Browsing Category
ରାଜ୍ୟ
ଭିସୁଟ୍ ସଟଡାଉନ
ବୁର୍ଲା ବୀର ସୁରେନ୍ଦ୍ର ସାଏ ବିଶ୍ୱବିଦ୍ୟାଳୟ ସଟଡାଉନ । ଭିସୁଟ ହଷ୍ଟେଲରେ କରୋନା ସଂକ୍ରମଣ ବୃଦ୍ଧି ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଟଡାଉନ ହେଲା ବୀର ସୁରେନ୍ଦ୍ର ସାଏ ବିଶ୍ୱବିଦ୍ୟାଳୟ । ଗତକାଲି ୨୯ ଜଣ କରୋନା ସଂକ୍ରମିତ!-->…
ଅନଲାଇନରେ ନବମ ଓ ଏକାଦଶ ପରୀକ୍ଷା
ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ ହୋଇଥିବା ବେଳେ ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ ନୂଆ ଗାଇଡ଼ଲାଇନ ଜାରି କରିଛନ୍ତି । ଅନଲାଇନରେ ହେବ ନବମ ଓ ଏକାଦଶ ବାର୍ଷିକ ପରୀକ୍ଷା । କରେନା ସଂକ୍ରମଣ ସ୍ଥିତିକୁ ନଜରରେ ରଖି!-->…
ଏବେ ଦୁଲୁକିବ ପେଣ୍ଡାଲ…ଯାତ୍ରା ପାଇଁ କୋହଳ ହେଲା ନିୟମ
ମହାମାରୀ କରୋନା ପାଇଁ ଦୀର୍ଘ ଦିନ ଧରି ବନ୍ଦ ଥିବା ଯାତ୍ରା ଏବେ ପୁଣି ଆରମ୍ଭ ହେବ । ଏବେ ପୁଣି ଥରେ ପଡିବ ଉଠିବ ପେଣ୍ଡାଲ। ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ କରୋନା ଗାଇଡ୍ ଲାଇନ୍ ଜାରି କରିଛନ୍ତି। ଏହି ଗାଇଡ୍ ଲାଇନ୍ରେ!-->…
ଏବେଠୁ ଏତେ..ଆଗକୁ ଅସମ୍ଭାଳ
ମାର୍ଚ୍ଚ ହେଇନି । କିନ୍ତୁ ଏବେଠୁ ଅସମ୍ଭାଳ ତାତି । ରାଜଧାନୀ ଭୁବନେଶ୍ୱର ଲଗାତର ତୃତୀୟ ଦିନ ପାଇଁ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ଆଜି ଭୁବନେଶ୍ୱରରେ ତାପମାତ୍ରା ରହିଛି ୪୦.୪ ଡିଗ୍ରି ସେଲସିୟସ୍ । ସେହିପରି ୧୪ଟି ସହରରେ!-->…
ଅଧା ବାଟରେ ଜଗିଥିଲା ମୃତ୍ୟୁ!
ମୃତ୍ୟୁ ଏମିତି ବି ଆସେ । ପରିବାର ଲୋକଙ୍କ ସହ ମା’ ବିରଜାଙ୍କ ଦର୍ଶନ କରି ଖୁସିରେ ଘରକୁ ଫେରୁଥିଲେ । କିନ୍ତୁ କିଏ ଜାଣିଥିଲା ଏମିତି ଅଧାବାଟରେ ଚାଲିଯିବ ଜୀବନ । ଦଇବ ଛଡାଇନେବ ସୁଖ । ଯାଜପୁର ଯୋଡିକୂଅ ଛକ ନିକଟରେ ଏଭଳି ଅଘଟଣ!-->…
‘ରାଜ୍ୟରେ ନିୟନ୍ତ୍ରଣାଧୀନ ଅଛି ଆଇନଶୃଙ୍ଖଳା’
୨୦୨୦ ସୁଦ୍ଧା ରାଜ୍ୟର ଆଇନ ଶୃଙ୍ଖଳା ଭଲ ଅଛି। ରାଜ୍ୟରେ ସାମ୍ପ୍ରଦାୟିକ ସଦଭାବ ବଜାୟ ରହିଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଉପରେ ବିଧାନସଭାରେ ଆଲୋଚନା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ!-->…
ଭୁବନେଶ୍ୱରରେ ୨୨ଟି ହସ୍ପିଟାଲରେ ମିଳିବ ଟିକା: ଜାଣନ୍ତୁ କେଉଁଠି ହେବ ଟିକାକରଣ?
ମାର୍ଚ୍ଚ ପହିଲାରୁ ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ଦିଆଯିବ ଟିକା । ବୟସ୍କଙ୍କୁ ଟିକା ଦେବା ପାଇଁ ଆରମ୍ଭ ହୋଇଯାଇଛି ବିଏମସିର ପ୍ରସ୍ତୁତି । ଭୁବନେଶ୍ବରର ୧୦ଟି ଘରୋଇ ହସ୍ପିଟାଲ ଓ ୧୨ଟି ସରକାରୀ ହସ୍ପିଟାଲରେ ଟିକାକରଣ କରାଯିବ ।!-->…
ଭିସୁଟରେ ବ୍ୟାପିଲା କରୋନା: ୨ ଦିନରେ ୨୫ ଜଣ ପଜିଟିଭ
ଦେଶରେ କରୋନା ସଂକ୍ରମଣ ବଢୁଥିବା ବେେ ବୁର୍ଲା ଭିସୁଟ(ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟ)ରୁ ୨୫ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ୨ ଦିନ ଭିତରେ ୩ଟି!-->…
ସହିପାରୁନାହାନ୍ତି କି ସାଂସଦ?
ରାଜ୍ୟ ସରକାରଙ୍କ ଉନ୍ନତିକରଣ କାମକୁ ସହିପାରୁନାହାନ୍ତି କି ଭୁବନେଶ୍ୱର ସାଂସଦ ? ଆଜ୍ଞା ହଁ । ଏଥିପାଇଁ ଏହି ପ୍ରଶ୍ନ ଉଠୁଛି ଯେ, ଏକାମ୍ର କ୍ଷେତ୍ର ଐତିହ୍ୟ କରିଡ଼ରକୁ ନେଇ ପ୍ରଶ୍ନ ଉଠାଉଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ!-->…
ଏଣିକି ୫ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର..ସଂକ୍ରମଣ ପୂର୍ବରୁ ସଜାଗ ରୁହ..
ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧପାଉଥିବା ବେଳେ ରାଜ୍ୟ ସରକାର କଟକଣା କଡାକଡି କରିଛନ୍ତି । ସଂକ୍ରମଣ ପ୍ରବଣ ରାଜ୍ୟ ଫେରନ୍ତାଙ୍କ ପାଇଁ ସାମାନ୍ୟ ନିୟମ ବଦଳାଯାଇଛି । ଏଣିକି ୧୨ ନୁହେଁ ୫ ରାଜ୍ୟରୁ ଫେରୁଥିବା ଓଡିଶା!-->…