Browsing Category
ରାଜ୍ୟ
ଆଜି ଠାରୁ ରାଜ୍ୟବ୍ୟାପୀ ଶ୍ରୀଜଗନ୍ନାଥ ରଥ ପରିକ୍ରମା
ପୁରୀ: ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ। ଏଥିପାଇଁ ୧୨ ତାରିଖରୁ ଯଜ୍ଞ କାର୍ୟ୍ୟ ଆରମ୍ଭ ହେବ। ଯାତ୍ରୀ ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଆଧ୍ୟାତ୍ମିକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ!-->…
ଆଜି ସନ୍ଧ୍ୟା ୭ଟାରେ ନ୍ୟାସନାଲ ଜିଓଗ୍ରାଫିରେ ପ୍ରଦର୍ଶିତ ହେବ ଲୋୟର ସୁକତେଲର କାହାଣୀ
ଭୁବନେଶ୍ବର: ବିଶ୍ୱ ଦେଖିବ ଲୋୟର ସୁକତେଲ ପ୍ରକଳ୍ପର କାହାଣୀ । ଓଡ଼ିଶା ରୂପାନ୍ତରଣର ଝଲକ ଦେଖିବ ପୁରା ବିଶ୍ବ । ନ୍ୟାସନାଲ ଜିଓଗ୍ରାଫିରେ ଆଜି ପ୍ରଦର୍ଶିତ ହେବ ଲୋୟର ସୁକତେଲର କାହାଣୀ । ଶନିବାର ସନ୍ଧ୍ୟା ୭ଟାରେ ଏହା ପ୍ରଦର୍ଶିତ!-->…
ଚିଲିକା ପରେ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ
କେନ୍ଦ୍ରାପଡା: ଚିଲିକା ପରେ ଭିତରକନିକାରେ ଆରମ୍ଭ ହେଲା ପକ୍ଷୀ ଗଣନା । ଭିତରକନିକା ଜାତୀୟ ଉଦ୍ୟାନରେ ଆଜି ପକ୍ଷୀ ଗଣନା ଆରମ୍ଭ ହୋଇଛି । ପକ୍ଷୀ ବିହାର ଭାବେ ପରିଚିତ ଭିତରକନିକା ଏବଂ ତତ୍ସଂଲଗ୍ନ ଆଦ୍ରଭୂମିରେ ଭିଡ଼ ଜମାଇଥିବା!-->…
ଅଧିକ ଭୋଟରେ ଜିତିଲେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ କରାଇବି: ପାଣ୍ଡିଆନ
କଟକ: ଯେଉଁ ପ୍ରାର୍ଥି ଅଧିକ ବ୍ୟବଧାନରେ ଜିତିବେ, ସେମାନଙ୍କୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ସାକ୍ଷାତ କରାଇବେ ବୋଲି ଭିକେ ପାଣ୍ଡିଆନ କହିଛନ୍ତି । କଟକ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡି ସ୍ଥିତି!-->…
ଲୋକକଳା ହେଉଛି ଗୋଟିଏ ଜାତିର ଅସ୍ମିତା: ପାଣ୍ଡିଆନ
ଭୁବନେଶ୍ୱର: ପାରମ୍ପରିକ ଲୋକକଳା ଓ ସଂସ୍କୃତି ହେଉଛି ଏକ ଜାତିର ଜୀବନ ଓ ଭବିଷ୍ୟତ । ସଚେତନତା ସୃଷ୍ଟି କରିବାରେ ଲୋକକଳା ଭଳି ପ୍ରଭାବୀ ମାଧ୍ୟମ ଅନ୍ୟ କୌଣସି ମାଧ୍ୟମରେ ନାହିଁ ବୋଲି ୫-ଟି ତଥା ‘ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ!-->…
ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଢ଼ିବ ବୋଲି ବିଜେପି: ମନମୋହନ
ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ଦଳ ନିଶ୍ଚିତ ଭାବେ ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଢ଼ିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ରାଉରକେଲାରେ ଅନୁଷ୍ଠିତ ଦଳର ଚିନ୍ତନ ବୈଠକ ପରେ ଶ୍ରୀ ସାମଲ!-->…
କୌଣସି ରାଜନୀତିକ ଦଳ ସହ ସାଲିସ୍ କରାଯିବ ନାହିଁ:ଅପରାଜିତା
ଭୁବନେଶ୍ୱର: କୌଣସି ରାଜନୀତିକ ଦଳ ସହ ସାଲିସ୍ କରାଯିବ ନାହିଁ। ଆଗାମୀ ସାଧାରଣ ନିର୍ବାଚନରେ ଜିତିବା ପାଇଁ ଦଳ ଲଢ଼େଇ କରିବ। ଏନେଇ ରାଉରକେଲାରେ ଅନୁଷ୍ଠିତ ଦଳର ଚିନ୍ତନ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ବିଜେପି ସାଂସଦ!-->…
ଓଡ଼ିଶାର ୪ଟି ଜିଲ୍ଲାରେ ପଦଯାତ୍ରା କରିବେ ରାହୁଲ
ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧି ନିଜର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ରେ ଓଡ଼ିଶାର ୪ଟି ଜିଲ୍ଲାରେ ପଦଯାତ୍ରା କରିବେ । ଇମ୍ଫାଲରୁ ଜାନୁୟାରୀ ୧୪ରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ୬୬ଦିନ ଚାଲିବ ଓ ମାର୍ଚ୍ଚ ୨୦ରେ!-->…
ରାଜ୍ୟରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ହାର ବଢିଛି
ଭୁବନେଶ୍ୱର: ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ହାର ବଢିଛି। ୨୦୧୯ରେ ପ୍ରତି ହଜାରେ ପୁରୁଷରେ ୯୪୬ ମହିଳା ଥିବା ବେଳେ ୨୦୨୪ରେ ୯୭୨କୁ ବୃଦ୍ଧି ହୋଇଛି। ୫ ଜାନୁଆରୀ ୨୦୨୪ ସୁଦ୍ଧା ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୩୨!-->…
କଲେଜ ବଦଳାଇ ପାରିବେ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀ, ଆଜିଠୁ ଆବେଦନ
ଭୁବନେଶ୍ୱର : କଲେଜ ବଦଳାଇ ପାରିବେ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀ। ଏଥିପାଇଁ ଶୁକ୍ରବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଏଥିପାଇଁ ନିର୍ଦ୍ଦିଷ୍ଟ କାରଣ ଦର୍ଶାଇବାକୁ ପଡ଼ିବ। ପିତାମାତାଙ୍କ ବଦଳି, ଅବସର ଗ୍ରହଣ!-->…