THE BYAPINI
Browsing Category

ରାଜ୍ୟ

କ୍ଷମା ମାଗନ୍ତୁ ମନ୍ତ୍ରୀ ପ୍ରତାପ

ତେଜିଲା ଓଡିଆ- ଅଣଓଡିଆ ଠିକାଦାର ବିବାଦ । ବିଧାନସଭାରେ ଠିକାଦାର ପ୍ରସଙ୍ଗ ଉଠିବା ପରେ ଏବେ ଚେତାବନୀ ଦେଇଛି ଠିକାଦାର ମହାସଙ୍ଘ । ନିଖିଳ ଓଡିଶା ଠିକାଦାର ମହାସଙ୍ଘ ପକ୍ଷରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ କ୍ଷମା ପ୍ରାର୍ଥନା ପାଇଁ

ପିପିଲି ପ୍ରଚାର ମୈଦାନରେ ଅନୁଭବଙ୍କୁ ନୋ ଏଂଟ୍ରି

ପିପିଲି ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି । ୩୦ ଜଣିଆ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଧରିବେ ପ୍ରଚାରର ମଙ୍ଗ । ତାଲିକାର ପ୍ରଥମରେ

ସରକାରଙ୍କୁ କରୋନା ଭୟ…ପ୍ରସ୍ତୁତ ରଖ ହସ୍ପିଟାଲ

କରୋନା କମବ୍ୟାକକୁ ନେଇ ସରକାର ଭୟଭୀତ ହୋଇପଡିଛନ୍ତି । ଯେମିତି ପୂର୍ବପରି ସ୍ଥିତି ନଉପୁଜେ ସେ ନେଇ ସତର୍କ ରହିବାକୁ କୁହାଯାଇଛି । ସବୁ ଜିଲ୍ଲାପାଳ, ସିଡିଏମ୍ଓ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ACS ଚିଠି ଲେଖିଥିବା ନେଇ ସୂଚନା

କ୍ରିକେଟ ବଢାଇଲା କରୋନା

ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ବିଶେଷ କରି ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଦେଇଛି । ରାଜ୍ୟରେ ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ପାଖାପାଖି

ପିପିଲିରେ ପ୍ରଚାର ବେଳେ ହିଂସାକାଣ୍ଡ

ପିପିଲି ଉପନିର୍ବାଚନ ପାଇଁ ଏବେଠୁ ଜୋର ଧରିଲାଣି ପ୍ରଚାର । ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ରାଜନୈତିକ ମାହୋଲ ସରଗରମ ଥିବା ବେଳେ ପିପିଲିରେ ପ୍ରଚାର ବେଳେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି

ଘନଉଛି ବିପଦ

ଦେଶରେ କରୋନା ସଂକ୍ରମଣ ବେକାବୁ ହେଉଥିବା ବେଳେ ରାଜ୍ୟରେ ମଧ୍ୟ ଲମ୍ବା ଡିଆଁ ମାରିଛି । ୪୦୦ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ରାଜ୍ୟରେ ୪ଶହ ଟପିଲା ଦୈନିକ ସଂକ୍ରମଣ । ଗତ

ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା

ପବିତ୍ର ଓଡ଼ିଶା ଦିବସ ଅବସରରେ ଚାଷୀଙ୍କ ଖାତାକୁ କାଳିଆ ଟଙ୍କା ପଠାଇ ନୂଆ ଆର୍ଥିକ ବର୍ଷ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଆଜି ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟ ଖାତାକୁ କାଳିଆ ଯୋଜନାରେ ୬୯୩.୯୪ କୋଟି

‘ମୁଁ ବିଜୁ ବାବୁ ପରି ହେବି’

ଉକ୍ରଳ ଦିବସରେ ରିଲିଜ ହୋଇଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ପ୍ରସ୍ତୁତ ଭିଡିଓ ‘ମୁଁ ବିଜୁ ବାବୁ ପରି ହେବି’ । ଏହି ଭିଡିଓଟିରେ ପ୍ରଥମ ଥର ପାଇଁ ମନ୍ତ୍ରୀ , ବିଧାୟକ ଓ ନେତା ଅଭିନୟ କରିଛନ୍ତି । ବିଜୁ ବାବୁଙ୍କ ଜୀବନୀ

ମାଉସୀ ମା’ ମନ୍ଦିରରୁ ଚୋରି..ଚିନ୍ତା ପ୍ରକଟ କଲେ ଗଜପତି

ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାଉସୀ ଘର କୁହାଯାଇଥିବା ମାଉସୀ ମା’ ମନ୍ଦିରରେ କଳା କନା ବୁଲାଇଛନ୍ତି ଦୁର୍ବୃତ । ଗଜପତି ମହାରାଜା ଦିବ୍ୟସିଂହ ଦେବ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ।

ଦଳୀୟ ନେତାଙ୍କୁ ପିପିଲି ଦାୟିତ୍ୱ

ପିପିଲି ଦଖଲ ପାଇଁ ପ୍ରସ୍ୁତ ବିଜେଡି ବ୍ରିଗେଡ । ପିପିଲି ଉପନିର୍ବାଚନ ପାଇଁ ଦଳୀୟ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିିଭିନ୍ନ ଅଂଚଳ ପାଁ ନେତାଙ୍କୁ ବାଂଟିଛନ୍ତି । ପିପିଲି ବ୍ଲକ ପାଇଁ