Browsing Category
ରାଜ୍ୟ
ଛନକା ପଶାଇଲା ଛତିଶଗଡ଼
ପଡୋଶୀ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏହାକୁ ଦେଖି ତତ୍ପର ହୋଇପଡିଛନ୍ତି ରାଜ୍ୟ ସରକାର । ଶୁକ୍ରବାର ଦିନ କରୋନା ନିୟମ କଡାକଡି କରିବାକୁ ସ୍ୱାସ୍ଥ୍ୟବିଭାଗର ଚିଠି ପରେ ନିୟମ କଡାକଡି କଲା ଗଞ୍ଜାମ ଜିଲ୍ଲା!-->…
‘ବିକାଶରେ ବାଧକ ରାଜନୀତିକରଣ’
ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶାସନ ମୁଖ୍ୟ ମଧ୍ୟ ଯୋଗ!-->…
କୋଭିଡ ନିୟମ ମାନିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
କୋଭିଡ ଗାଇଡଲାଇନ ମାନିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ବିବୃତି ରଖିଛନ୍ତି। ମହାରାଷ୍ଟ୍ର ସମେତ!-->…
ଅର୍ଥନୈତିକ ସର୍ଭେ ରିପୋର୍ଟ : ଓଡ଼ିଶାରେ କମିଲା ମୁଣ୍ଡ ପିଛା ଆୟ
ବଜେଟ ଉପସ୍ଥାପନ ହେବା ପୂର୍ବରୁ ଆସିଛି ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ଜ୍ଝ ପ୍ରକାଶ ପାଇଲା ୨୦୨୦-୨୧ର ଅର୍ଥନୈତିକ ସର୍ଭେ ରିପୋର୍ଟ । ଗତ ବର୍ଷ ତୂଳନାରେ ରାଜ୍ୟରେ ମୁଣ୍ଡ ପିଛା ଆୟ କମିଥିବା ରିପୋର୍ଟରୁ ପ୍ରକାଶ । ଦେଶ!-->…
ମଣ୍ଡି ଅବ୍ୟବସ୍ଥା..ମନ୍ତ୍ରୀଙ୍କ ବିବୃତ୍ତି..ମାନିଲେନି ବିରୋଧୀ
ସ୍ୱାଭାବିକ ହୋଇପାରୁନି ଗୃହ । ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନରେ ବି ମଣ୍ଡି ଅବ୍ୟବସ୍ଥାକୁ ନେଇ ଉଠିଲା ପଡିଲା ଗୃହ । ଗୃହ ଆରମ୍ଭ ହେବା ମାତ୍ରେ ସରକାରଙ୍କୁ ଘେରି ଜୋରଦାର ହଙ୍ଗାମା କରିଥିଲେ ବିରୋଧୀ । ପୋଡିୟମ ତଳେ!-->…
ଲେଉଟିବ କି ଲକଡାଉନ?
ଲେଉଟିବ କି ଲକଡାଉନ । ମହାରାଷ୍ଟ, କେରଳ ପରେ ପଂଜାବ , ଛତିଶଗଡ, ମଧ୍ୟପ୍ରଦେଶରେ ଯେଉଁଭଳି ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇଛି ତାହା ଏବେ ଚିନ୍ତାର ବିଷୟ ପାଲଟିଛି । ୫ ରାଜ୍ୟରେ ଗତ କିଛି ଦିନ ହେବ କରୋନା ଉପରମୁହାଁ ହେବା ପରେ!-->…
‘ପରୀ’ ଅଭିଯୁକ୍ତର ଭିଡିଓ: ଘନେଇଲା ବିଜେପି-ବିଜେଡି କଳି
ନୟାଗଡ଼ ଯଦୁପୁରର କୁନି ଝିଅ ‘ପରୀ’ ହତ୍ୟା ମାମଲାରେ ଅଭିଯୁକ୍ତ ସ୍ୱୀକାରୋକ୍ତି ଭିଡିଓ ପରେ ଏବେ ବିଜେଡି-ବିଜେପି ଭିତରେ ଆରମ୍ଭ ହୋଇଛି କଳି । ଜାଣିଶୁଣି ତଦନ୍ତକୁ ବିଭ୍ରାନ୍ତି କରିବାକୁ ଭିଡିଓ ଲିକ୍ କରାଯାଇଥିବା ବିଜେପି ଅଭିଯୋଗ!-->…
ବାଇ-ଲ’ ବିବାଦ: ଅଟଳ ଅପରାଜିତା
ଏକାମ୍ର କ୍ଷେତ୍ର ବାଇ-ଲ’ ପ୍ରସଙ୍ଗକୁ ନେଇ ବଢିବାରେ ଲାଗିଛି ବିବାଦ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନିଜ ଜିଦରେ ଅଟଳ ରହିଛନ୍ତି । ଅପରାଜିତା ଟୁଇଟ କରି ଲେଖିଛନ୍ତି ଯେ, ଐତିହ୍ୟ କ୍ଷେତ୍ରର ବିକାଶ ହେବା ଉଚିତ । କିନ୍ତୁ!-->…
କେବେ ତୁଟିବ ‘କୋଟିଆ’ କଳି?
କୋଟିଆ କଳିକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟଳୟ ସୁପ୍ରିମକୋର୍ଟଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା । ଓଡିଶା ପକ୍ଷରୁ ହୋଇଥିବା ଅଦାଲତ ଅବମାନନା ସଂର୍ପକିତ ରିଟ ପିଟିସନ ଉପରେ ଶୁଣାଣୀ ହୋଇଛି । ଆବେଦନର ଶୁଣାଣୀ କରି ସୁପ୍ରିମକୋର୍ଟ!-->…
ସ୍ୱାସ୍ଥ୍ୟବିଭାଗର ସତର୍କତା..ପୁଣି କଡାକଡି ହେବ କୋଭିଡ ନିୟମ
ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ଓ ଲକଡାଉନ ପରି ସ୍ଥିତି ଉପୁଜିବାରେ ରାଜ୍ୟ ସରକାର ସତର୍କ ହୋଇଯାଇଛନ୍ତି । ଓଡିଶାରେ ଯେପରି ପୁଣି କରୋନା ସଂକ୍ରମଣ ନବଢେ ସେଥିପାଇଁ କୋଭିଡ ନିୟମ କଡ଼ାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।!-->…