THE BYAPINI
Browsing Category

ରାଜ୍ୟ

ପୋଷ୍ଟମର୍ଟମ ରିପୋର୍ଟ: କେତେ ସତ କେତେ ମିଛ?

ଯାଆଁଳା ଫାଣ୍ଡି ପରିସରରୁ ଜବତ ଗାଡିରୁ କଙ୍କାଳ ମିଳିବା ଘଟଣାରେ ସାମନାକୁ ଆସିଲା ଶବ ବ୍ୟବଚ୍ଚେଦ ରିପୋର୍ଟ । ଶରୀର ଉପରେ କୌଣସି ଶକ୍ତ ଆଘାତ କରାଯାଇନଥିବା ବ୍ୟବଚ୍ଚେଦ ରିପୋର୍ଟରେ ଉଲ୍ଲେଖ ରହିଛି । ମହିଳା ଜଣଙ୍କ ଅସୁ୍ସ୍ଥ ଥିବା

ଓଡ଼ିଶାରେ ମିଶିବ ଆନ୍ଧ୍ରର ଗାଁ!

ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆକୁ ନେଇ ଟଣାଓଟରା ଭିତରେ ଓଡିଶା ପାଇଁ ଭଲ ଖବର । ଆନ୍ଧ୍ର ସୀମାନ୍ତରେ ଥିବା ୧୮ ଖଣ୍ଡ ଗାଁ ଓଡ଼ିଶାରେ ମିଶିବ ।ଆନ୍ଧ୍ରପ୍ରଦେଶ ସାଲୁର ବ୍ଲକ୍ କୋଡ଼ାମା ପଞ୍ଚାୟତର ୧୮ଟି ଗାଁର ଲୋକେ ଓଡ଼ିଶାରେ ମିଶିବା

ମହିଳା ଥାନାକୁ ତଦନ୍ତ ଦାୟିତ୍ୱ

ଜବତ ଗାଡିରୁ କଙ୍କାଳ ମିଳିବା ଘଟଣାର ତଦନ୍ତ ଦାୟିତ୍ୱ ମହିଳା ଥାନାକୁ ଦିଆଯାଇଛି । ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସୂଚନା ଦେଇଛନ୍ତି । ମୃତ ଦେହଟି ମିଳିବା ପରେ ଏକ ଅସ୍ୱାଭାବିକ ମୃତ୍ୟୁ ମାମଲା ଭଳି ବିଚାର କରି

‘କ୍ଷମା ମାଗିବାରେ ଅସୁବିଧା କଣ’

‘କ୍ଷମା’ ରାଜନୀତି । ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମକୁ ନେଇ ଗତକାଲି ବିଧାନସଭାରେ ହୋହାଲ୍ଲା କରିଥିଲା ବିଜେଡି । ବିଧାୟକଙ୍କ ଆତ୍ମହତ୍ୟା ଧମକ ଦ୍ୱାରା ଗୃହର ମର୍ଯ୍ୟାଦା ଭଙ୍ଗ ହୋଇଛି

ରାଜଧାନୀରେ ବିବନ ପାର୍ଟ ଟୁ

ଅଭିଯୁକ୍ତ ଯେତେ ଚାଲାକ ହେଇଥାଉ ନା କାହିଁକି ପୁଲିସ ଆଖିରୁ କେବେ ଲୁଚିକି ବେଶି ଦିନ ରହିପାରିବ ନାହିଁ । ଆଜ୍ଞା ହଁ । ଆମେ ଏଥିପାଇଁ ଏକଥା କହୁଛି, କାରଣ ଗତ କିଛି ଦିନ ତଳେ ୨୨ ବର୍ଷ ତଳର ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ

ଲିଫ୍ଟ ବାହାନାରେ ଗଣଦୁଷ୍କର୍ମ

କେନ୍ଦୁଝରରେ ଲଜ୍ୟା । ଘରୁ ରାଗିକି ପଳାଇଆସିଥିବା ମହିଳାଙ୍କୁ ଲିଫ୍ଟ ଦେବା ବାହାନାରେ ଗଣଦୁଷ୍କର୍ମ । କେନ୍ଦୁଝର ଜିଲ୍ଲା ବଡବିଲ ଭଦ୍ରାସାହି ଗାଁରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା

କଙ୍କାଳ କାହାର? ପରିଚୟ ଖୋଜିବ ପୁଲିସ

କଙ୍କାଳର ପରିଚୟ ଖୋଜିବ ପୁଲିସ । ଭୁବନେଶ୍ୱର ଜାଆଁଳ ଫାଣ୍ଡି ପରିସରରୁ ଜବତ ଗାଡି ଭିତରୁ ମିଳିଥିବା କଙ୍କାଳର ସ୍କେଚ ତିଆରି କରାଯିବ । ହାଇଦ୍ରାବାଦ ପଠାଯିବ ଖପୁରୀ ଓ କଙ୍କାଳର ଫଟୋ । କଙ୍କଳାର କାହାର ?ମହିଳା ଜଣକ କିଏ?ସେ ନେଇ

କରୋନା ନେଇ ସତର୍କ କଲେ ନବୀନ

ଦେଶରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଥିବା ବେଳେ ରାଜ୍ୟରେ ଯେପରି ପୁଣି ପୂର୍ବପରି ସ୍ଥିତି ନଉପୁଜେ ସେଥିପାଇଁ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଏକ ସ।।ଢ ୩ ମିନିଟିର

ସୋମବାର ଯାଏ ଗୃହ ମୁଲତବୀ

ସୋମବାର ଯାଏ ଗୃହ ମୂଲତବୀ । ହଙ୍ଗାମା ଓ ହଟ୍ଟଗୋଳ ଭିତରେ ଗୃହକୁ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ୪ଟା ପରେ ଗୃହକାର୍ୟ୍ୟ ଆରମ୍ଭ ହୋଇଥିଲା । ଏହି ସମୟରେ ଗୃହରେ ୮ଟି ବିଲ୍ ଉପସ୍ଥାପନ ହୋଇଥିଲା । ତେବେ ଗୃହରେ

‘ରାଜ୍ୟରେ ଲାଗୁ କରନି କୃଷି ଆଇନ’

କୃଷି ଆଇନକୁ କଂଗ୍ରେସର ବିରୋଧ । ନୂଆ କୃଷି ଆଇନକୁ ନେଇ ଓଡ଼ିଶା ବିଧାନସଭା ସଚିବଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । କହିଲେ, କେନ୍ଦ୍ରର କୃଷି ଆଇନ ଅସାମ୍ବିଧାନିକ ଓ ଚାଷୀ ବିରୋଧୀ । ଏହାକୁ ରାଜ୍ୟରେ