Browsing Category
ରାଜ୍ୟ
ବର୍ଷା: ସୁନ୍ଦରଗଡ଼ରେ ସବୁ ସ୍କୁଲ-ଅଙ୍ଗନାବାଡି ଛୁଟି ଘୋଷଣା
ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ସହ ଅଙ୍ଗନବାଡି ଛୁଟି ଘୋଷଣା। ସୁନ୍ଦରଗଡ଼ ଜିଲ୍ଲାପାଳ ଛୁଟି ନେଇ ଘୋଷଣା କରିଛନ୍ତି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପ୍ରଧାନ ସୂଚନା ଦେଇଛନ୍ତି ।
ଖବର!-->!-->!-->…
ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍
ଭୁବନେଶ୍ୱର : ଓଡ଼ିଶାରୁ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀ-ଆସାନସୋଲ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଇବା ପାଇଁ ପୂର୍ବ ରେଳପଥ ପକ୍ଷରୁ ରେଳ ବୋର୍ଡକୁ ପ୍ରସ୍ତାବ ଦିଆଯାଇଛି । ପୂର୍ବ ରେଳପଥ ପକ୍ଷରୁ ଦାଖଲ!-->…
ଘରେ ପଶି ମହିଳାଙ୍କୁ ଗୁଳିମାଡ଼
ନୀଳଗିରି : ବାଲେଶ୍ୱର ଜିଲ୍ଲା ବରମହପୁର ଥାନା ଗୋହିରା ରାଇପାଳରେ ଅଭାବନୀୟ ଘଟଣା । ଘରେ ପଶି ମହିଳାଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ । ମହିଳା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।ରାଇପାଳ ଅଞ୍ଚଳରେ ମଙ୍ଗଳବାର!-->…
ଆଜି ଜେଲ୍ରୁ ବାହାରିପାରନ୍ତି ଅର୍ଚ୍ଚନା ନାଗ
ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଜେଲ୍ରୁ ବୁଧବାର ଦିନ ଜେଲ୍ରୁ ବାହାରିପାରନ୍ତି ଅର୍ଚ୍ଚନା ନାଗ । ଇଡି ମାମଲାରେ ହାଇକୋର୍ଟ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ପୂର୍ବରୁ ଆଉ ଏକ ମାମଲାରେ!-->…
ବିଧାନସଭା ନିର୍ବାଚନ ପାଇଁ ବିଜେପି ପାଖେ ନେତୃତ୍ବ ନାହିଁ:ଖାରବେଳ
ଭୁବନେଶ୍ବର: ବିଜେପିର ବରିଷ୍ଠ ନେତା ଖାରବେଳ ସ୍ବାଇଁଙ୍କ ବିସ୍ପୋରକ ବୟାନ। ୨୪ ନିର୍ବାଚନ ଜିତିବା ନେଇ ଛାତିରେ ହାତ ରଖି କହିପାରିବେନି ରାଜ୍ୟ ବିଜେପିର କୌଣସି ବରିଷ୍ଠ ନେତା। କାରଣ ବିଧାନସଭା ନିର୍ବାଚନ ପାଇଁ ବିଜେପି ପାଖେ!-->…
ଓଡ଼ିଶାରେ ଆଇଟି ରେଡ଼
ଭୁବନେଶ୍ୱର: ଆୟକର ଫାଙ୍କି ଅଭିଯୋଗରେ ଏକ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ଉପରେ ଆଇଟି ଯାଞ୍ଚ କରାଯାଇଛି। ବୌଦ୍ଧସ୍ଥିତ ଏହି କମ୍ପାନି ଉପରେ ପ୍ରଥମେ ଚଢ଼ାଉ କରାଯାଇଛି। କେବଳ ଓଡ଼ିଶାରେ ନୁହେଁ, କୋଲକତା ସମେତ ରାଞ୍ଚିର!-->…
ନୂଆ ବର୍ଷ ପୂର୍ବରୁ ସ୍ଵତନ୍ତ୍ର ଡ୍ରାଇଭ୍ କରିବ କମିଶନରେଟ ପୋଲିସ
ଭୁବନେଶ୍ଵର : ରାଜଧାନୀରେ କମିଶନରେଟ ପୋଲିସର ସୁରକ୍ଷା ଚିନ୍ତା । ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି । କେମିତି ଚୋରି ହେଉଛି ଏବଂ ଚୋରିର ତରିକା ଉପରେ ଲୋକଙ୍କୁ ସଚେତନ କରିବ ପୋଲିସ। ଏନେଇ ପ୍ରତି ଥାନା ଅଧିକାରୀଙ୍କୁ!-->…
ବାପାଙ୍କ ଶବ ସତ୍କାର ବେଳେ ପୁଅ ମୃତ
ବୋରିଗୁମ୍ମା: କୋରାପୁଟ ଜିଲ୍ଲା କାମତା ଅଞ୍ଚଳରେ ବାପାଙ୍କ ଶବ ସତ୍କାର ପାଇଁ ପ୍ରସ୍ତୁତ କରିବା ବେଳେ ପୁଅ ଶବ ପାଲଟିଗଲେ । ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା କାମତା ଅଞ୍ଚଳର ଲକ୍ଷଣ ମଣ୍ଡଳଙ୍କର ମଙ୍ଗଳବାର ରାତିରେ କୋରାପୁଟରେ!-->…
ଆରମ୍ଭ ହେଲା ‘ମୋ ବସ୍’ର ଏକ୍ସପ୍ରେସ ସେବା,କେଉଁଠି ଜାଣନ୍ତୁ
ଭୁବନେଶ୍ୱର : କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସିଧାସଳଖ କଟକ ନେତାଜୀ ବସ୍ ଟର୍ମିନାଲ୍ (ସିିଏନ୍ବିଟି) ଏବଂ ପୁରୀ ବସ୍ ଷ୍ଟାଣ୍ଡ୍ ପର୍ୟ୍ୟନ୍ତ ‘ମୋ ବସ’!-->…
ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ତୀର୍ଥଗଲେ ୯୭୦ ବରିଷ୍ଠ ନାଗରିକ
ଭୁବନେଶ୍ୱର : ବୁଧବାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ ଅଧୀନରେ କୋଲକାତା-କାମାକ୍ଷା ଅଭିମୁଖେ ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କରିଛନ୍ତି।
ଏହି ତୀର୍ଥଯାତ୍ରା ଯୋଜନା ତୀର୍ଥରେ ଗଲେ!-->!-->!-->…