THE BYAPINI
Browsing Category

ରାଜ୍ୟ

ତୋର ମୋର ଯୋଡ଼ି ସୁନ୍ଦର..ବିବାହ ବନ୍ଧନରେ ବାନ୍ଧି ହେଲେ ସବ୍ୟ-ଅର୍ଚ୍ଚିତା

ରିଲ ଲାଇଫରୁ ରିୟଲ ଲାଇଫ । ଫିଲ୍ମରେ ନୁହେଁ ପ୍ରକୃତ ଜୀବନରେ ସାତ ଜନ୍ମପାଇଁ ପରସ୍ପରର ସାଥୀ ହୋଇଛନ୍ତି ।ଦୀର୍ଘ ଦିନର ପ୍ରେମ ସଂପର୍କ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡ୍‌ର ଚର୍ଚ୍ଚିତ ଯୋଡି ସୁପରଷ୍ଟାର ସବ୍ୟସାଚୀ

ସରକାରଙ୍କୁ ସାଂସଦଙ୍କ ପ୍ରଶ୍ନ

ଏକାମ୍ର କ୍ଷେତ୍ରର ବାଇ-ଲକୁ ନେଇ ବିବାଦ ତୁଟୁନଥିବା ବେଳେ ସାଂସଦ ଅପରାଜିତା ଷଡଙ୍ଗୀଙ୍କର ସିରିଜ ଟୁଇଟ ପୁଣି ଚର୍ଚ୍ଚାକୁ ଆସିଛି । ବାଇ-ଲକୁ ସମର୍ଥନ କରୁଆସୁଥିବା ସାଂସଦ ଆଜି ଆଉ ପାଦେ ଆଗେଇ ଯାଇ ଏଏସଆଇ ଅଧିକାରୀଙ୍କ ସହ

ପାଠକ ବାପ,ପୁଅଙ୍କୁ ଜାମିନ୍

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲରେ ଥିବା ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ । ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଶେଷରେ ଜାମିନ୍ ମିଳିଛି। ଟ୍ରାଭେଲ୍ସ ବିଲ୍ ଠକେଇ ମାମଲରେ

କରୋନା କଟକଣାରେ ହେବ ମହାଶିବରାତ୍ରୀ

ଆଉ ଦିନ କେଇଟା ପରେ ମହାଶିବରାତ୍ରୀ । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କୋଭିଡ ଗାଇଡଲାଇନ ଅନୁଯାୟୀ ଚଳିତ ବର୍ଷ ଲିଙ୍ଗରାଜ ମହାପ୍ରଭୁଙ୍କରଜାଗର ଅନୁଷ୍ଠିତ ହେବ । ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ଏନେଇ ସୂଚନା

ଅଞ୍ଜନା ମିଶ୍ର ମାମଲାରେ ପୂର୍ଣ୍ଣଚ୍ଛେଦ

ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ପୂର୍ଣ୍ଣଚ୍ଛେଦ ପଡିଛି । ଦୀର୍ଘ ୧୯ ବର୍ଷ ପରେ ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ହାଇକୋର୍ଟ । ସିବିଆଇ ଓ ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ ପରେ ମାମଲାର ପରିସମାପ୍ତି

ପୁଲିସ ପୋଷାକକୁ ଆଇପିଏସ୍ ସତ୍ୟଜିତଙ୍କ ଅଲବିଦା

ପୁଲିସ୍‌ ବିଭାଗରେ ୩୩ ବର୍ଷ କାମ କରି ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ଆଇପିଏସ ସତ୍ୟଜିତ ମହାନ୍ତି । ଅଗ୍ନିଶମ ଡିଜି ପଦବୀରୁ ଚାକିରି କାଳ ଶେଷ ହେବା ପୂର୍ବରୁ ରବିବାର ସ୍ବେଚ୍ଛାକୃତ ଅବସର ନେଇଛନ୍ତି ସତ୍ୟଜିତ ମହାନ୍ତି । ଆସନ୍ତା

ଭିସୁଟରେ ଅଫଲାଇନ୍ ପରୀକ୍ଷା ସ୍ଥଗିତ

ବୁର୍ଲା ଭିସୁଟ୍ ସଟଡାଉନ୍ ହେବା ପରେ ଆଜି ହେବାକୁ ଥିବା ଅଫଲାଇନ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କରୋନା ସଂକ୍ରମଣ ପାଇଁ ଅଫ୍‌ ଲାଇନ ପରୀକ୍ଷାକୁ ବନ୍ଦ କରାଯାଇଛି। ବିଶ୍ୱବିଦ୍ୟାଳୟର ୨୯ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍

ମୁଖ୍ୟମନ୍ତ୍ରୀ ନେଲେ କୋଭାକ୍ସିନ ଟିକା

କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭା ପରିସରରେ ଥିବା ଡିସପେନସେରିରେ ଟିକା ନେଇଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି କୋଭାକ୍ସିନ ଟିକା ନେଇଛନ୍ତି । ଏନେଇ ଟ୍ୱିଟ କରି ଜଣାଇଛନ୍ତି। ରାଜ୍ୟରେ

ଓଡିଆ ଯୁବକଙ୍କୁ ମୋଦିଙ୍କ ପ୍ରଶଂସା..ସିଲୁ ସାରଙ୍କୁ ଜଣାଇଲେ ସାଧୁବାଦ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ର୍ଷର ଦ୍ୱିତୀୟ ମନ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କଲା ବେଳେ ଓଡ଼ିଶାର ଜଣେ ଯୁବକଙ୍କୁ ପ୍ରଶଂସା କରିଛନ୍ତି। ମନ୍ କି ବାତ୍ କାର୍ୟ୍ୟକ୍ରମରେ ଜଗତସିଂହପୁର ଯୁବକ ସିଲୁ ନାୟକଙ୍କ

କାଲିଠୁ ବୟସ୍କଙ୍କୁ ଟିକାକରଣ..ଜାଣନ୍ତୁ କେମିତି ଆଉ କେଉଁଠି ନେବେ ଟିକା?

ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ବୟସ୍କଙ୍କୁ ଦିଆଯିବ ଟିକା । ୬୦ ବର୍ଷ ଓ ତା’ଠାରୁ ଅଧିକ ବୟସର ବ୍ୟକ୍ତି, ୪୫ରୁ ୫୯ ବର୍ଷ ମଧ୍ୟରେ ଯେଉଁମାନେ ବିଭିନ୍ନ ରୋଗରେ ପୀଡ଼ିତ ଥିବେ ସେମାନଙ୍କୁ ଟିକାକରଣ