THE BYAPINI
Browsing Category

ରାଜ୍ୟ

କିମିଆ କରିବ କୋଣାର୍କ କୀର୍ତ୍ତି

ପୁରୀ ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ଫୋକସରେ କୋଣାର୍କ । କୋଣାର୍କ ଅଞ୍ଚଳରେ ଭିତ୍ତିଭୂମି ବିକାଶକୁ ଅନ୍ତର୍ଜାତୀୟମାନର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶର ଚିଠା ଯୋଜନା ପ୍ରସ୍ତୁତ

ରାଜ୍ୟରେ ରେକର୍ଡ ଟିକାକରଣ

ରାଜ୍ୟରେ ରେକର୍ଡ ଟିକାକରଣ । ଗୁରୁବାର ରାଜ୍ୟରେ ୧୨୧ ପ୍ରତିଶତ ଟିକାକରଣ ହୋଇଛି । ୩୭ ହଜାର ୭୬ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମୋଟ ୪୩୬ଟି କେନ୍ଦ୍ରରେ ୪୪ ହଜାର ୮୮୦ ଜଣଙ୍କୁ ଟିକା ଦିଆଯାଇଛି । ଅତିରିକ୍ତ

ମୋଦି,ମୁଖ୍ୟମନ୍ତ୍ରୀ ନେବେ ଟିକା!

ଦେଶରେ ଏବେ ଜୋରସୋରରେ ଚାଲିଛି ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣ । ଖୁବ ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ମଧ୍ୟ ଆରମ୍ଭ ହେବ । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଟିକା ନେବେ ପ୍ରଧାନମନ୍ତ୍ରୀ , ମୁଖ୍ୟମନ୍ତ୍ରୀ ।

କୋହଳ ହେବ ତ ସ୍କୁଲ ଫି?

କୋହଳ ହେବ ସ୍କୁଲ ଫି ।ସମସ୍ତ ଘରୋଇ ଅଣଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ଫି କମାଇବାର ବାଟ ବାହାର କରିଛନ୍ତି ରାଜ୍ୟ ସରକାର । ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ହିଁ

ଚାଉଳ ପାଇଁ ଚିଠି

ରାଜ୍ୟରେ ଅରୁଆ, ଉଷୁନା ଚାଉଳ ରାଜନୀତି ତେଜିବାରେ ଲାଗିଛି । ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।ଧାନ ସଂଗ୍ରହ ଓ

ଏବେ ନନେଲେ ପରେ ନାହିଁ

ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ କରାନା ଟିକା ପହଚିଂଛି । କରୋନା ଟିକାକରଣ ଜୋରସୋରରେ ଚାଲିଥିବା ବେଳେ ସ୍ୱାସ୍ଥ୍ୟକର୍ମୀଙ୍କ ଟିକା ନେବାକୁ ଅପିଲ କରିଛି ସ୍ୱାସ୍ଥ୍ୟ ବିଭାଗ । ଯେଉଁମାନେ ଟିକାକରଣ ପାଇଁ ଏବେ ମନା କରିଦେଉଛନ୍ତି

ଫୋକସରେ ପଶ୍ଚିମ ଓଡିଶା

ଏବେ ରାଜ୍ୟ ସରକାରଙ୍କ ଫୋକସରେ ପଶ୍ଚିମ ଓଡିଶା । ଫାଇଭ ଟି ସଚିବ ଆଜି ସମ୍ବଲପୁର ଗସ୍ତ କରି ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ଦେଖିଛନ୍ତି । ସେହପିରି ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ ରାଉରକେଲା ଗସ୍ତ କରି

ରାଜ୍ୟକୁ ଆସିଲା ଆଉ କରୋନା ଟିକା

ରାଜ୍ୟରେ ପହଚିଂଛି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା । ସ୍ପାଇସ୍ ଜେଟ୍ ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ କରୋନା ଟିକା ପହଚିଂବା ପରେ କଡ଼ା ସୁରକ୍ଷା ଭିତରେ ରାଜ୍ୟ ଟିକା ଭଣ୍ଡାରକୁ ଅଣାଯାଇଛି । ୩ଟି ସ୍ବତନ୍ତ୍ର ଗାଡ଼ିରେ

ଛତିଶଗଡ଼ ହାତରେ ମହାନଦୀ ଭାଗ୍ୟ?

ଓଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦକୁ ନେଇ ତିକ୍ତ ସଂପର୍କ ରହିଛି । ହାନଦୀ ଜଳ ପରିଚାଳନାରେ ମନମାନୀରେ ଚଳାଇଛି ଛତିଶଗଡ଼ । ଅଣମୌସୁମୀ ଋତୁରେ ଓଡ଼ିଶା ପଟକୁ ପାଣି ଛଡ଼ାଯାଉଛି ବୋଲି ଛତିଶଗଡ଼ ବାରମ୍ବାର ସଫେଇ ଦେଉଛି।

ଟିକା ଆଣୁଛି ଆଶ୍ୱସ୍ତି

ସୋମବାର ଓଡିଶାରେ ଟିକାକରଣ ହୋଇଛି । ଗୋଟିଏ ଦିନ ବ୍ୟବଧାନରେ ସାରା ଓଡ଼ିଶାରେ ମୋଟ ୩୭୫ଟି ଟୀକାକରଣ ସେସନ ଅନୁଷ୍ଠିତ ହୋଇଛି । ସୋମବାର ୩୧୯୦୨ ଜଣଙ୍କ ଟୀକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ମୋଟ ୩୨୫୨୬ ଜଣ ଲୋକ ଟିକା ଦିଆଯାଇଛି