Browsing Category
ରାଜ୍ୟ
ଓଡିଆ ପୁଅଙ୍କୁ ବଡ଼ ଦାୟିତ୍ୱ
ଓଡିଆ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ୱ । ପୂର୍ବରୁ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଓଡିଆ ପୁଅଙ୍କୁ ଦେଖିବାକୁ ମିଳିଛି । ଏବେ ପୁଣି ଆଉ ଜଣେ ଓଡିଆଙ୍କୁ ସେନାର ବଡ ପଦବୀରେ ନିଯୁକ୍ତ ମିଳିଛି। ପ୍ରଥମ ଓଡିଆ ଭାବେ ସେନା ଉପମୁଖ୍ୟ!-->…
କଂଗ୍ରେସ ମୁଖିଆଙ୍କ ଉପରେ କିଏ କରିଛି ଆକ୍ରମଣ?
କେନ୍ଦୁଝରରେ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଉପରେ ଆକ୍ରମଣ ଘଟଣା ରାଜନୈତିକ ମହଲକୁ ସରଗରମ କରିଦେଇଛି । ଆକ୍ରମଣ ଘଟଣାରେ ପିସିସି ସଭାପତି ସିଧାସଳଖ ବିଜେପିକୁ ଟାର୍ଗେଟ କରିଛନ୍ତି । ଏହି ଆକ୍ରମଣ ପଛରେ ବିଜେପି!-->…
କିଏ ନେବ ଉଷୁନା ଚାଉଳ ?
ଚାଉଳ କିଣାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି । ଉଷୁନା ଚାଉଳକୁ ନେଇ ଆରମ୍ଭ ହୋଇଛି ରାଜନୀତି । କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ କରିଛି ବିଜୁ ଜନତା ଦଳ । ରବି ଋତୁରେ ସଂଗ୍ରହ ହୋଇଥିବା ଉଷୁନା ଚାଉଳ କେନ୍ଦ୍ର ନେବ!-->…
ଜଗା ଦର୍ଶନ: ଲୋଡା ନାହିଁ କରୋନା ରିପୋର୍ଟ
ପୁରୀ ଶ୍ରମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କୋହଳ ହୋଇଛି କଟକଣା । ଆସନ୍ତା ୨୧ ତାରିଖରୁ ଜଗା ଦର୍ଶନ ପାଇଁ ଆଉ ଦରକାର ପଡିବନି କୋଭିଡ ନେଗେଟିଭ ରିପୋର୍ଟ । ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ଏହି!-->…
ସ୍କୁଲ ବୁଲିଲେ ପାଣ୍ଡିଆନ୍
କରୋନା କଟକଣା ପାଇଁ ସ୍କୁଲ ବନ୍ଦ ଥିବା ବେଳେ କେବେଳ ଦଶମ ଶ୍ରେଶୀ ପିଲାଙ୍କ ପାଇଁ ସ୍କୁଲ ଖୋଲି ପାଠପଢାଯାଉଛି । ଏତିକିବେଳେ ବିଭିନ୍ନ ସ୍କୁଲ ପରଦର୍ଶନ କରି ଅନୁଧ୍ୟାନ କରିଛନ୍ତି ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ । ରବିବାର ସକାଳୁ!-->…
ଖୋଲିବ କୀଡନି ଠକେଇ ଗୁମର !
ଖୋଲିବ କିଡନୀ ର୍ୟାକେଟ କେଳେଙ୍କାରୀ । ସାମନାକୁ ଆସିପାରେ ସତ । କିଡନୀ ଠକ ହିମାଂଶୁ ଭୂଷଣ ନନ୍ଦଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଛି କମିସନରେଟ ପୁଲିସ । ରିମାଣ୍ଡ ସମୟରେ କିଡନୀ ର୍ୟାକେଟ ନେଇ ଟିକିନିଖି ପଚରାଉଚରା କରିବ!-->…
ପ୍ରଥମ ଦିନରେ କେତେଜଣଙ୍କୁ ଟିକା?
ଟିକାକରଣର ପ୍ରଥମ ଦିନରେ ଓଡ଼ିଶାରେ ୮୧ ପ୍ରତିଶତ ଟିକାକରଣ ହୋଇଛି । ରାଜ୍ୟରେ ୧୬୧ଟି ଟିକାକରଣ କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ମୋଟ ୧୩ ହଜାର ୨୯୨ ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୬ ହଜାର!-->…
‘ଆମେ ନେବୁନି କରୋନା ଟିକା’
ସାରା ଦେଶରେ ମେଗା ଟିକାକରଣ ଆରମ୍ଭ ହୋଇଥିବା ବେଳେ କୋଭିଡ ଟିକାକୁ ସ୍ୱାସ୍ଥ୍ୟକର୍ମୀଙ୍କ ନା । ଓଡିଶା ନିଆଳିରେ ଆଜି ସ୍ୱାସ୍ଥ୍ୟକର୍ମୀ ମାନେ କୋଭିଡ ଟିକାକୁ ବର୍ଜନ କରିଛନ୍ତି । ନିଆଳି ଡାକ୍ତରଖାନାରେ ଏନଏମ କର୍ମୀ ମାନେ କରୋନା!-->…
କିଏ ନେଲେ ପ୍ରଥମ ଟିକା?
ଦେଶର ସର୍ବ ବୃହତ ଟିକାକରଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିବା ପରେ ପ୍ରଥମ ଟିକା ନେଇଛନ୍ତି ଦିଲ୍ଲୀ ଏମ୍ସ୍ର କରୋନା ଯୋଦ୍ଧା ତଥା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ଏମ୍ସ୍ର କରୋନା ଯୋଦ୍ଧା ସଫେଇ କର୍ମଚାରୀ!-->…
ଫିଡ୍ବ୍ୟାକ ନେଲେ ନବୀନ
ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଟିକାକରଣ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ଟିକାକରଣର ଫିଡବ୍ୟାକ୍ ନେଇଛନ୍ତି। ଟିକା ନେଇଥିବା ପ୍ରଥମ ବ୍ୟକ୍ତିଙ୍କ ଠାରୁ ଫିଡବ୍ୟାକ୍ ନେଇଛନ୍ତି!-->…