THE BYAPINI
Browsing Category

ରାଜ୍ୟ

ଶିକ୍ଷାନୁଷ୍ଠାନରେ ବ୍ୟାପୁଛି କରୋନା

ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଶିକ୍ଷାନୁଷ୍ଠାନରେ ବ୍ୟାପୁଛି ସଂକ୍ରମଣ । ସ୍କୁଲ, କଲେଜରେ ଅଧିକାଂଶ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କଟକ, ଭୁବନେଶ୍ୱର , ଢେଙ୍କାନାଳ ପରେ ଏବେ ଝାରସୁଗୁଡ଼ାରେ ଗୋଟିଏ

ପ୍ରେମ କରିବା କ’ଣ ପାପ?

ସମ୍ମାନ ପାଇଁ ନିଜ ଝିଅକୁ ବି ଜୀବନରୁ ମାରିବାକୁ ପଛାଇଲେନି ପରିବାର ଲୋକ । ନିଜ ପସନ୍ଦର ପୁଅକୁ ବାହା ହେବା ଘର ଲୋକଙ୍କୁ ହଜମ ହେଲାନି । ଶେଷରେ ନିଜ ଝିଅକୁ ମାରି ମାଟି ତଳେ ପୋତିଦେଲେ । ଏଭଳି ଅଭିଯୋଗ ଆସିଛି ପୁରୀ ଚନ୍ଦନପୁରର

‘କେତେ ଉଠିଛି ଧାନ ହିସାବ ଦିଅ’

ବିଧାନସଭାରେ ଆଜି ପୁଣି ଧାନ କିଣାକୁ ନେଇ ଅଚଳାବସ୍ଥା ଦେଖାଦେଇଛି । ମଣ୍ଡିରୁ କେତେ ଧାନ ଉଠିଛି ତାର ହିସାବ ମାଗିବିଧାନସଭାରେ ହୋହାଲ୍ଲା କରିଛନ୍ତି ବିରୋଧୀ । ଗୃହର ମଧ୍ୟଭାଗକୁ ଆସି ବିଜେପି ସଦସ୍ୟ ପାଟିତୁଣ୍ଡ କରିବାରୁ ଗୃହକୁ

ଏନଆଇଟିରେ କରୋନା ଭୟ

ବଦଳିଲା ନିଷ୍ପତି । କୋଭିଡ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଅଫଲାଇନ୍‌ ନୁହେଁ ଅନଲାଇନ୍‌ରେ ହେବ ନିଟ୍‌ ଶେଷ ବର୍ଷ ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା। ଏନଆଇଟି ସିନେଟ ବୈଠକରେ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସ୍ତାବିତ

ଚିନ୍ତା ବଢାଇବ କି ଖୋର୍ଦ୍ଧା?

ରାଜ୍ୟରେ ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ଚିନ୍ତାଜନକ । ୨୪ ଘଂଟାରେ ରାଜ୍ୟରେ ୨୧୦ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ

ଆଉ କାନ୍ଦିବନି କଳିଙ୍ଗ ଷ୍ଟୁଡିଓ…

ପ୍ରାଣ ଫେରି ପାଇବ କଳିଙ୍ଗ ଷ୍ଟୁଡିଓ । ପୁଣି ଶୁଣିଭ ଲାଇଟ, କ୍ୟାମେରା, ଆକ୍ସନ । ଓଡିଶାର ରାମୋଜୀ ଫିଲ୍ମସିଟି କୁହାଯାଉଥିବା କଳିଙ୍ଗ ଷ୍ଟୁଡିଓ ନୂଆ ରୂପ ନେବ ଅର୍ଥାତ ଏହାର ନବକଳେବର ହେବ । ଦୀର୍ଘ ୪୦ ବର୍ଷ ତଳେ ଓଡିଆ

‘ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବି’

ପିପିଲି ଉପନିର୍ବାଚନ ପାଇଁ ବିଜେଡି ଦିବଂଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କ ନାଁ ଘୋଷଣା କରିଛି । ବିଜେଡିରୁ ପ୍ରାର୍ଥୀ ହେବା ପରେ ରୁଦ୍ର ମହାରଥୀ ଭାବବିହ୍ନଳ ହୋଇଯାଇଛନ୍ତି । ଗଣମାଧ୍ୟମ ସାମନାରେ ପ୍ରତିକ୍ରିୟା ଦେବା

ରୁଦ୍ର ମହାରଥୀଙ୍କୁ ବିଜେଡି ଟିକେଟ

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପିପିଲି ବିଧାନସଭାର ଉପ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରିଛି । ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରାଯାଇଛି। ତାଙ୍କ ନାମ

ରାଜ୍ୟରେ ବଢିଛି ରେପ୍ !

ଅସୁରକ୍ଷିତ ଓଡିଶା । ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ ରାଜ୍ୟ । ଘରୁ ବାହାରିଲେ ଭୟ ଘାରୁଛି । ପଦାକୁ ଗୋଡ କାଢିଲେ ଡର ଲାଗୁଛି । ଛକ ଛକରେ, ଗଳି କନ୍ଦିରେ, ନିଛାଟିଆ ରାସ୍ତାରେ ଛକି ରହୁଛନ୍ତି ଯୌନ ପିପାସୁ । ଆଉ ଝିଅଟିଏ କି

ଫେରିଲେ ପ୍ରବାସୀ, ବଢିପାରେ ବିପଦ

ପ୍ରବାସୀ ଅ।।ଣିବେ କି ଓଡିଶା ପାଇଁ ବିପଦ । ରାଜ୍ୟରେ ଏବେ ସଂକ୍ରମଣ ବଢୁଥିବାବେଳେ ଏତିକିବେଳେ ପ୍ରବାସୀଙ୍କ ଓଡିଶା ଫେରିବା ଚିନ୍ତାଜନକ ବିଷୟ । ଆଜି ସୁରଟରୁ ଗଞ୍ଜାମ ତଥା ରାଜ୍ୟର ଅନ୍ୟ ସ୍ଥାନକୁ ଶହ ଶହ ଓଡିଆ ଲୋକେ ଟ୍ରେନରେ