THE BYAPINI
Browsing Category

ରାଜ୍ୟ

ସୁପ୍ରିମକୋର୍ଟରେ ‘ପରୀ’ ମାମଲା

ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିବା ପରୀ ହତ୍ୟା ମାମଲାର ନୂଆ ମୋଡ଼ ଆସିଛି । ଆରମ୍ଭରୁ ହିଁ ଏସଆଇଟି ତଦନ୍ତ ଉପରେ ଭରସା ନାହିଁ ବୋଲି କହୁଥିବା ପରୀର ପରିବାର ଲୋକ ଏବେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏବେ

ପରଲୋକରେ ପଦ୍ମଶ୍ରୀ ପ୍ରକାଶ ରାଓ

ପରଲୋକରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖିବୁଜିଛନ୍ତି । ପ୍ରକାଶ ରାଓଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ

ସିଲଭର ସିଟି ପାଇଁ ସ୍ମାର୍ଟ ବସଷ୍ଟାଣ୍ଡ

ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ପରେ କଟକରେ ନିର୍ମିତ ହେବ ଅତ୍ୟାଧୁନିକ ବସ ଟର୍ମିନାଲ । କଟକର ଖାନନଗର ଠାରେ ନିର୍ମିତ ହେବ ଅତ୍ୟାଧୁନିକ ବସ୍‌ ଟର୍ମିନାଲ।ନେତାଜୀ ସୁଭାଷ ବୋଷଙ୍କ ନାମରେ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ

ଏସ୍ଆଇଟି ତଦନ୍ତ ସଠିକ୍ ଅଛି!

ନୟାଗଡ ଯଦପୁରର ବହୁ ଚର୍ଚ୍ଚିତ ପରୀ ମୃତ୍ରୁ୍ୟ ମାମଲାରେ ଏସଆଇଟି ତଦନ୍ତ ଉପରେ ଖୁସି ଅଛନ୍ତି ହାଇକୋର୍ଟ । ଏସଆଇଟି ତଦନ୍ତରେ ଖୁସି ଜାହିର କରିଛନ୍ତି କୋର୍ଟ । ତଦନ୍ତର ଅଗ୍ରଗତି ସଠିକ ରହିଥିବା ହାଇକୋର୍ଟ କହିଛନ୍ତି । ଆଜି ପରୀ

ଏଣିକି ବାଜିବ ଡିଜେ..ଜମିବ ପ୍ରସେସନ୍

କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆସିଥିବା ବେଳେ କରୋନା ଟିକା ମଧ୍ୟ ଆସି ରାଜ୍ୟରେ ପହଚିଂସାରିଛି । ଏହାରି ମଧ୍ୟରେ ରାଜ୍ୟ ସରକାର କୋଭିଡ କଟକଣାକୁ କିଛି କୋହଳ କରିଛନ୍ତି । ଏନେଇ ଏସଆରସିଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।

କେଉଁ ଜିଲ୍ଲାକୁ କେତେ ଟିକା?

ଓଡିଶାରେ ଆସି କରୋନା ଭ୍ୟାକସିନ ପହଚିଂବା ପରେ କଡା ସୁରକ୍ଷା ବଳୟ ମଧ୍ୟରେ ରାଜ୍ୟ ଟିକା ଭଣ୍ଡାରରେ ରଖାଯାଇଛି । ପ୍ରଥମ ପର୍ୟ୍ୟାୟରେ ଓଡ଼ିଶାକୁ ୪୦ ହଜାର ୮୦୦ ଭାୟାଲ ପଠାଇଛି ସେରମ । ଏହି ସମସ୍ତ ଟିକା ରାଜ୍ୟ ଔଷଧ ନିଗମରେ

ଫି’ ଦେବେନି ପରୀକ୍ଷା ଦେବେ

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ମାଟ୍ରିକ୍ ପରୀକ୍ଷା ଫି’ ଛାଡ଼ କଲେ ରାଜ୍ୟ ସରକାର । ମାଟ୍ରିକ ପରୀକ୍ଷା ନିମନ୍ତେ ପିଲାମାନଙ୍କ ପରୀକ୍ଷା ଫିସ୍‌ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ

ଓଡିଶାରେ କରୋନା ଟିକା

ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । କରୋନା କାଳରେ ସବୁଠୁ ବଡ ଖବର । ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ସ୍ପାଇସ୍ ଜେଟ୍ ବିମାନ ଯୋଗେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ କରୋନା ଟିକା ଆସି ପହଞ୍ଚିଛି । ଏୟାରପୋର୍ଟରେ

କେତେ ନିରାପଦ କୋଭିଡ ଟିକା?

ସାରା ଦେଶରେ ଜାନୁଆରୀ ୧୬ରୁ କରୋନା ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏ ନେଇ ସମସ୍ତ ପ୍ରସ୍ତୁତି ସରିଛି। ତେବେ ଟିକାକରଣ ପୂର୍ବରୁ କରୋନା ଭ୍ୟାକସିନ କେତେ ନିରାପଦ ଓ ଫଳପ୍ରଦ ସେ ନେଇ ରାଜ୍ୟସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଗଂଜାମ ଶବର ଭୁବନେଶ୍ୱର ଲିଙ୍କ୍

ଭୁବନେଶ୍ୱରରେ ମାରି ଗଂଜାମରେ ଫୋପାଡିଦେଲେ ମୃତଦେହ । ଏଭଳି ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ଗଂଜାମ ପୁଲିସ । ଭୁବନେଶ୍ୱର ଭରତପୁରରେ ଏକ ଯୁବତୀଙ୍କ ହତ୍ୟା କରାଯାଇଥିଲା । ଆଉ ଦୋଷ ଲୁଚାଇବାକୁ ଗଂଜାମରେ ଫିଙ୍ଗାଯାଇଥିଲା