THE BYAPINI
Browsing Category

ରାଜ୍ୟ

ପେଟ୍ରୋଲ ପଲିଟିକ୍ସ : କିଏ କହୁଛି କଣ?

ପେଟ୍ରୋଲ ପକେଟ ଫାଙ୍କା କରୁଥିବା ବେଳେ ଆଜି ଏହାର ପ୍ରଭାବ ବିଧାନସଭାରେ ଦେଖିବାକୁ ମିଳିଛି । ତୈଳଦର ବୃଦ୍ଧିକୁ ନେଇ ଆଜି ବିଧାନସଭାରେ ତାତି ଦେଖିବାକୁ ମିଳିଛି । ପ୍ରଥମରୁ ତୈଳଦର ବୃଦ୍ଧି ପ୍ରତିବାଦରେ ସାଇକେଲ ଧରି କଂଗ୍ରେସର

ସେଚୁଂରି ମାରିଲା ପେଟ୍ରୋଲ

ତେଲ ଦର ବେଲଗାମ । ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ତୈଳ କମ୍ପାନୀ ମଙ୍ଗଳବାର ପେଟ୍ରୋଲ ଦର ଲିଟର ପିଛା ୩୫ ପଇସା ବୃଦ୍ଧି କରିଥିବାବେଳେ ଡିଜେଲ ୩୮ ପଇସା ବୃଦ୍ଧି କରିଛନ୍ତି। ଓଡ଼ିଶାରେ ପେଟ୍ରୋଲ ଦର ୧୦୦ ଟଙ୍କା

ସିବିଆଇ ଫେଲ, ଓଡ଼ିଶା ପୋଲିସ ପାସ୍‌!

ସିବିଆଇ ଯାହା କରିପାରିଲାନି, ତାହା ଆମେ କରି ଦେଖାଇଲୁ । ୧୪ ମିନିଟରେ ୩ଥର ଏଭଳି କଥା ଶୁଣିବାକୁ ମିଳିଲା ପୋଲିସ କମିଶନରଙ୍କ ମୁହଁରୁ । କହିବେନି ବା କେମିତି, କାରଣ ୨୨ ବର୍ଷ ତଳୁ ଫେରାର ହୋଇଯାଇଥିବା ଜଣେ ଜଘନ୍ୟ ଅପରାଧୀକୁ

ଟିକା ନନେଲେ ମିଳିବନି ସରକାରୀ ସୁବିଧା..

ଟିକା ନ ନେଲେ ସରକାରୀ ସୁବିଧାରୁ ବଞ୍ଚିତ ହେବେ ସମ୍ମୁଖ ଯୋଦ୍ଧା । ସମ୍ମୁଖ ଯୋଦ୍ଧାଙ୍କୁ ପୁଣି କରୋନା ଟିକା ଦେବାକୁ ନେଇ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର

ପିପିଲିରେ ପ୍ରକଳ୍ପର ବର୍ଷା..ଉପନିର୍ବାଚନ ପୂର୍ବରୁ ନବୀନଙ୍କ ସ୍ୱତନ୍ତ୍ର ଭେଟି

ଉପ-ନିର୍ବାଚନ ପୂର୍ବରୁ ପିପିଲିକୁ ପ୍ରକଳ୍ପର ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିପିଲି ଓ ଡେଲାଙ୍ଗ ପାଇଁ ୬୭.୬୮ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ

ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ

ରାଜ୍ୟରେ ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ । ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏନେଇ ସୂଚନା ଦେଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା

ବାଉଁଶ ବ୍ୟାରିକେଡ ପାଇଁ ଖର୍ଚ୍ଚ ୨୧ ଲକ୍ଷରୁ ଅଧିକ ଟଙ୍କା…ମହାମାରୀର କଣ୍ଟେନମେଣ୍ଟ ଜୋନକୁ ନେଇ ମନ୍ତ୍ରୀଙ୍କ ଉତ୍ତର

ଓଡ଼ିଆରେ ଏକ ଲୋକକଥା ରହିଛି, କାହାର ପୁଷମାସ ତ ପୁଣି କାହାର ସର୍ବନାଶ । ଅଥାର୍ତ ଯେତେବେଳେ କୌଣସି ପ୍ରାକୃତିକ ଦୁର୍ବିପାକ ପଡେ ସେତେବେଳେ କିଛି ଲୋକଙ୍କର ସର୍ବସ୍ୱ ଚାଲି ଯାଇଥାଏ ତ ପୁଣି କିଛି ଲୋକଙ୍କର ରାତାରାତି ଭାଗ୍ୟ ବଦଳି

କ’ଣ ଘଟିଥିଲା ୨୨ ବର୍ଷ ତଳେ?

୨୨ ବର୍ଷ ତଳେ କଣ ଘଟିଥିଲା ସେଦିନ , ଯାହା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା ସେତେବେଳେ । ରାଜନୀତିର ମୋଡ ବି ବଦଳାଇଥିଲା । ୨୨ ବର୍ଷ ପରେ ସେହି ଲୋମହର୍ଷଣକାରୀ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ପୁଣି

ସ୍ୱାସ୍ଥ୍ୟକ୍ଷେତ୍ରକୁ ସରକାରଙ୍କ ଗୁରୁତ୍ୱ

ବିଧାନସଭାରେ ୨୦୨୧-୨୨ ପାଇଁ ଆର୍ଥିକ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆର୍ଥିକ ବର୍ଷ ୨୦୨୧-୨୨ରେ ରାଜ୍ୟ ପାଇଁ ମୋଟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ତେବେ ବଜେଟରେ

ରାଜ୍ୟ ବଜେଟ: କେଉଁ ବିଭାଗକୁ କେତେ?

ମହାମାରୀ କରୋନା ପାଇଁ ଭୁଶୁଡିପଡିଥିବା ଓଡିଶାର ଅର୍ଥନୀତିକୁ ପୁଣି ଥରେ ସଜାଡିବା ପାଇଁ ଜୋର ଦେଇଛନ୍ତି ସରକାର । ଆର୍ଥିକ ବର୍ଷ ୨୦୨୧ -୨୦୨୨ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ। ୧