Browsing Category
ରାଜ୍ୟ
ଅପରେସନ ‘ସାଇଲେଂଟ ଭାଇପର’
୨୨ ବର୍ଷ ତଳର ବୀଭତ୍ସ ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଜେଲ ପଠାଯାଇଛି । ସିବିଆଇ ସ୍ପେଶାଲ କୋର୍ଟରେ ହାଜର ପରେ ବିବନକୁ ଜେଲ ପଠାଯାଇଛି । । ତେବେ ୨୨ ବର୍ଷ କେମିତି ସିବିଆଇ ଆଖିରେ ଧଳି!-->…
ବଜେଟ କହିବ ବିକାଶର କଥା ?
୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଗତ ହେବ ରାଜ୍ୟ ବଜେଟ । ଅର୍ଥମନ୍ତ୍ରୀ ନିରଂଜନ ପୁଜାରୀ କରୋନା କାଳର ସମସ୍ତ ପ୍ରତିକୁଳ ପରିସ୍ଥିତି ଭିତରେ, ସମଗ୍ର ରାଜ୍ୟ ପାଇଁ ବ୍ୟବରାଦ କରିବେ । କେଉଁ ବିଭାଗକୁ କେତେ ଅର୍ଥ ମିଳିବ, ସ୍ୱାସ୍ଥ୍ୟର!-->…
‘କଳାକାରଙ୍କ ଦୁଃଖ ବୁଝ ସରକାର..ଦାବି ନଶୁଣିଲେ ଓଡିଶା ଛାଡିବୁ’
କରୋନା ମହାମାରୀ ପାଇଁ ଦୀର୍ଘ ୧୧ ମାସ ହେବ ବନ୍ଦ ରହିଛି ଯାତ୍ରା । ଯାତ୍ରାରେ ବହୁ ସଂଖ୍ୟାରେ ଭିଡ଼ ଜମୁଥିବାରୁ ଯାତ୍ରା କରିବା ଉପରେ କଟକଣା ଲଗାଇଛନ୍ତି ସରକାର । ତେବେ ଏତେଦିନ ଧରି ଯାତ୍ରା ବନ୍ଦ ଥିବାରୁ କଳାକାର ମାନେ ବିଭିନ୍ନ!-->…
କାହିଁକି ବଢୁଛି ତୈଳ ଦର? ପେଟ୍ରୋଲିୟମ ମନ୍ତ୍ରୀ କହିଲେ କାରଣ
ଦେଶରେ ଗତ କିଛି ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ହୁହୁ ହୋଇ ବଢ଼ି ଚାଲିଛି । ଅନେକ ସହରରେ ଶତକ ମାରିଛି ପେଟ୍ରୋଲ । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର କମ ଥିବାବେଳେ ଦେଶରେ ତୈଳ ଦର ଅହେତୁକ ବୃଦ୍ଧି ଚିନ୍ତାର କାରଣ!-->…
ପୁଣି ଫେରିଲା ନାଇଟ କର୍ଫ୍ୟୁ
ପୁଣି ଫେରିଲା ନାଇଟ କର୍ଫ୍ୟୁ । ପାଖାପାଖି ବର୍ଷେ ହେବ କରୋନାର ଯନ୍ତ୍ରଣା ସମସ୍ତେ ଅନୁଭବ କରିଛନ୍ତି । ଏବେ ସମସ୍ତେ ଟିକେ ଆଶ୍ୱସ୍ତି ଅନୁଭବ କରୁଥିବା ବେଳେ ଏବେ ପୁଣି ଦେଶର ବଢିଛି କରୋନା ସଂକ୍ରମଣ । ଦୁଇଟି ରାଜ୍ୟ ମହାରାଷ୍ଟ୍ର!-->…
ବାବାଙ୍କୁ ଧମକ ଘଟଣାର ପର୍ଦ୍ଦାଫାଶ
ଜଲେଶପଟା କନ୍ୟାଶ୍ରମ ମୁଖ୍ୟ ସ୍ୱାମୀ ଜୀବନମୁକ୍ତାନନ୍ଦଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଶେଷରେ ଗିରଫ ହୋଇଛି। ଅଭିଯୁକ୍ତ ମହାଦେବ ମହାରାଜକୁ ଗିରଫ କରିଛି କନ୍ଧମାଳ ପୋଲିସ୍। ଅଭିଯୁକ୍ତ ଫୋନ୍ରେ ସ୍ୱାମୀଜୀଙ୍କୁ ହତ୍ୟା ଧମକ!-->…
‘ବୋମା ପକାଇ ଉଡାଇଦେବୁ’
ପୁଣି ଚର୍ଚ୍ଚାରେ କନ୍ଧମାଳ ଜଲେଶପେଟ୍ଟା ଆଶ୍ରମ । ତୁମୁଡିବନ୍ଧ ଜଲେଶପଟ୍ଟା ଓ ଚକାପାଦ ଆଶ୍ରମର ମୁଖ୍ୟ ପରିଚାଳକ ସ୍ୱାମୀ ଜୀବନମୁକ୍ତା ନନ୍ଦ ପୁରୀଙ୍କ ପାଖକୁ ପୁଣି ଆସିଛି ଧମକ ପୂର୍ଣ୍ଣ ଫୋନ୍ କଲ। ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର!-->…
ବିଜେପିକୁ ‘କୋଟିଆ’ ଅଡୁଆ !
ବିଧାନସଭାରେ କେଉଁ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ବିଜେପି, ତାକୁ ନେଇ ଦ୍ୱନ୍ଦ୍ୱ ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି । ଧାନ କିଣାରେ ଅନିୟମିତତାକୁ ନେଇ ଦଳ ସରକାରକୁ ଘେରିବା ଆରମ୍ଭ କରିଥିବା ବେଳେ କୋଟିଆ ମାମଲାରେ କିନ୍ତୁ!-->…
ସଂଖ୍ୟା ବଢିଲେ ଲକଡାଉନ ଫେରିପାରେ !
ରାଜ୍ୟରେ କୋଭିଡ କଟକଣା ପୁଣି ଫେରିବ କି? ଦେଶରେ ୫ ରାଜ୍ୟରେ ସ୍ଥିତି ଚିନ୍ତା ବଢାଉଥିବା ବେଳେ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ସ୍ଥିତି ବିଗିଡିବା ଆଗରୁ ସତର୍କ କରାଇ ଦେଇଛନ୍ତି । ଜିଲ୍ଲା ସ୍ତରରେ!-->…
ପୁଣି ଚର୍ଚ୍ଚାରେ ଜଲେଶପଟ୍ଟା ଆଶ୍ରମ
କନ୍ଧମାଳର ଜିଲ୍ଲା ତୁମୁଡିବନ୍ଧ ଜଳେଶପଟ୍ଟା ଆଶ୍ରମକୁ ଉଡ଼ାଇ ଦେବାକୁ ଧମକ । କେହି ଜଣେ ଅଜଣା ବ୍ୟକ୍ତି ଆଶ୍ରମ ଦାୟିତ୍ୱରେ ଥିବା ଜୀବନ ମୁକ୍ତାନନ୍ଦ ପୁରୀ ବାବାଙ୍କୁ ଏଭଳି ଧମକ ଦେଇଛନ୍ତି । ଚାରି ଦିନ ଭିତରେ ଜଳେଶପଟ୍ଟା!-->…