THE BYAPINI
Browsing Category

ରାଜ୍ୟ

ସ୍ମାର୍ଟସିଟି : ସଜେଇ ହେଉଛି କମ, ସିଝୁଛି ଅଧିକ

ନୂଆ ରୂପ ପାଉଛି ସ୍ମାର୍ଟସିଟି ଭୁବନେଶ୍ୱର । ଚକାଚକ ରାସ୍ତା ସାଙ୍ଗକୁ ସୁଉଚ୍ଚ ଅଟ୍ଟାଳିକା । ଆଉ ତା ଭିତରେ ଷ୍ଟ୍ରିଟ ଲାଇଟର ଆଲୁଅରେ ନୂଆ ନୂଆ ଦିଶୁଛି ଭୁବନେଶ୍ୱର । ଲାଗୁଛି ସତେ ଯେପରି ରାଜଧାନୀର ନବକଳେବର ହେଉଛି । ରାଜଧାନୀର

ସଂକ୍ରମଣ ରୋକିବାକୁ ସଂଗରୋଧ ବାଧ୍ୟତାମୂଳକ

କୋଭିଡ୍ ସଂକ୍ରମଣ ମାମଲା ପୁଣିଥରେ ବୃଦ୍ଧି ପାଇବାପରେ ରାଜ୍ୟ ସରକାର ବାହାରୁ ଆସୁଥିବା ଲୋକଙ୍କ ପାଇଁ ପୁଣି ଥରେ କୋଭିଡ୍ କଟକଣା ଜାରି କରୁଛନ୍ତି। ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କୁ ୭ ଦିନ ଘରୋଇ ସଙ୍ଗରୋଧ ବାଧ୍ୟତାମୂଳକ ।

ଜଗନ୍ନାଥଙ୍କ ଶରଣରେ ମମତା

ଜଗନ୍ନାଥଙ୍କ ଶରଣରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ ନିଜ ବାସଭବନରେ ଏକ ବଡ଼ ଧରଣରେ ପୂଜାର୍ଚ୍ଚନା କରିଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ

ଏଣିକି ସକାଳୁଆ ସ୍କୁଲ

ମାର୍ଚ୍ଚ ମାସ ନହେଉଣୁ ରାଜ୍ୟରେ ଅସମ୍ଭାଳ ଖରା ଅନୁଭୂତ ହେଉଛି । ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱର ଦ୍ୱିତୀୟ ଦିନରେ ବି ଦେଶର ଉତପ୍ତ ସହର ପାଲଟିଛି । ଏହାକୁ

ଘରୋଇ ହସ୍ପିଟାଲରେ ହେବ ଟିକାକରଣ

ରାଜ୍ୟର ଘରୋଇ ହସ୍ପିଟାଲରେ କରୋନା ଟିକାକରଣକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । ଓଡିଶାର ଘରୋଇ ହସ୍ପିଟାଲରେ ଦିଆଯିବ କରୋନା ଟିକା । ପ୍ରାୟ ୧୮୩ ଘରୋଇ ହସ୍ପିଟାଲରେ ଟିକାକରଣ ପାଇଁ କେନ୍ଦ୍ର ଅନୁମତି ମିଳିଛି। କେନ୍ଦ୍ରର

କିଏ କରୁଛି ବାଲି ଚୋରି?

ବିଧାନସଭା ପ୍ରଶ୍ନ କାଳରେ ବାଲି ତାତି । ଉଭୟ ବିଜେପି ଓ କଂଗ୍ରେସ ବାଲି ନୀତି ପ୍ରସଙ୍ଗରେ ଗୃହରେ ସରକାରଙ୍କୁ ଘେରିଛନ୍ତି । ବାଲି ନୀତି କରିବାକୁ ଗୃହରେ ବିରୋଧୀ ଦାବି କରିଛନ୍ତି । ବିରୋଧୀଙ୍କ କହିବା କଥା ବାଲି ନୀତି ନହେବା

ଏଏନଏମଙ୍କୁ ମିଳିବ ନିଯୁକ୍ତି

ଦୀର୍ଘଦିନ ହେବ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ କରୁଥିବା ଏଏନଏମ କର୍ମୀଙ୍କୁ ଆଶ୍ୱସ୍ତି । ବିଧାନସଭାରେ ବିବୃତି ରଖି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯୋଗ୍ୟତା ଭିତିରେ ଆନ୍ଦୋଳନରତ ଏଏନଏମଙ୍କୁ ଦିଆଯିବ ନିଯୁକ୍ତି । ରାଜ୍ୟରେ

ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଧମକ

ବିଧାନସଭାରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଧମକ । ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ଗୃହରେ ଆତ୍ମହତ୍ୟା ଧମକ ଦେଇଛନ୍ତି । ଆଜି ଗୃହରେ ପୁଣି ମଣ୍ଡି ପ୍ରସଙ୍ଗ ଉଠିଥିବା ବେଳେ ବିଜେପି ଓ କଂଗ୍ରେସ ବିଧାୟକ ଗୃହର ମଧ୍ୟଭାଗକୁ ଆସି

ବିମାନ ଯାତ୍ରୀଙ୍କ ଉପରେ ନଜର

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଓଡିଶାରେ ଯେପରି ସଂକ୍ରମଣ ବୃଦ୍ଧି ନପାଏ ସେନେଇ ତତ୍ପର ହୋଇପଡିଛନ୍ତି ରାଜ୍ୟ ସରକାର । ବାହାର ରାଜ୍ୟରୁ ଫେରୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଛି ।ବିମାନ ବନ୍ଦରରେ ଏନେଇ

ପୁରୁଣା ଦଳର ବାହାରିଲା ପୁରୁଣା ରୋଗ

ପୁରୁଣା ଦଳର ବାହାରିଲା ପୁରୁଣା ରୋଗ । ହାତ ଅଫିସର ହତା ଭିତରେ ହାତାହାତି । ଗୋଇଠା, ମୁଥ ମରାମରି ଭିତରେ ଭାଙ୍ଗିଲା ଚେୟାର ଟେବୁଲ । ଆଉ ତାହା ବି ପୁଣି କଂଗ୍ରେସ ମୁଖିଆ ନିରଞ୍ଜନଙ୍କ ଉପସ୍ଥିତିରେ । ଲାଗୁଥିଲା ସତେ ଯେମିତି