THE BYAPINI
Browsing Category

ରାଜ୍ୟ

ଫାଣ୍ଡିରେ ଥିବା ଜବତ ଗାଡିରୁ ମହିଳାଙ୍କ ନରକଙ୍କାଳ

କାର ଭିତରୁ ମିଳିଲା ମହିଳାଙ୍କ ନରକଙ୍କାଳ । ତାହା ପୁଣି ଫାଣ୍ଡି ଭିତରୁ । ଖୋର୍ଦ୍ଧା ଜିଲ୍ଲା ଜାଆଁଳା ଫାଣ୍ଡି ପରିସରରେ ଥିବା ସିଜ୍ କାର୍ ଭିତରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାରେ ଫାଣ୍ଡି ଅଧିକାରୀ

‘କ୍ଷମା’ ରାଜନୀତି

ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ କ୍ଷମା ମାଗନ୍ତୁ । କ୍ଷମା ନମାଗିବା ଯାଏ ଗୃହ ଚଲାଇଦେବୁନି । ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ଏଭଳି ଜିଦରେ ଅଡିବସିଛନ୍ତି ଶାସକ ଦଳ ବିଧାୟକ । ପ୍ରଥମଥର ପାଇଁ ଶାସକ ଦଳର ସଭ୍ୟମାନେ ଗୃହର

ବିନା ପରୀକ୍ଷାରେ ପାସ୍

ବିନା ପରୀକ୍ଷାରେ ପାସ୍ । କରୋନା ସଂକ୍ରମଣ ଏବେ ପୁଣି କଡ଼ ଲେଉଟାଇଲାଣି । ଏପଟେ ରାଜ୍ୟରେ ପ୍ରବଳ ଖରା ମଧ୍ୟ ଅନୁଭୂତ ହେଲାଣି । ଏହାକୁ ଦୃଷ୍ଟିରେ ବଡ଼ ନିଷ୍ପତି ନିଆଯାଇଛି । ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଆଉ ସ୍କୁଲ

ପ୍ରମିଳା ମ୍ୟାଡାମ… ପ୍ରସଙ୍ଗ କେବେ ପ୍ରହସନ ନୁହେଁ !

ବିଧାନସଭାରେ ଧାନ କିଣା ପ୍ରସଙ୍ଗ ଉଠିବା, ବିରୋଧୀ ବିଧାୟକ ଶାସକ ଦଳକୁ ଘେରିବା କିଛି ନୁଆ କଥା ନଥିଲା । ହେଲେ ଶୁକ୍ରବାର ଗୃହ ଭିତରେ ଏଭଳି ଏକ ଘଟଣା ଘଟିଲା, ଯାହା ପ୍ରସଙ୍ଗର ସାଂଘାତିକ ରୁପକୁ ସାମ୍ନାକୁ ଆଣିଥିଲା । ବିଜେପି

କରୋନା ପାଇଁ ଫି’ ଛାଡ

ମହାମାରୀ କରୋନା ପାଇଁ ଅନେକ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇଯାଇଛି । କୋଭିଡ ପାଇଁ ଗତ ଏପ୍ରିଲ ମାସରୁ ଶିକ୍ଷାନୁଷ୍ଠାନ ସହ ହଷ୍ଟେଲ ମଧ୍ୟ ବନ୍ଦ କରିଦିଆଯାଇଥିଲା । ଏବେ ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଭଲ ଖବର

ଜଙ୍ଗଲ ନିଆଁର ରିପୋର୍ଟ

ଜଙ୍ଗଲ ନିଆଁ ନିୟନ୍ତ୍ରଣ କରିବାରେ ସହାୟକ ହେବ ବର୍ଷା । ରାଜ୍ୟରେ ଏବେ ଜଙ୍ଗଲରେ ଲାଗିଥିବା ନିୟନ୍ତ୍ରଣରେ ଅଛି । ଜଙ୍ଗଲ ସ୍ଥିତିକୁ ନେଇ ୨୪ ଘଣ୍ଟାର ରିପୋର୍ଟ ଦେଇଛନ୍ତି ଟାସ୍କ ଫୋର୍ସ ମୁଖ୍ୟ । ଶିମିଳିପାଳ ଜଙ୍ଗଲର ୯ଟି ଫାୟାର

କରୋନା ଟିକାକୁ ନେଇ ଉଡ଼ା ଖବର

କରୋନା ଟିକାକୁ ନେଇ ଉଡ଼ା ଖବର । ହରିୟାଣାରେ ଟିକାକୁ ନେଇ ଗୁଜବ । ଭ୍ୟାକ୍ସିନରେ ଗାଈର ରକ୍ତ ଓ ଘୁଷୁରୀ ମାଂସ ମିଶିଥିବା ଉଡା ଖବର ପରେ ଟିକା ନେବାକୁ ଅମଙ୍ଗ ହେଉଛନ୍ତି ଲୋକେ । ଉଡା ଖବର ଯୋଗୁ ଦକ୍ଷିଣ ହରିଆଣାର ପଲୱଲ ଜିଲ୍ଲାରେ

ଆସନ୍ତା ମାସରୁ ଚାଲିବ ସବୁ ଟ୍ରେନ!

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତା ମାସରୁ ଅର୍ଥାତ ଏପ୍ରିଲରୁ ଚାଲିପାରେ ସବୁ ଟ୍ରେନ । ଓଡିଶାରେ ସ୍ୱାଭାବିକ ହୋଇପାରେ ଟ୍ରେନ ଚଳାଚଳ । କୋଭିଡ ପରିସ୍ଥିତିରେ ସୁଧାର ଆସିଲେ ରାଜ୍ୟ ସରକାର ଓ ରେଲୱେ ବୋର୍ଡ ଏନେଇ ନିଷ୍ପତି

ସାନିଟାଇଜର ପିଇ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ

ବିଧାନସଭାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲେ ବିଧାୟକ । ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତେବେ

ଅପରାଧୀ ସାବଧାନ!

ରାଜ୍ୟରେ ଚୋରି, ଲୁଟ, ହତ୍ୟାକାଣ୍ଡ ଭଳି ଘଟଣା ବଢିଚାଲିଥିବା ବେଳେ ଅପରାଧୀଙ୍କୁ ଧରିବା ପାଇଁ ପୋଲିସର ନୂଆ ଆପ୍ଲିକେସନ୍ । ଅପରାଧୀ ସାବଧାନ! ଆସୁଛି ‘ଅତିଥି’ ଆପ୍ । ଅପରାଧୀଙ୍କୁ ଧରିବା ପାଇଁ ଅତିଥୀ ଆପ ଜରିଆରେ ହୋଟେଲଗୁଡିକର