Browsing Category
ରାଜ୍ୟ
ବିଜେପିର ବିଜୁ ପକ୍କାଘର, କଂଗ୍ରେସର ବିଜୁଳି
ବିଧାନସଭାରେ ବିଜେପିର ବିଜୁ ପକ୍କାଘର, କଂଗ୍ରେସର ବିଜୁଳି ଦରବୃଦ୍ଧି ପ୍ରତିବାଦ । ବିଧାନସଭା ଗୃହ କାର୍ୟ୍ୟ ଆଜି ଆରମ୍ଭରୁ ଅଚଳ ହୋଇଯାଇଛି । ଗୋଟିଏ ପଟେ ବିଜେପି ବିଧାୟକମାନେ ବିଜୁ ପକ୍କା ଘର ଲୋଗୋକୁ ବିରୋଧ କରି ହଙ୍ଗାମା!-->…
ପକ୍କା ଘର ପଲିଟିକ୍ସ
ପକ୍କା ଘର ରାଜନୀତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କରାଯାଉଥିବା ପକ୍କା ଘରେ ଲାଗିପାରିବ ନାହିଁ ବିଜୁ ପକ୍କା ଘର ଲୋଗୋ । ଏଥିପାଇଁ ରାଜ୍ୟ ସରକାରଙ୍କୁ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗର ପ୍ରମୁଖ ସଚିବ ଚିଠି!-->…
ମାଆ ପିନ୍ଧାଇଦେଲେ ବିଜୟୀ ଟିକା
ବାପା ଥିଲା ପୁଅ ସଭାରେ ହାରେନି, ମାଆ ଥିଲା ପୁଅ ଜୀବନରେ ହାରେନି… ଯା ପୁଅ ଯା, ବିଜୟୀ ହୋଇ ଆ । ତୋ ସହ ତୋ ବାପାଙ୍କ ଆଶୀର୍ବାଦ ଅଛି, ତୋ ମୁଣ୍ଡ ଉପରେ ମୋ ବରଦ ହସ୍ତ ଅଛି… ତୁ ନିଶ୍ଚୟ ଜିତିବୁ, ନିଶ୍ଚୟ ଜିତିବୁ… ପୁଅ ମଥାରେ!-->…
ରାଜଧାନୀରେ ରହିଛି କେତୋଟି ବେଆଇନ ଆପାର୍ଟମେଂଟ?
ରାଜଧାନୀରେ ଯେପରି ଲୋକସଂଖ୍ୟା ବଢିଚାଲିଛି ସେପରି ଆପାର୍ଟମେଂଟ ବି ତିଆରି ଚାଲିଛି । ଯୁଆଡେ ଦେଖିବେ ଛିଡା ହୋଇଛି ଆପାର୍ଟମେଂଟ । କିନ୍ତୁ ଏସବୁ ଆପାର୍ଟମେଂଟ ମଧ୍ୟରୁ ଅନେକ ବେଆଇନ ଆପାର୍ଟମେଂଟ ରହିଛି ।ଯାହାକୁ ଏବେ ଭାଙ୍ଗିବାକୁ!-->…
‘ମେଟ୍ରୋ ଟ୍ରେନ୍ ପାଇଁ ମିଛ କୁହାଇଛନ୍ତି ସରକାର’
କଟକ –ଭୁବନେଶ୍ୱର ଟୁଇନ ସିଟିରେ ମେଟ୍ରୋ ଟ୍ରେନ ଚଳାଇବା ନେଇ ଯେଉଁ ସ୍ୱପ୍ନ ଦେଖାଯାଉଥିଲା ତାହା ଏବେ ମଉଳିଯାଇଛି । ଏଥିପାଇଁ ଆମକୁ ୨୦୪୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ଟୁଇନ୍ ସିଟିରେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବା!-->…
ଆସନ୍ତା ୩ ଦିନ ସାବଧାନ!
ଅସହ୍ୟ ତାତିରେ କୁହୁଳିବ ସାରା ଓଡିଶା । ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଆଗକୁ ପ୍ରଚଣ୍ଡ ଖରାରେ ସିଝିବ ଓଡିଶା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ରୁ ଊର୍ଧ୍ବ ଜିଲ୍ଲାରେ ଦିନର ତାପମାତ୍ରା ୨!-->…
ନୂଆପଡାବାସୀଙ୍କୁ ଛତିଶଗଡ଼ ମନା
ନୂଆପଡାବାସୀଙ୍କୁ ଛତିଶଗଡ଼ ମନା । ସୀମାବର୍ତ୍ତୀ ଅଞ୍ଚଳରେ ବଢୁଛି କରୋନା ସଂକ୍ରମଣ । ଖାସ୍ କରି ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ କଡ଼ା କଟକଣା ଜାରି କରିଛନ୍ତି!-->…
ଦର ବୃଦ୍ଧି ପାଇଁ ଦାୟୀ କିଏ?
ନିତିଦିନ ରୋଷେଇ ଘରେ ବ୍ୟବହାର ହେଉଥିବା ଖାଇବା ତେଲ ଏବେ ଆକାଶ ଛୁଆଁ । ବର୍ତ୍ତମାନ ରାଜ୍ୟରେ ଖାଇବା ତେଲର ଦର ଦେଢ଼ଶହ ଛୁଇଁଲାଣି। ଖାଇବା ତେଲକୁ ନେଇ ବିଧାନସଭାରେ ଆଜି ଉଦବେଗ ପ୍ରକାଶ ପାଇଛି। ଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ!-->…
ଓଡିଶାରୁ ବିଦେଶ ଯାଉଥିଲା ସାପ ବିଷ!
ଭୁବନେଶ୍ୱରରୁ ଜବତ ସାପ ବିଷର ବିଦେଶୀ ଲିଙ୍କ ସନ୍ଦେହ । ସାପ ବିଷ ଜବତ ହେବା ଘଟଣାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ଅନୁରୋଧ କରିବ ବନ ବିଭାଗ । ଏପରିକି ଏନେଇ ୱାଇଲ୍ଡ ଲାଇଫ କ୍ରାଇମ କଂଟ୍ରୋଲ ବ୍ୟୁରୋକୁ ମଧ୍ୟ ଅବଗତ କରାଯାଇଛି ।!-->…
ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା
କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ରାଜ୍ୟରେ ମଧ୍ୟ ୨ ଶହ ଉପରେ ରହୁଛି ସଂକ୍ରମିତଙ୍କ ସଂଖ୍ୟା । କରୋନାକୁ ମାତ ଦେବାକୁ ଟିକାକରଣ ପ୍ରକ୍ରିୟାକୁ ମଧ୍ୟ ଜୋରଦାର କରାଯାଉଛି ।!-->…