Browsing Category
ରାଜ୍ୟ
ଆମେ କ’ଣ ପାପୀ?
ମନ୍ତ୍ରୀ ପ୍ରତାପ ଜେନାଙ୍କ ପାପୀ ଉପଖ୍ୟାନକୁ ନେଇ ଏବେ ଆରମ୍ଭ ହୋଇଛି ନୂଆ ବିବାଦ । ବିଜେପି ବିଧାୟକଙ୍କୁ ବାଧିଛି ମନ୍ତ୍ରୀଙ୍କ ମନ୍ତବ୍ୟ । ଆଜି ବିଧାନସଭାରେ ମଧ୍ୟ ପ୍ରତାପ ଜେନାଙ୍କ ପାପ ଧୋଇବା ପ୍ରସଙ୍ଗ ଉଠିଛି । ଯାହାକୁ!-->…
ଶତକ ଟପିଲା…ସତର୍କ ହୁଅ
ଗତ ବର୍ଷ ଠିକ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିଲା କରୋନା ସଂକ୍ରମଣର ଭୟ । ଏହାରି ମଧ୍ୟରେ କରୋନାକୁ ବର୍ଷେ ପୁରିଛି । ହେଲେ ଏବେବି ଲୋକଙ୍କ ମନରୁ ଯାଇନି କୋଭିଡ଼ ଭୟ । ତେବେ ଠିକ ବର୍ଷକ ପରେ ପୁଣି କଡ ଲେଉଟାଇଛି କରୋନା । ଦେଶରେ!-->…
କିଏ କହୁଛନ୍ତି ସତ..ଆଇନ ମନ୍ତ୍ରୀ ନା ଶ୍ରୀମନ୍ଦିର ପ୍ରଶାସନ?
ମଙ୍ଗଳବାର ଆଇନମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ କହିଥିଲେ ଯେ, ମହାପ୍ରଭୁ୍ ଜଗନ୍ନାଥଙ୍କ ୩୫ ହଜାର ଏକର ଜମି ବିକ୍ରି ହେବ । ଏହାକୁ ନେଇ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି କହିଥିଲେ ପ୍ରତାପ ଜେନା। ଏ ନେଇ ଖବର ପ୍ରକାଶ!-->…
ପ୍ରତାପଙ୍କ ‘ପାପ’ ପଲିଟିକ୍ସ
ନବୀନ ନିବାସ ସାମନାରେ ହାଇଡ୍ରାମା ବେଳେ ଦେଖିବାକୁ ମିଳିଥିଲା ‘ପାପ’ପଲିଟିକ୍ସ । ମନ୍ତ୍ରୀ ପ୍ରତାପ ଜେନାଙ୍କ ବୟାନକୁ ନେଇ ଦେଖାଦେଇଛି ବିବାଦ । ବିଜେପି ବିଧାୟକ ଦଳ ନବୀନ ନିବାସ ଆସୁଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ,!-->…
ବିପଦ ବଢାଇବ କି କଟକ?
ରାଜ୍ୟରେ ଏବେ କରୋନା ସଂକ୍ରମଣ ୧୦୦ ତଳେ ରହିଥିବା ବେଳେ ଚିନ୍ତା ବଢାଇଛି କଟକ । କଟକରେ ପୁଣି ଉପୁଜିବ କି ପୂର୍ବ ସ୍ଥିତି । କଟକର ଏକ ଘରୋଇ ସାଇନ୍ସ କଲେଜରୁ ୧୨ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପୁଣି!-->…
ବିରୋଧୀଙ୍କୁ କ’ଣ କହିଲେ ନବୀନ?
୬ ଦିନ ଧରି ବିଧାନସଭା ଅଚଳ ପରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜେପି ବିଧାୟକ । ନବୀନ ନିବାସରେ ବିଜେପି ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିଛନ୍ତି । କିଭଳି ବିଧାନସଭା ସୁରୁଖୁରୁ!-->…
ରାଜନୀତି ଇତିହାସରେ ପ୍ରଥମ
ଓଡିଶା ରାଜନୀତି ଇତିହାସରେ ବୋଧେ କେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିନଥିବ । ରାଜ୍ୟ ରାଜନୀତିରେ ଏହା ପ୍ରଥମ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ। ନବୀନ ନିବାସ ବାହାରେ ଧାରଣାରେ ବସିଥିବା ବିଜେପି ବିଧାୟକଙ୍କୁ ନିବାସ ଭିତରକୁ!-->…
କୁଆଡେ ଗଲେ ମୁଖ୍ୟମନ୍ତ୍ରୀ?
ବିଧାନସଭାରେ ଅଚଳାବସ୍ଥା ଜାରି ରହିଥିବା ବେଳେ ଏହାକୁ ନେଇ ତେଜୁଛି ରାଜନୀତି । ବିଧାୟକ କ୍ଷମା ମାଗିବାକୁ ନେଇ ବିଜେଡି ଗଣ୍ଠି କରିବସିଥିବା ବେଳେ ବିଜେପି ମଧ୍ୟ ନିଜ ଜିଦରେ ଅଟଳ ରହିିଛି । ବିଜେପି ବିଧାୟକ ମାନେ ଏକାଠି ହୋଇ!-->…
ବ୍ରହ୍ମପୁରକୁ ଫେରିଲା କରୋନା!
ବ୍ରହ୍ମପୁରକୁ ଫେରିଲା କରୋନା । ବ୍ରହ୍ମପୁରସ୍ଥିତ ଟାଟା ପାୱାର ଦକ୍ଷିଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ କାର୍ୟ୍ୟାଳୟର କିଛି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ପରେ କାର୍ୟ୍ୟାଳୟକୁ ଆସନ୍ତା!-->…
‘ସାମ୍ବାଦିକଙ୍କୁ ଦିଆଯାଉ କରୋନା ଟିକା’
ସାମ୍ବାଦିକଙ୍କୁ ଦିଆଯାଉ କରୋନା ଟିକା । ରାଜ୍ୟ ସରକାର ସାମ୍ବାଦିକଙ୍କୁ ଟିକା ଲାଗି କେନ୍ଦ୍ରକୁ ଚିଠି ଲେଖିଛନ୍ତି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଟୀକାକରଣରେ!-->…