଦିନ ମଧ୍ୟରେ କର୍ଫ୍ରୁ୍ୟ ଲାଗୁ ହୋଇପାରେ । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏନେଇ ନିଷ୍ପତି ନିଆଯାଇପାରେ ବୋଲି କହିଛନ୍ତି ବାଚସ୍ପତି

‘ସବୁରି ମୂଳରେ ବାଚସ୍ପତି’

ଶନିବାର ଦିନ ବିଧାନସଭାରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା,ସେଥିପାଇଁ ବାଚସ୍ପତି ଦାୟୀ । ବିଧାନସଭା ପରିସରରେ ରାତି ତମାମ ବସିବା ପରେ ଧାରଣାରୁ ଓହରି ବିଜେପି ବିଧାୟକମାନେ ସାମ୍ବାଦିକ ସମ୍ମିଳନୀ କରି ଗୃହରେ ବାଚସ୍ପତି