THE BYAPINI
Browsing Category

ରାଜ୍ୟ

ହାଇଟେକ୍‌ ବିସ୍ଫୋରଣ ମାମଲାରେ ଆଉ ଜଣେ ମୃତ

ଭୁବନେଶ୍ୱର : ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦିଲ୍ଲୀପ ସାମନ୍ତରାୟ ବୋଲି ଜଣାପଡିଛି । ଏବେ ଯାଏଁ ଏହି ଘଟଣାରେ ମୋଟ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି । ଶୁକ୍ରବାର

ପାଣ୍ଡିଆନଙ୍କ ବାଲେଶ୍ୱର ଗସ୍ତ

ବାଲେଶ୍ୱର : ବାଲେଶ୍ଵର ଗସ୍ତରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ପାଣ୍ଡିଆନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି ହୋଇଛି । ପାଣ୍ଡିଆନବାଲେଶ୍ଵର ଜିଲ୍ଲାରେ ୫ଟି କାର୍ୟ୍ୟକ୍ରମରେ ଯୋଗଦେବାର

ସୁନ୍ଦରଗଡ଼କୁ ୯୭୦ କୋଟିର ଭେଟି

ରାଇରକେଲା: ସୁନ୍ଦରଗଡ଼କୁ ରାଜ୍ୟ ସରକାରଙ୍କ ୯୭୦ କୋଟିର ପ୍ୟାକେଜ । ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ୟ୍ୟ ଲାଗି ରାଜ୍ୟ ସରକାର ଦେଇଛନ୍ତି ୯୭୦ କୋଟି ଟଙ୍କାର ଅନୁଦାନ । ବର୍ତ୍ତମାନ ନୂଆ ଭାବରେ ସୁନ୍ଦରଗଡ଼ ଜିଲ୍ଲାର ଉନ୍ନତି

କୋରୋନା: ରାଜ୍ୟରେ ୬ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ୬ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ସଂକ୍ରମିତଙ୍କୁ ମିଶାଇ ମୋଟ ସକ୍ରିୟ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି । ଗୁରୁବାର ରାଜ୍ୟରେ ୨ ଜଣ ଜେଏନ୧ ସଂକ୍ରମିତ ଚିହ୍ନଟ

ତୀର୍ଥଯାତ୍ରାରେ ଗଲେ ଆଉ ୯୭୦ଜଣ ବରିଷ୍ଠ ନାଗରିକ

ଭୁବନେଶ୍ବର: ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ୱର ଷ୍ଟେସନରୁ ୯୭୦ ତୀର୍ଥଯାତ୍ରୀଙ୍କୁ ନେଇ

ଉଠିବ ନିଲମ୍ବନ: ଘର ବାହୁଡ଼ିବେ ପୁରୁଣା ନେତା

ଭୁବନେଶ୍ୱର: ଗୋଟିଏ ପଟେ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସିବେ ରାହୁଲ । ସେଥିପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିପଡିଛି ରାଜ୍ୟ କଂଗ୍ରେସ । ଅନ୍ୟପଟେ ନୂଆ ପ୍ରଭାରୀ ଆସୁଥିବାରୁ ତାଙ୍କର ସ୍ୱାଗତ ପାଇଁ କଂଗ୍ରେସ ଭବନକୁ

ବିଜେଡିରୁ ବହିଷ୍କୃତ ହେଲେ ଏହି ଉପଦେଷ୍ଟା

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବିଜେଡିର ଉପଦେଷ୍ଟା ପ୍ରମୋଦ ରଥ ବିଜେଡିରୁ ବହିଷ୍କୃତ । ଦଳ ବିରୋଧି କାର୍ୟ୍ୟ ପାଇଁ ବହିଷ୍କୃତ । ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ପ୍ରମୋଦ ରଥ ପୂର୍ବରୁ

ଆଜିଠୁ ଓଡ଼ିଶା ଡ୍ରାଇଭର୍‌‌ ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଭୁବନେଶ୍ୱର: ହିଟ୍‌‌ ଆଣ୍ଡ ରନ୍‌‌ ମାମଲାରେ ଦଣ୍ଡବିଧାନ ବ୍ୟବସ୍ଥାକୁ ବିରୋଧ କରି ଆଜିଠାରୁ ସର୍ବଭାରତୀୟସ୍ତରରେ ଗାଡ଼ି ଚାଳକମାନେ ଧର୍ମଘଟ ଆରମ୍ଭ କରିଥିବା ବେଳେ ଆଜିଠାରୁ ଓଡ଼ିଶା ଡ୍ରାଇଭର୍‌‌ ମହାସଂଘ ଏଥିରେ ସାମିଲ ହେବ।

ହାଇଟେକ୍‌ ବିସ୍ଫୋରଣ ଘଟଣାରେ ମୃତକଙ୍କ ପରିଚୟକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ବର: ଭୁବନେଶ୍ୱର ହାଇଟେକ ହସ୍ପିଟାଲରେ ବିସ୍ପୋରଣ ଘଟଣରେ ଏକ ବଡ ଧରଣର ତ୍ରୁଟି ସାମ୍ନାକୁ ଆସିଛି। ଦୁର୍ଘଟଣାରେ ମୃତକଙ୍କ ପରିଚୟକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି।  ମନୁଷ୍ୟକୃତ ଭୁଲ ଯୋଗୁଁ ମୃତଦେହ ଅଦଳବଦଳ ଘଟଣା ସାମ୍ନାକୁ

ଆଜିଠୁ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡ଼ା: ଆଜିଠୁ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ। ବାଉଳା କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଭିତରକନିକା। ଆସନ୍ତା ୧୩ ତାରିଖ ପର୍ୟ୍ୟନ୍ତ ଅର୍ଥାତ ୯ ଦିନ ଧରି