Browsing Category
ରାଜ୍ୟ
ଅସୁରକ୍ଷିତ ରାଜଧାନୀ!
ଅସୁରକ୍ଷିତ ରାଜଧାନୀ । ଯେତିକି ସ୍ମାର୍ଟ ହେବାରେ ଲାଗିଛି ଭୁବନେଶ୍ୱର ସେତିକି କ୍ରାଇମ ମଧ୍ୟ ବଢି ଚାଲିଛି । ଚୋରି, ଲୁଟ, ମର୍ଡର,ଏସବୁ ଏବେ ନିତିଦିନିଆ ଘଟଣା ପାଲଟିଛି । ଶନିବାର ଦିନ ଭୁବନେଶ୍ୱର ସିଆରପି ଛକରେ ଦିନ ଦ୍ୱିପହରରେ!-->…
ପଦଯାତ୍ରା ପଲିଟିକ୍ସ
ଐତିହ୍ୟ କ୍ଷେତ୍ର ସୁରକ୍ଷା ପାଇଁ ସାଂସଦଙ୍କ ଐତିହ୍ୟ ପଦଯାତ୍ରା । ପୂର୍ବରୁ ଏକାମ୍ର କ୍ଷେତ୍ରରେ ବାଇ-ଲ ନେଇ ବିଭିନ୍ନ ମତ ଦେଇ ଚର୍ଚ୍ଚାରେ ଥିବା ସାଂସଦ ଅପରାଜିତା ଷଡଙ୍ଗୀଙ୍କ ହେରିଟେଜ ୱାକ । ୧୯୫୮ ଆମସାର୍ ଆଇନ୍ ଅଧିନରେ ଏକାମ୍ର!-->…
‘ଶିିିମିଳିପାଳରେ କେବଳ ଶୁଖିଲା ପତ୍ର ଜଳିଛି’
ଶିିିମିଳିପାଳରେ ଗତ କିଛି ଦିନ ହେବ ଲାଗିଥିବା ନିଆଁ ଲିଭିବାର ନାଁ ନେଉନି । ଧୀରେ ଧୀରେ ବ୍ୟାପିବାରେ ଲାଗିଥିବା ବେଳେ ପିସିସିଏଫ ଶଶୀ ପଲ କିନ୍ତୁ କହିଛନ୍ତି,ଶିମିଳିପାଳରେ ୧୦ ଦିନ ହେବ ବଡ଼ ଧରଣର ନିଆଁ ଲାଗିଛି ବୋଲି ଲୋକଙ୍କ!-->…
ଗଜପତି ମହାରାଜଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି
ପୁରୀ ଶ୍ରୀମନ୍ଦିରର ବିକାଶ କରିବା ପାଇଁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀମନ୍ଦିରର ବିକାଶ କରିବା ପାଇଁ ପରିକ୍ରମା ଓ ଅନ୍ୟାନ୍ୟ ଯୋଜନା କାର୍ୟ୍ୟକାରୀ ହେଉଥିବା!-->…
ଓଡ଼ିଶା ଓ୍ୱାନ୍ ପୋର୍ଟାଲ
ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଆଜି ୧୦୫ତମ ଜୟନ୍ତୀ । ଆଜିର ଦିନକୁ ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ଭାବରେ ପାଳନ କରୁଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦୦ରୁ ଅଧିକ ମୋ ସେବାକେନ୍ଦ୍ର ଓ ଓଡ଼ିଶାଓ୍ୱାନ୍!-->…
ବାହାବେଦୀରୁ ମଶାଣୀ..
ବେଦୀରେ ହାତଗଣ୍ଠି ପଡିଲା । ଧୁମଧାମରେ ବାହାଘର ସରିଲା । ହେଲେ ବିଦାୟୀ ବେଳେ ବାପଘର ଛାଡି ଶାଶୁଘର ଯିବାର ଦୁଃଖ ସହିପାରିନଥିଲେ ନବବଧୂ । କାନ୍ଦି କାନ୍ଦି ଅଚେତ ହୋଇପଡିଥିଲେ । କିଛି ସମୟ ଧରି ଚେତା ନଆସିବାରୁ ତାଙ୍କୁ ମେଡିକାଲ!-->…
ବିବନ ବଖାଣିଲା ୨୨ ବର୍ଷ ତଳର ଲୋମଟାଙ୍କୁରା କାହାଣୀ
ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ସିବିଆଇ ତଦନ୍ତକାରୀ ଟିମ୍ ଆଗରେ ୨୨ ବର୍ଷ ତଳର କାହାଣୀ ବଖାଣିଛି ମୁଖ୍ୟ ଅଭିଯୁକ୍ତ ବିବନ ଓରଫ୍ ବିବେକାନନ୍ଦ ବିଶ୍ବାଳ। ଦୁଇ ଦିନିଆ ସିବିଆଇ ରିମାଣ଼୍ଡରେ ଥିବା ବିବନକୁ!-->…
କଟକ ଆସିଲା ବର୍ଷା-ଅନୁଭବ ମାମଲା
ଏଣିକି ଦିଲ୍ଲୀରେ ନୁହେଁ କଟକରେ ହେବ ଓଲିଉଡର ଚର୍ଚ୍ଚିତ ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶୀନିଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣୀ । ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପରିବର୍ତେ ଏବେ ଏହି ମାମଲାର ଶୁଣାଣି!-->…
ପୋସ୍କୋ କ୍ଷତିର ଭରଣା କରିବ କି ମିତ୍ତଲ ? ଶିଳ୍ପବିହୀନ ଜିଲ୍ଲା ହେବ ଶିଳ୍ପସମୃଦ୍ଧ
ବିଳମ୍ବରେ ହେଉ ପଛେ ଶିଳ୍ପବିହୀନ ଜିଲ୍ଲା ତାଲିକାରୁ ହଟିବ କେନ୍ଦ୍ରାପଡ଼ାର ନାଁ । ଯେଉଁ ବିଜୁ ବାବୁ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢି ତୋଳିବାକୁ ସ୍ୱପ୍ନ ଦେଖିଥିଲେ ତାଙ୍କ କର୍ମଭୂମି କେନ୍ଦ୍ରାପଡ଼ାକୁ ପୁଅ ନବୀନ!-->…
ନିଆଁର ଆଁରେ ଶିମିଳିପାଳ
ନିଆଁର ଆଁ ଭିତରୁ ମୁକୁଳି ପାରୁନି ଶିମିଳିପାଳ ଅଭୟାରଣ୍ୟ । ୧୦ ଦିନ ପରେ ଆଜି ବି ଜଳୁଛି ଶିମିଳିପାଳ ।ଶିମିଳିପାଳକୁ ଲାଗିଥିବା ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ବନଖଣ୍ଡ ଅଞ୍ଚଳର ସବୁଠି କ୍ଷୀପ୍ର ଗତିରେ ବ୍ୟାପୀ ଚାଲିଛି ଜଙ୍ଗଲ!-->…