Browsing Category
ରାଜ୍ୟ
ଦିନବେଳା ଘରୁ ନବାହାରିବାକୁ ପରାମର୍ଶ
ଖାଲି ଭୁବନେଶ୍ୱର ନୁହେଁ ସାରା ରାଜ୍ୟ ଜଳୁଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ସତର୍କ କଲା ପାଣିପାଗ ବିଭାଗ । ଆଜି ବି ହିଟ ୱେଭ କଣ୍ଡିସନ ଜାରି ରହିବ । ଦିନ ବେଳା ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଅପରାହ୍ଣ ୪ଟା!-->…
ହଟସ୍ପଟ ପାଲଟିଲାଣି ଖୋର୍ଦ୍ଧା!
ରାଜ୍ୟରେ ଚିନ୍ତା ବଢାଇଛି କରୋନା ସଂକ୍ରମଣ । ଯେପରି ଭାବେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ପୁଣି ଫେରିଛି ଭୟ । ଲମ୍ବା ଡିଆଁ ମାରି ୨୪ ଘଂଟାରେ ୪୦୦ ପାଖାପାଖି ପହଚିଁଛି ସଂକ୍ରମଣ ସଂଖ୍ୟା । ଦିନକକରେ ୩୯୪ ଆକ୍ରାନ୍ତ ଚିହ୍ନଟ!-->…
ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର
ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର । ମାର୍ଚ୍ଚ ମାସ ସରିନଥିବା ବେଳେ ତତଲା କଡେଇରେ ପରିଣତ ହୋଇସାରିଲାଣି ସାରା ରାଜ୍ୟ । ରାଜଧାନୀ ଭୁବନେଶ୍ୱର ତାପମାତ୍ରା ବୃଦ୍ଧିର ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ଆଜି ଭୁବନେଶ୍ୱରର ତାପମାତ୍ରା!-->…
ଏପ୍ରିଲ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ..ଜିଲ୍ଲାପାଳଙ୍କୁ ଦିଆଗଲା କ୍ଷମତା
କରୋନା ସଂକ୍ରମଣ ଦେଶରେ ଓ ରାଜ୍ୟରେ ଉପରମୁହାଁ ହୋଇଥିବା ବେଳେ ରାଜ୍ୟସରକାର ଏପ୍ରିଲ ମାସ ପାଇଁ ନୂଆ ଗାଇଡଲାଇ୍ନ ଜାରି କରିଛନ୍ତି । ସତର୍କତାର ସହ ମାଇକ୍ରୋ କଂଟେନମେଂଟ ଜୋନ କରିବାକୁ ନିର୍ଦ୍ଦେଶ ରହିଛି । ଜିଲ୍ଲାପାଳ ଓ!-->…
ତାତିରୁ ତ୍ରାହି ନାହିଁ
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡ଼ିଶା । ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ପାଇବା ଆଶଙ୍କା କରିଛି ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି!-->…
ମୋଦିଙ୍କ ବିରୋଧରେ ମମତା କରିବେ ମେଳି
ବିରୋଧୀ ନେତାଙ୍କୁ ଏକଜୁଟ କରୁଛନ୍ତି ମମତା । ବିଜେପି ବିରୋଧରେ ଏକ ହେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଣ ବିଜେପି ନେତାଙ୍କୁ ଆହ୍ୱାନ ଦେଇଛନ୍ତି। ବିଜେପି ବିରୋଧରେ ଏକଜୁଟ ହେବାକୁ ଏବଂ ଭାରତରେ ଗଣତନ୍ତ୍ର!-->…
କାଲିଠୁ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକା
କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଟିକାକରଣକୁ ଜୋରଦାର କରାଯାଉଛି । ଆସନ୍ତାକାଲିଠାରୁ ରାଜ୍ୟେୀ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଟିକାକରଣ କରାଯିବ। ଦୁଇଦିନ ଛୁଟି ଥିଲେ ବି କୋଭିଡ ସଂକ୍ରମଣ ବଢ଼ୁଥିବାରୁ!-->…
‘କାଳିଆ’ ଯୋଜନାରେ ଖର୍ଚ୍ଚ ହୋଇଛି କେତେ ଟଙ୍କା?
କାଳିଆ ଯୋଜନାରେ ରାଜ୍ୟ ସରକାର ଏପର୍ୟ୍ୟନ୍ତ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ? ବିଧାନସଭାରେ ବିଜେପି ବିଧାୟକ ନାଉରି ନାୟକ ପ୍ରଶ୍ନରେ ଉତର ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । କାଳିଆ ଯୋଜନାରେ କେତେ ସଂଖ୍ୟକ କୃଷକ ଓ କୃଷି!-->…
ବିଜେଡିର ପିପିଲି ବ୍ରିଗେଡ
ପିପିଲି ଉପ ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ପ୍ରସ୍ତୁତ ହୋଇସାରିଛନ୍ତି ବିଜେଡି ବିଗ୍ରେଡ । ପିପିଲି ଉପନିର୍ବାଚନ ପାଇଁ ରଣନୀତି ସ୍ଥିର କରିବାକୁ ୪ ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ।!-->…
ରାଜ୍ୟରେ ବିଗୁଡିଛି ସ୍ଥିତି
ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମଣ । ଦେଶରେ କରୋନା ମିଟର ଉପରମୁହାଁ ଥିବା ବେଳେ ରାଜ୍ୟରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ତେବେ ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ୨୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।!-->…