THE BYAPINI
Browsing Category

ରାଜ୍ୟ

ରାଜ୍ୟରେ ବିଗୁଡିଛି ସ୍ଥିତି

ରାଜ୍ୟରେ ଧୀରେ ଧୀରେ ସ୍ଥିତି ବିଗିଡବାରେ ଲାଗିଲାଣି । ଦେଶରେ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଥିବା ବେଳେ ଓଡିଶାରେ ମଧ୍ୟ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ରାଜ୍ୟରେ ୧୦୦

କଟକଣା କଡ଼ା କଲେ ରାଜ୍ୟ ସରକାର…

ସଂକ୍ରମଣ ବଢୁଥିବା ବେଳେ ପୁଣି ଫେରିଛି କଟକଣା । କରୋନା ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ । ବିଭିନ୍ନ କାର୍ୟ୍ୟକ୍ରମରେ ଜନସମାଗମକୁ ନେଇ ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ବାହାଘରରେ ୫୦୦ ବଦଳରେ ଏଣିକି ୨୦୦

ଜିଲ୍ଲା ସ୍ତରରେ କଡାକଡି ହେବ କଟକଣା

ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା । ବିିଭିନ୍ନ ଜିଲ୍ଲାରେ କଡାକଡ଼ି ହେବ କରୋନା କଟକଣା । ବିଭିନ୍ନ ବିଭାଗର ସଚିବ, ଜିଲ୍ଳାପାଳ ଓ ଏସପିଙ୍କ ସହ ଆଲୋଚନା ପରେ କଟକଣାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଧିଷ୍ଟ

କାବୁ ହେଲା ‘ସୁନ୍ଦରୀ’..ଫେରିଯିବ କାହ୍ନା

କାବୁ ହେଲା ‘ସୁନ୍ଦରୀ’ । ଏବେ ସେ ଯେଉଁଠୁ ଆସିଥିଲା ସେଠାକୁ ଫେରିଯିବ । ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’କୁ କାବୁ କରିଛି ବନବିଭାଗ । ଏବେ ତାକୁ ବନ୍ଦୀ ଜୀବନରୁ ମୁକ୍ତି ମିଳିବ । ମଧ୍ୟପ୍ରଦେଶ ଫେରିବା ପରେ ସୁନ୍ଦରୀର ଜଙ୍ଗଲୀ

ଆଜିଠୁ ଜୋରଦାର ଧରପଗଡ଼

ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢୁଥିବାରୁ କଟକଣା କଡ଼ାକଡି କରିବାକୁ କୁହାଯାଇଛି । ଆଗକୁ ଯେପରି ସ୍ଥିତି ଖରାପ ନହୁଏ ସେଥିପାଇଁ ସତର୍କ ରହିବାକୁ କୁହାଯାଇଛି । ରାଜଧାନୀର ଆଜିଠୁ ଜନଗହଳି ପୂର୍ଣ୍ଣ ସ୍ଥାନରେ ଜୋରଦାର ହେବ ଧରପଗଡ ।

ଜାଣନ୍ତୁ କେଉଁ ଜିଲ୍ଲାକୁ ଗଲେ ସଂଗରୋଧ ବାଧ୍ୟତାମୂଳକ..

ମାଲକାନଗିରି ଜିଲ୍ଲାରେ ଆଜି ରାତିରୁ ନାଇଟ କର୍ଫୁ ଜାରି ହେଉଥିବା ବେଳେ କରୋନା ନେଇ କିଛି କଠୋର ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ମାଲକାନଗିରି ପାଇଁ ନୂଆ ମାର୍ଗଦର୍ଶିକା ଜାରି କରିଛି ଜିଲ୍ଲା ପ୍ରଶାସନ । ଏଣିକି ବାହାର

ସଂପୂର୍ଣ୍ଣ ୠଣ ଛାଡ ସମ୍ଭବ ନୁହେଁ

ଲୋନ୍ ମୋରାଟୋରିୟମ ବା ଋଣ ଆଦାୟ ବନ୍ଦ ଅବଧି ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଋଣ ନେଇଥିବା ସଂସ୍ଥା ବା ବ୍ୟକ୍ତିବିଶେଷଙ୍କୁ କରୋନା ପାଇଁ ଛାଡ଼ କରାଯିବନି ସୁଧ । ଲୋନ୍ ମୋରାଟୋରିୟମ ମାମଲା ପ୍ରସଙ୍ଗରେ

ଏ କେମିତିକା ସ୍ୱାମୀ?

ବାହାଘରର ପ୍ରଥମ ଦୁଇ ବର୍ଷ ଠିକଠାକ ଚାଲିଥିଲା ସଂସାର । ଏହା ପରେ ଯାହାକୁ ଭଲ ପାଇ ବାହା ହୋଇଥିଲା ତା ଉପରେ ଆରମ୍ଭ ହୋଇଯାଇଥିଲା ନିର୍ଯାତନା । ଏପରିକି ନିଜ ସ୍ତ୍ରୀକୁ ଦେହ ବେପାରରେ ଲଗାଇବାକୁ ଜୋରଜବରଦସ୍ତି କରୁଥିଲା ସ୍ୱାମୀ ।

ସରକାରୀ ସ୍କୁଲ ପିଲାଙ୍କୁ ସରକାରଙ୍କ ଭେଟି

ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର । କାରୀ ହାଇସ୍କୁଲରେ ପଢ଼ିଥିବା ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଞ୍ଜିନିୟରିଂ ପଢ଼ିବା କ୍ଷେତ୍ରରେ ୧୫ ପ୍ରତିଶତ ସଂରକ୍ଷଣ ଦିଆଯିବ।ବିଧାନସଭାରେ ଏନେଇ ସଂକଳ୍ପ

ମହାମାରୀ ପାଇଁ ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା : ନିଷ୍ପତିକୁ ପୂରା ରାଜ୍ୟର ଅପେକ୍ଷା?

ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଥିବା ବେଳେ ଆସନ୍ତାକାଲି କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଆଉ ନବୀନଙ୍କ ଏହି ସମୀକ୍ଷା ବୈଠକକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ସମୀକ୍ଷା ପରେ ନବୀନ