THE BYAPINI
Browsing Category

ରାଜ୍ୟ

ରାଜ୍ୟରେ ବିଗୁଡିଛି ସ୍ଥିତି

ରାଜ୍ୟରେ ଧୀରେ ଧୀରେ ସ୍ଥିତି ବିଗିଡବାରେ ଲାଗିଲାଣି । ଦେଶରେ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଥିବା ବେଳେ ଓଡିଶାରେ ମଧ୍ୟ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ରାଜ୍ୟରେ ୧୦୦…

କଟକଣା କଡ଼ା କଲେ ରାଜ୍ୟ ସରକାର…

ସଂକ୍ରମଣ ବଢୁଥିବା ବେଳେ ପୁଣି ଫେରିଛି କଟକଣା । କରୋନା ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ । ବିଭିନ୍ନ କାର୍ୟ୍ୟକ୍ରମରେ ଜନସମାଗମକୁ ନେଇ ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ବାହାଘରରେ ୫୦୦ ବଦଳରେ ଏଣିକି ୨୦୦…

ଜିଲ୍ଲା ସ୍ତରରେ କଡାକଡି ହେବ କଟକଣା

ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା । ବିିଭିନ୍ନ ଜିଲ୍ଲାରେ କଡାକଡ଼ି ହେବ କରୋନା କଟକଣା । ବିଭିନ୍ନ ବିଭାଗର ସଚିବ, ଜିଲ୍ଳାପାଳ ଓ ଏସପିଙ୍କ ସହ ଆଲୋଚନା ପରେ କଟକଣାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଧିଷ୍ଟ…

କାବୁ ହେଲା ‘ସୁନ୍ଦରୀ’..ଫେରିଯିବ କାହ୍ନା

କାବୁ ହେଲା ‘ସୁନ୍ଦରୀ’ । ଏବେ ସେ ଯେଉଁଠୁ ଆସିଥିଲା ସେଠାକୁ ଫେରିଯିବ । ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’କୁ କାବୁ କରିଛି ବନବିଭାଗ । ଏବେ ତାକୁ ବନ୍ଦୀ ଜୀବନରୁ ମୁକ୍ତି ମିଳିବ । ମଧ୍ୟପ୍ରଦେଶ ଫେରିବା ପରେ ସୁନ୍ଦରୀର ଜଙ୍ଗଲୀ…

ଆଜିଠୁ ଜୋରଦାର ଧରପଗଡ଼

ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢୁଥିବାରୁ କଟକଣା କଡ଼ାକଡି କରିବାକୁ କୁହାଯାଇଛି । ଆଗକୁ ଯେପରି ସ୍ଥିତି ଖରାପ ନହୁଏ ସେଥିପାଇଁ ସତର୍କ ରହିବାକୁ କୁହାଯାଇଛି । ରାଜଧାନୀର ଆଜିଠୁ ଜନଗହଳି ପୂର୍ଣ୍ଣ ସ୍ଥାନରେ ଜୋରଦାର ହେବ ଧରପଗଡ ।…

ଜାଣନ୍ତୁ କେଉଁ ଜିଲ୍ଲାକୁ ଗଲେ ସଂଗରୋଧ ବାଧ୍ୟତାମୂଳକ..

ମାଲକାନଗିରି ଜିଲ୍ଲାରେ ଆଜି ରାତିରୁ ନାଇଟ କର୍ଫୁ ଜାରି ହେଉଥିବା ବେଳେ କରୋନା ନେଇ କିଛି କଠୋର ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ମାଲକାନଗିରି ପାଇଁ ନୂଆ ମାର୍ଗଦର୍ଶିକା ଜାରି କରିଛି ଜିଲ୍ଲା ପ୍ରଶାସନ । ଏଣିକି ବାହାର…

ସଂପୂର୍ଣ୍ଣ ୠଣ ଛାଡ ସମ୍ଭବ ନୁହେଁ

ଲୋନ୍ ମୋରାଟୋରିୟମ ବା ଋଣ ଆଦାୟ ବନ୍ଦ ଅବଧି ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଋଣ ନେଇଥିବା ସଂସ୍ଥା ବା ବ୍ୟକ୍ତିବିଶେଷଙ୍କୁ କରୋନା ପାଇଁ ଛାଡ଼ କରାଯିବନି ସୁଧ । ଲୋନ୍ ମୋରାଟୋରିୟମ ମାମଲା ପ୍ରସଙ୍ଗରେ…

ଏ କେମିତିକା ସ୍ୱାମୀ?

ବାହାଘରର ପ୍ରଥମ ଦୁଇ ବର୍ଷ ଠିକଠାକ ଚାଲିଥିଲା ସଂସାର । ଏହା ପରେ ଯାହାକୁ ଭଲ ପାଇ ବାହା ହୋଇଥିଲା ତା ଉପରେ ଆରମ୍ଭ ହୋଇଯାଇଥିଲା ନିର୍ଯାତନା । ଏପରିକି ନିଜ ସ୍ତ୍ରୀକୁ ଦେହ ବେପାରରେ ଲଗାଇବାକୁ ଜୋରଜବରଦସ୍ତି କରୁଥିଲା ସ୍ୱାମୀ ।…

ସରକାରୀ ସ୍କୁଲ ପିଲାଙ୍କୁ ସରକାରଙ୍କ ଭେଟି

ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର । କାରୀ ହାଇସ୍କୁଲରେ ପଢ଼ିଥିବା ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଞ୍ଜିନିୟରିଂ ପଢ଼ିବା କ୍ଷେତ୍ରରେ ୧୫ ପ୍ରତିଶତ ସଂରକ୍ଷଣ ଦିଆଯିବ।ବିଧାନସଭାରେ ଏନେଇ ସଂକଳ୍ପ…

ମହାମାରୀ ପାଇଁ ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା : ନିଷ୍ପତିକୁ ପୂରା ରାଜ୍ୟର ଅପେକ୍ଷା?

ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଥିବା ବେଳେ ଆସନ୍ତାକାଲି କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଆଉ ନବୀନଙ୍କ ଏହି ସମୀକ୍ଷା ବୈଠକକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ସମୀକ୍ଷା ପରେ ନବୀନ…