THE BYAPINI
Browsing Category

ରାଜ୍ୟ

‘ପ୍ରଧାନମନ୍ତ୍ରୀ କ’ଣ କହୁଛନ୍ତି, ମୁଖ୍ୟମନ୍ତ୍ରୀ କାହିିଁକି କହିବେ’?

ପ୍ରଧାନମନ୍ତ୍ରୀ କଣ ସବୁ କଥାରେ ସଂସଦରେ କହୁଛନ୍ତି, ତାହେଲେ ମୁଖ୍ୟମନ୍ତ୍ରୀ ସବୁ କଥାରେ ବିବୃତି କାହିଁକି ରଖିବେ । ଧାନ କିଣା ପ୍ରସଙ୍ଗରେ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ବିରୋଧୀ ଦାବି କରିଥିବା ବେଳେ ଶାସକ ଦଳ ଅଜବ ଯୁକ୍ତି

‘ଗଂଜାମ ପାଇଁ ସତର୍କ ଅଛୁ’

ପୁଣି ଫେରିଛି କରୋନା ଭୟ । ଦେଶରେ କରୋନା ସଂକ୍ରମଣ ବଢିବା ପରେ ରାଜ୍ୟ ସରକାରଙ୍କ ନିଦ ହଜିଯାଇଛି । ବିଶେଷ କରି ସୁରଟରେ ସଂକ୍ରମଣ ବଢିବା ପରେ ଏହା ଗଂଜାମ ପାଇଁ ବିପଦ ହୋଇପାରେ ବୋଲି କୁହଯାଉଥିଲା । ହେଲେ ଗଂଜାମ ଜିଲ୍ଲାପାଳ

କରୋନା କଟକଣାରେ ପିପିଲି ଭୋଟ

ପିପିଲି ଉପନିର୍ବାଚନ ଲାଗି ବାଜିସାରିଛି ବିଗୁଲ୍‌ । ଘୋଷଣା ହୋଇସାରିଛି ତାରିଖ । ରାଜନୈତିକ ଦଳ ମଧ୍ୟ କସରତ ଆରମ୍ଭ କରିଦେଇଛନ୍ତି । ତେବେ କୋଭିଡ କଟକଣା ମଧ୍ୟରେ କିପରି ହେବ ପିପିଲି ଉପନିର୍ବାଚନ ସେ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ

ପୁଣି ଫେରିଲା କରୋନା ଭୟ

ପୁଣି କରୋନା ତାର କାୟା ବିସ୍ତାର କରିବାରେ ଲାଗିଲାଣି। ଦେଶରେ କରୋନା ସଂକ୍ରମଣ ଚିନ୍ତା ପୁଣି ବଢି ବଢି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୮ ହଜାର ୯୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ

ସୁରଟ ପ୍ରତି ସତର୍କ ରୁହନ୍ତୁ ସରକାର

ଗଂଜାମକୁ ମାଡି ଆସୁଛି କି ବିପଦ । ସୁରଟରେ ଯେପରି କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି ତାହା ଗଂଜାମ ପାଇଁ ଯେ ପୁଣି ବିପଦ ନଆଣିବ କହିହେବନି । ସୁରଟରେ ଅଧିକାଂଶ ଓଡିଆ ପ୍ରବାସୀ କାମ କରୁଥିବା ବେଳେ ସଂକ୍ରମଣ ବଢୁଥିବାର

ରାଜଭବନ ଗଲା ବିଧାନସଭା ପ୍ରସଙ୍ଗ

ଚାଷୀଙ୍କ ଠାରୁ ଧାନ କିଣିବେ କି ନାହିଁ ? ଗୃହରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପି ବିଧାୟକ କ୍ଷମା ମାଗିବେ କି ନାହିଁ ? ଏହି ଦୁଇଟି ପ୍ରସଙ୍ଗରେ ଗତ ୫ ଦିନ ହେଲା ବିଧାସଭା ଅଚଳ । ଉଭୟ ଶାସକ ଓ ବିରୋଧୀ କେହି ନିଜ ଜିଦରୁ

ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ

ପିପିଲି ଉପନିର୍ବାଚନ ପାଇଁ କାଉଂଟଡାଉନ ଆରମ୍ଭ ହୋଇଛି । ଉପନିର୍ବାଚନ ପାଇଁ ଶେଷରେ ଘୋଷଣା ହୋଇଛି ତାରିଖ । ଆସନ୍ତା ମାସ ଏପ୍ରିଲ ୧୭ ତାରିଖରେ ନିର୍ବାଚନ । ନିର୍ବାଚନ ଲାଗି ଚଳିତ ମାସ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ଦିଲ୍ଲୀରେ ‘ମଣ୍ଡି’ ତାତି

ଦିଲ୍ଲୀରେ ‘ମଣ୍ଡି’ ତାତି । ଗତକାଲି ବିଜେଡି ସାଂସଦ ଆଉ ଆଜି ବିଜେପି ସାଂସଦ । ଏପଟେ ମଣ୍ଡି ସମସ୍ୟା ନେଇ ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ସେପଟେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ

ଆଇଜିଏଚକୁ ନେଇ ଅସନ୍ତୋଷ

ରାଉରକେଲା ଆଇଜିଏଚକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଲେ ରାଜ୍ୟ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ଚିଠିରେ ଆଇଜିଏଚ୍‌କୁ ମେଡିକାଲ କଲେଜ କରାନଯିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ।

କାହାର କମୁଛି ଟିଆରପି?

ସମାନ ପ୍ରସଙ୍ଗ, ହୋହାଲ୍ଲା ଓ ମୁଲତବୀ । ଲଗାତର ୪ ଦିନ ହେବ ଗୃହରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଚତୃର୍ଥ ଦିନରେ ବି ଶାସକ ଓ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ହୋହାଲ୍ଲା ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ବିଧାୟକ ସୁବାଷ