THE BYAPINI
Browsing Category

ରାଜ୍ୟ

ଚାଷୀ ପ୍ରସଙ୍ଗ: ଉଠିଲା ପଡିଲା ବିଧାନସଭା

ବଜେଟ ଅଧିବେଶନର ପ୍ରଥମ ଦିନ ପରି ଦ୍ୱିତୀୟ ଦିନରେ ମଧ୍ୟ ବିରୋଧୀଙ୍କ ହୋହାଲ୍ଲା ଦେଖିବାକୁ ମିଳିଛି । ପ୍ରଶ୍ନକାଳ ଆରମ୍ଭରୁ ଚାଷୀ ସମସ୍ୟା ଓ ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ଉଠିଛି ପଡିଛି ବିଧାନସଭା । ବିରୋଧୀ ହୋହାଲ୍ଲା ଯୋଗୁଁ

‘ମୋ ମା’କୁ ଫାଶୀ ଦିଅନି’

ଭାରତରେ ପ୍ରଥମ ମହିଳା କଏଦୀ ଭାବେ ଫାଶୀ ଉତ୍ତରପ୍ରଦେଶର ମଥୁରା ସ୍ଥିତ ଅମରୋହ ଅଞ୍ଚଳର ସବନମ୍ । ନିଜ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ସବନମଙ୍କ ଜେଲରେ ଜନ୍ମ ହୋଇଥିବା ବାର ବର୍ଷ ବୟସ୍କ ପୁଅ ରାଷ୍ଟ୍ରପତି ରାମନାଥ

ପୁଣି ଫେରିଲା ଲକଡାଉନ୍

ପୁଣି ଫେରିଲା ଲକଡାଉନ । କରୋନା ସଂକ୍ରମଣ ଆଉ ଥରେ ଚିନ୍ତା ବଢାଇଦେଇଛି । ମହାରାଷ୍ଟ୍ରରେ ପୁଣି ଲକଡାଉନ୍ ଲାଗୁ କରିଛି ପ୍ରଶାସନ । କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ବୈଠକ ପରେ ମହାରାଷ୍ଟ୍ର ସରକାର ପୁଣି ଥରେ ଲକ୍‌ଡାଉନ୍‌

ବିଧାନସଭାରେ ‘କୋଟିଆ’ କଳି

ଯାହା ଆକଳନ କରାଯାଉଥିଲା, ତାହା ହିଁ ହୋଇଛି । ବିଧାନସଭା ଅଧିବେଶନ ଆରମ୍ଭର ପ୍ରଥମ ଦିନରୁ ହିଁ ସରଗରମ ରହିଛି ଗୃହ । କୋଟିଆ ପ୍ରସଙ୍ଗକୁ ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କରିଥିଲେ ବିଜେପି ଓ କଂଗ୍ରେସ । ବିରୋଧୀ କହିଛନ୍ତି ,

ସୈତାନ ମୁହଁରେ ସତ

ନୟାଗଡ ଯଦୁପୁରର ବହୁ ଚର୍ଚ୍ଚିତ ‘ପରୀ’ ହତ୍ୟା ମାମଲା ଏକ ନୂଆ ମୋଡ଼ ନେଇଛି । କେମିତି ହୋଇଥିଲା ପରୀ ହତ୍ୟା? ଏନେଇ ଅଭିଯୁକ୍ତ ସ୍ୱୀକାରୋକ୍ତିର ଏକ ଭିଡ଼ିଓ ସାମନାକୁ ଆସିଛି । ଅଭିଯୁକ୍ତର ବୟାନକୁ ଗୁପ୍ତ ଭାବେ ରେକର୍ଡ କରାଯାଇଛି ।

ସମଲେଶ୍ୱରୀ ମନ୍ଦିରକୁ ୨୦୦ କୋଟି

ମା ସମଲେଶ୍ୱରୀ ମନ୍ଦିର ପାଇଁ ସରକାରଙ୍କ ବଡ ଘୋଷଣା । ପୁରୀ ଶ୍ରୀ ମନ୍ଦିର, ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିର ପରେ ଏବେ ସମ୍ବଲପୁରର ଆରାଧ୍ୟ ଦେବୀ ମା ସମଲେଶ୍ଵରୀ ମନ୍ଦିରର ବିକାଶ ପାଇଁ ତତ୍ପରତା ଦେଖାଇଛନ୍ତି। ୫-ଟି ଉପକ୍ରମ ଅଧୀନରେ

ସରଗରମ ରହିବ ବିଧାନସଭା

ସରଗରମ ରହିବ ବିଧାନସଭା । ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବା ବେଳେ ତିନି ରାଜନୈତିକ ଦଳର ରଣନୀତି ପ୍ରସ୍ତୁତ । ବିରୋଧୀ ସୀମା ବିବାଦ,ବାଇ-ଲ ଓ ରାଜ୍ୟରେ ଆଇନ ଶୃଙ୍ଖଳା ପ୍ରସଙ୍ଗ ଗୃହରେ ଉଠାଇବାକୁ ଯୋଜନା

ପୁଣି ଫେରିବ କି କରୋନା?

ପୁଣି ଫେରିବ କି କରୋନା? ଏହି ପ୍ରଶ୍ନ ଏବେ ମନକୁ ଏଥିପାଇଁ ଆସୁଛି କାରଣ ଦେଶରେ ପୁଣି ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସାରା ଦେଶରେ ଗତ କିଛଦିନ ଧରି

ଅପରାଜିତାଙ୍କୁ ପାଠ ପଢାଇଲେ ମାନସ ମଙ୍ଗରାଜ

ବାଇ-ଲ’ ପ୍ରସଙ୍ଗରେ ସାଂସଦ ଅପାରିଜିତା ଷଡଙ୍ଗୀଙ୍କୁ ପାଠ ପଢାଇଛନ୍ତି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ । ମଙ୍ଗଳବାର ଅପରାଜିତା ଷଡଙ୍ଗୀ ବିଜେଡିକୁ ପଚାରିଥିବା ପାଂଚ ପ୍ରଶ୍ନର ଜବାବ ଦେଇଛନ୍ତି ମାନସ

ଡାକ୍ତରଙ୍କ ଆକାଉଂଟରୁ ୭୭ ଲକ୍ଷ ଗାଏବ୍

ଓଡିଶାରେ ସବୁଠାରୁ ବଡ଼ ସାଇବର ଠକେଇ । ରାଜ୍ୟରେ ଏବେ ପ୍ରତିଦିନ ସାଇବର ଠକେଇର ଘଟଣା ଖବର ସାମନାକୁ ଆସୁଛି । କିନ୍ତୁ ଏଥର କଟକରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ଆସିଛି । ସାଇବର ଠକେଇର ଶିକାର ହୋଇଛନ୍ତି ଜଣେ ଡାକ୍ତର । ଶିଶୁ ରୋଗ