Browsing Category
ରାଜ୍ୟ
ରାଣୀ ମହୁମାଛି ସହ ବନ୍ଧା ହେଲେ ବଡ଼ ବାବୁ
ରାଜଧାନୀର ଭିନ୍ନକ୍ଷମ ତାଲିମ୍ କେନ୍ଦ୍ରରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ୟାତନା ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ଗିରଫ । ସୁରେଶ ବେହେରା ସହ ୫ ଜଣଙ୍କୁ ଗିରଫ କରିଛି ପୁଲିସ । ଏୟାରପୋର୍ଟ ଥାନା ପୋଲିସ ସୁରେଶକୁ!-->…
ଚାଷୀ କଲେ ଚକାଜାମ… ଦିଲ୍ଲୀରେ ନାହିଁ ପ୍ରଭାବ
ଚାଷୀ କଲେ ଚକାଜାମ । ନୂତନ କୃଷି ଆଇନକୁ ବିରୋଧ କରି ଦେଶରେ ଶେଷ ହୋଇଛି ଚକାଜାମ ପ୍ରତିବାଦ । ଦିନ ୧୨ଟାରୁ ୩ଟାଯାଏ ୩ ଘଂଟା ଧରି ଅଖ,ଚକ ଜାମ କରିଥିଲେ ଚାଷୀ ସଂଗଠନ । ରାଜ୍ୟରେ ବିଭିନ୍ନ ସ୍ଥାନରେ ମଧ୍ୟ ଚାଷୀ ତିନିଘଣ୍ଟିଆ!-->…
ମାହାଙ୍ଗା ଡବଲ ମର୍ଡର ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ…ଦୁର୍ଘଟଣା ନା ହତ୍ୟା ଉଠିଲା ପ୍ରଶ୍ନ?
ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳଙ୍କ ମୃତୁୃ୍ୟ ହୋଇଛି । ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ପ୍ରାୟ ମାସେ ହେବ ପୁଲିସ ଖୋଜିକି ପାଉନଥିଲା । ସେ ଫେରାର ଥିବା ବେଳେ ହଠାତ ସନ୍ଦେହଜନକ ଭାବେ!-->…
ଟିକା ନେଲେ ପୁଲିସ ବାବୁ
ଆଜିଠାରୁ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ରାଜ୍ୟର ସବୁ ଜିଲ୍ଲାରେ ମାଲକାନଗିରିରୁ ସମ୍ବଲପୁର, କନ୍ଧମାଳରୁ ପୁରୀ ସବୁଠାରେ!-->…
ପରିଚୟ ଦେଲେ ପଚାଶ ହଜାର
ଭୁବନେଶ୍ୱର ଚନ୍ଦକା ରାସ୍ତା ଦାଶପୁର ଅଞ୍ଚଳରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ଅନ୍ଧାରରେ ବାଡି ବୁଲାଉଛି କମିସନରେଟ ପୋଲିସ । ତେବେ ପୁଲିସ ହାତରେ ଲାଗିଛି ପ୍ରଥମ ପୋଷ୍ଟମର୍ଟମ ରିପୋର୍ଟ । ମହିଳାଙ୍କ ତଂଟି ଚିପି ହତ୍ୟା!-->…
କଟା ମୁଣ୍ଡକୁ ଖୋଜୁଛି ପୁଲିସ
ଭୁବନେଶ୍ୱର ଚନ୍ଦକାରେ ମୁଣ୍ଡହୀନ ମହିଳାଙ୍କ ମୃତଦେହ ମିଳିବା ପରେ କଟାମୁଣ୍ଡ୍କୁ ଖୋଜୁଛି ପୁଲିସ । ସନ୍ଧାନୀ କୁକୁର ସହାୟତାରେ ଘଟଣା ସ୍ଥଳରେ ଛାନଭିନ କରିଛି କମିସନରେଟ ପୁଲିସ । ଏହି ହତ୍ୟାକାଣ୍ଡ ପଛରେ ଏକାଧିକ ବ୍ୟକ୍ତିଙ୍କ ହାତ!-->…
ସଂସଦରେ ମୁହାଁମୁହିଁ ବିଜେଡି-ବିଜେପି
ସଂସଦରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ସ୍ୱାମୀନାଥନ କମିଟି ରିପୋର୍ଟକୁ ଲାଗୁ କରିବାକୁ କାହିଁକି ବିଜେଡି ଦାବି କରୁଛି ସେନେଇ ଗୃହରେ ତଥ୍ୟ ରଖିଛନ୍ତି ଡ.ସସ୍ମିତ ପାତ୍ର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ!-->…
ନବୀନ ଯିବେ କୋଟିଆ
ରାଜ୍ୟ ସରକାରଙ୍କ ଫୋକସରେ କୋଟିଆ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେସନ୍ସିଂ ମାଧ୍ୟମରେ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ!-->…
ଟିକା ନ ନେଲେ ଦରମା ବନ୍ଦ
ଟିକା ନ ନେଲେ ଦରମା ବନ୍ଦ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏନେଇ ସିଏମସି ଓ ଏସସିବି କର୍ତ୍ତୃପକ୍ଷଙ୍କୁ ଚିଠି କରିଛନ୍ତି । ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ କଟକ ଜିଲ୍ଲାରେ କୋଭିଡ୍ ଟିକାକରଣ କମ ସଂଖ୍ୟାରେ ହେଉଛି । ଯାହାକୁ!-->…
‘ଦମ୍ ଅଛି ତ ବିତର୍କ କର’
ରେଳ ବଜେଟରେ ବ୍ୟୟବରାଦ ନେଇ ବିଜୁ ଜନତା ଦଳର ଖୋଲା ଚ୍ୟାଲେଂଜ । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ୦୨୧-୨୨ ପାଇଁ ଆଗତ ହେଇଥିବା ରେଳବାଇ ବଜେଟ୍ ଓଡ଼ିଶା ରାଜ୍ୟକୁ ନ୍ୟାୟ ଦେଇପାରିନାହିଁ । ଦମ୍ ଅଛି ତ ଏହା ଉପରେ!-->…