Browsing Category
ରାଜ୍ୟ
ସାଆନ୍ତେଙ୍କ ପାଇଁ କିଲୋ କିଲୋ ସୁନା
ଆଜି ବସନ୍ତ ପଂଚମୀ ବା ମହାପ୍ରଭୁଙ୍କ ରଥକାଠ ଅନୁକୂଳ । ଶ୍ରୀପଞ୍ଚମୀରେ ଜଣେ ଦାତାଙ୍କ ପକ୍ଷରୁ ଶ୍ରୀଜିଉଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଦାନ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାୟ ୪ କିଲୋ ୮୫୮ ଗ୍ରାମ ସୁନା ଓ ପ୍ରାୟ ୩ କିଲୋ!-->…
ମାନ୍ୟବର ରିଟର୍ଣ୍ଣ : ସତସଙ୍ଗ କରିବାକୁ ମିଳିଲା ଅନୁମତି, ଜୁଲାଇ ୧ରୁ ଭକ୍ତଙ୍କ ଗହଣକୁ ଫେରିବେ ସାରଥୀ ।
ଭକ୍ତ ଆସିବେ, ସତସଙ୍ଗ ହେବ, ପୁଣି ଚାଲିବ ପ୍ରବଚନ । ମାନ୍ୟବର ଶବ୍ଦରେ ପ୍ରକମ୍ପିତ ହେବ ସତସଙ୍ଗ ସ୍ଥଳ । କାରଣ ରିଟର୍ଣ୍ଣ କରିବେ ସାରଥୀ । ଭକ୍ତଙ୍କ ଗହଣରେ ବସିବେ, ପ୍ରବଚନ ଓ ସତସଙ୍ଗ ଆରମ୍ଭ କରିବେ । ବହୁ ଚର୍ଚ୍ଚିିତ ସାରଥୀ!-->…
ବାଇ-ଲ’କୁ ନେଇ ସୌମ୍ୟଙ୍କ ବଡ଼ ବୟାନ: ମାଟି ଆଗ ନା ପାର୍ଟି ଆଗ?
ଏକାମ୍ର କ୍ଷେତ୍ରରେ ବାଇ-ଲ’ ପ୍ରସଙ୍ଗକୁ ନେଇ ବିବାଦ ଲାଗିରହିଥିବା ବେଳେ ଏନେଇ ମନ୍ତବ୍ୟ ଦେଇଛନ୍ତି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ମାଟି ଆଗ କି ପାର୍ଟି ଆଗ ତାହା ବିଜେପି ଦଳ ଚିନ୍ତା କରିବା ଦରକାର । ନିଜ ନିଜର!-->…
ହକି ପାଇଁ ହୃଦୟ ଖୋଲିଦେଲେ : ସୁନ୍ଦରଗଡ଼କୁ ସୁପ୍ରିମୋ ଦେଲେ ବଡ ଭେଟି
ହକି ପାଇଁ ହୃଦୟ ଖୋଲିଦେଲେ ନବୀନ । ହକିର ଏନ୍ତୁଡିଶାଳ କୁହାଯାଉଥିବା ସୁନ୍ଦରଗଡକୁ ବଡ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦେଶର ସବୁଠୁ ବଡ ହକି ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ!-->!-->!-->…
‘ପରୀ’ ମାମଲା: ଚାର୍ଜସିଟରେ କ’ଣ ଅଛି?
ସାରା ରାଜ୍ୟରେ ଚହଳ ପକାଇଥିବା ନୟାଗଡର କୁନି ଝିଅ ‘ପରୀ’ ହତ୍ୟା ଘଟଣାରେ ଅଭିଯୁକ୍ତର ସ୍ୱୀକାରୋକ୍ତି । ପରୀକୁ ହତ୍ୟା କରିବା ଓ ମୃତଦେହକୁ ବସ୍ତାରେ ପୁରାଇ ଫିଙ୍ଗିବା କଥା ସ୍ୱୀକୀର କରିଛି ଅଭିଯୁକ୍ତ । ଏନେଇ ଆଜି ନୟାଗଡ କୋର୍ଟରେ!-->…
ସୋସିଆଲ ମିଡିଆରେ ସାଂସଦ ମୁହାଁମୁହିଁ
ପୁଣି ଟୁଇଟରରେ ମୁହାଁମୁହିଁ ହେଲେ ଦୁଇ ସାଂସଦ । ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମଧ୍ୟରେ ଟୁଇଟ୍ ୱାର । ଦୁଇ ଦିନ ପୂର୍ବରୁ ଅପରାଜିତା କରିଥିବା ଟୁଇଟର ଉତର ଦେଇଛନ୍ତି ଅନୁଭବ । ଅନୁଭବ!-->…
ହାତୀ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା
କଳାହାଣ୍ଡି କର୍ଲପାଟରେ କାହିଁକି ମରୁଛନ୍ତି ହାତୀ ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ଲାପାଟ ବନ୍ୟଜନ୍ତୁ ଅଭୟାରଣ୍ୟରେ ଘଟୁଥିବା ହାତୀ ମୃତ୍ୟୁ ସଂପର୍କରେ ସମୀକ୍ଷା କରି ଉଦ୍ବେଗ ପ୍ରକାଶ କରିଛନ୍ତି । ଭିଡିଓ କନଫରେନ୍ସ ଯୋଗେ!-->…
ସେଂଚୁରୀ ଆଉ ଦୂର ନୁହେଁ..
ପକେଟ ଖାଲି କରୁଛି ପେଟ୍ରୋଲ । କିଛି ଦିନ ହେବ ଦେଶରେ ତେଲ ଦର କମିବାରେ ନାଁ ନେଉନି । ଲଗାତର ତୈଳ ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଇଦେଇଛି । ଲଗାତାର ଭାବେ ସପ୍ତମ ଦିନ ପାଇଁ ଦେଶରେ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ସେପଟେ!-->…
ପ୍ରଶ୍ନ ପଚାରିଲେ ଅପରାଜିତା
ସଂସଦର ଅଧିବେଶନ ସାରି ଓଡିଶା ଫେରିବା ପରେ ସାମ୍ବାଦିକ ସମ୍ମିଳନୀ କରି ଏକାମ୍ର କ୍ଷେତ୍ର ବାଇ-ଲ’ ନିଷ୍ପତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏକ ସାମ୍ବାଦିକ ସମ୍ମିଳନୀରେ!-->…
ପେଟ୍ରୋଲ ପଲିଟିକ୍ସ
ଗତ କିଛି ଦିନ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଯେଉଁଭଳି ଭାବେ ହେଉଛି, ତେଲ କିଣିଲା ବେଳକୁ ଗ୍ରାହକଙ୍କ ପକେଟ୍ ପୋଡୁଛି ।କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ସମ୍ବେଦନଶୀଳ ପ୍ରସଙ୍ଗଟିକୁ ଅସ୍ତ୍ର କରି ଆଜି ରାସ୍ତାକ ଓହ୍ଲାଇଛି!-->…