Browsing Category
ରାଜ୍ୟ
ପଡୋଶୀ ରାଜ୍ୟ ପାଇଁ ବଢୁଛି ସଂକ୍ରମଣ?
ସଂକ୍ରମଣ ବଢୁଥିବାରୁ କଟକଣା ମଧ୍ୟ ଫେରୁଛି । ଆସନ୍ତାକାଲିଠୁ ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗିବ । ଦେଶରେ କରୋନା ତାର କାୟା ମେଲାଉଥିବା ବେଳେ ସତର୍କ ନହେଲେ ରାଜ୍ୟରେ ମଧ୍ୟ ଖରାପ ସ୍ଥିତି ଉପୁଜିପାରେ । ଦିନକୁ ଦିନ ରାଜ୍ୟରେ!-->…
ଜଗା ଦର୍ଶନ ପାଇଁ ନୂଆ ଏସଓପି
ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାବେଳେ ଶ୍ରୀମନ୍ଦିର ପାଇଁ ନୂଆ ଏସଓପି ଆଣିଛି ମନ୍ଦିର ପ୍ରଶାସନ । ଆସନ୍ତାକାଲିଠାରୁ ସବୁ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର । ଏଣିକି ସକାଳ ୬ଟାରୁ ଜଗା ଦର୍ଶନ କରିବେ ଭକ୍ତ। ଏହାସହ କାଲିଠୁ ସବୁ!-->…
ମୈଦାନରେ ୧୦ ପ୍ରାର୍ଥୀ
ପିପିଲି ଉପନିର୍ବାଚନ ମୈଦାନରେ ୧୦ ପ୍ରାର୍ଥୀ । ଆଜି ପିପିିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ଥିଲା । ଯେଉଁଥିରେ ମୋଟ ଦଶଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଚୂଡାନ୍ତ ହୋଇଥିବା ସିିଇଓ ସୁଶୀଲ!-->…
ନିଲମ୍ବିତ ହେଲେ ୩ ବିଜେପି ବିଧାୟକ
ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିବା ଘଟଣାରେ ହୋଇଛି କାର୍ୟ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ୩ ଜଣ ବିଧାୟକ । ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ବିଧାୟକ ଜୟନାରାୟଣ!-->…
ସିଏମସିର ନୂଆ ଗାଇଡଲାଇନ
ରାଜ୍ୟର ସଂକ୍ରମଣ ବୃଦ୍ଧି ନେଇ ପୁଣି ଫେରିଛି ପୁରୁଣା କଟକଣା । ନାଇଟକର୍ଫ୍ୟୁ, କଂଟେନମେଂଟ ଜୋନ ଆରମ୍ଭ ହୋଇଯାଇଛି । କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ବିଏମ୍ସି ପକ୍ଷରୁ ଗାଇଡଲାଇନ ଗତକାଲି ଜାରି କରାଯାଇଥିବାବେଳେ ଏବେ!-->…
ରାଜ୍ୟର ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ
ରାଜ୍ୟରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ପୁଣି ଆରମ୍ଭ ହୋଇଯାଇଛି କଟକଣା। ନାଇଟକର୍ଫ୍ୟୁ, କଂଟେନମେଂଟ ଜୋନ ପୁଣି ଫେରିଛି । ରାଜ୍ୟର ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ନେଇ ଘୋଷଣା ହୋଇଛି । ଆସନ୍ତା ୫ ତାରିଖରୁ ଏହା ଲାଗୁ!-->…
ବାଚସ୍ପତିଙ୍କୁ ବିଧାୟକ ଫିଙ୍ଗିଲେ ଚପଲ
ଓଡ଼ିଶା ବିଧାନସଭାରେ ଅଶୋଭନୀୟ ଘଟଣା । ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ବିଜେପି ବିଧାୟକ । ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ, ଇଅର ଫୋନ୍ ଓ କାଗଜ ଫୋପଡ଼ା ଯାଇଛି। ଗୃହରେ ବିରୋଧୀଙ୍କ ହଙ୍ଗାମା ଓ ହୋହଲ୍ଲା ସାଧାରଣ କଥା!-->…
ପିପିଲି ପାଲଟିବ କି ସୁପରସ୍ପ୍ରେଡର !
ଜିନ୍ଦାବାଦ, ଜିନ୍ଦାବାଦ… ଶଙ୍ଖ ଚିହ୍ନ ଜିନ୍ଦାବାଦ… । ଜିତିବିରେ ଜିତିବ ହାତ ଚିହ୍ନ ଜିତିବ… । ପଦ୍ମ ଫୁଟିବ, ପିପିଲି ହସିବ… ନେତାଙ୍କ ନାରାବାଜିରେ ଏବେ ଏମିତି କମ୍ପୁଛି ପିିପିଲି । ସବୁଠି ପ୍ରଚାର, ଚାରିଆଡେ ପୋଷ୍ଟର ବ୍ୟାନର,!-->…
ଫେରିଲା କଟକଣା..ଜାଣନ୍ତୁ ଓଡିଶାର କେଉଁଠି ହେଲା କଂଟେନମେଂଟ ଜୋନ?
ରାଜ୍ୟରେ ମହାମାରୀ କରୋନା କମବ୍ୟାକ ପରେ ପୁଣି ଫେରିଛି ଭୟ । ସ୍ଥିତି କଂଟେନମେଂଟ ଜୋନ ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯିବା ପରେ ଫେରିଛି କଟକଣା । କରୋନାକୁ ନିୟନ୍ତ୍ରଣ କରିବା ପାଇଁ ପୁଣି ଥରେ ଆରମ୍ଭ ହେଲା କଣ୍ଟେନମେଣ୍ଟ!-->…
ରାଜ୍ୟକୁ ଘାରିଛି ପଡୋଶୀ ଭୟ
ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ବଢୁଥିବା ବେଳେ କଟକଣା ମଧ୍ୟ ଫେରୁଛି । ୫୦୦ ପାଖାପାଖି ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିିଥିବା ବେଳେ ରାଜ୍ୟକୁ ଘାରିଛି ପଡୋଶୀ ସଂକ୍ରମଣ ଚିନ୍ତା । ନୂଆପଡା, ସୁନ୍ଦରଗଡ, କଳାହାଣ୍ଡି,ଖୋର୍ଦ୍ଧାରେ!-->…