THE BYAPINI
Browsing Category

ରାଜ୍ୟ

ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଓଡିଶା ଏକ ନମ୍ବର

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରୁଜୁ କରିବାରେ ଓଡ଼ିଶା ଦୁର୍ନୀତି ନିବାରଣ ନିର୍ଦେଶାଳୟ (ଭିଜିଲାନ୍ସ) ସମଗ୍ର ଦେଶରେ ଏକ ନମ୍ବର ସ୍ଥାନରେ ରହିଛି। ଜାତୀୟ ଅପରାଧ ନଥି ସଂସ୍ଥା (ଏନସିଆରବି) ପକ୍ଷରୁ ପ୍ରକାଶିତ ୨୦୨୨

ଦିଲ୍ଳୀରେ ମନମୋହନ, କହିଲେ ଆମେ ସରକାର ଗଢିବୁ

ଭୁବନେଶ୍ୱର: ଏଥର ଓଡ଼ିଶାରେ ସାଲିସବିହୀନ ଲଢେଇ ହେବ । ଆଉ ଆମେ ସରକାର ଗଢିବୁ । ଏଭଳି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କେନ୍ଦ୍ର ନେତୃବୃନ୍ଦଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀ ଗସ୍ତରେ ଥିବା ଶ୍ରୀ ସାମଲ ଏଭଳି

ଜେଲରେ କଏଦୀଙ୍କ ଆତ୍ମହତ୍ୟା

ଯାଜପୁର: ଜେଲରେ କଏଦୀଙ୍କ ଆତ୍ମହତ୍ୟା । ଯାଜପୁର ରୋଡ ରଗଡି ସବ ଜେଲରେ ଜଣେ ବିଚାରଧୀନ କଏଦୀ  ଆତ୍ମହତ୍ୟା କରିଛନ୍ତି । ଆଜି ସକାଳେ ଜେଲ ପରିସରରେ ଥିବା ଏକ ନିର୍ମାଣଧୀନ ଗୃହରେ ସେ ସୁଇସାଇଡ୍ କରିଛନ୍ତି । ବେକରେ ଗାମୁଛା ଲଗାଇ

ଭୁବନେଶ୍ୱର ଏବଂ ଜଟଣୀରେ ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା! ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୦ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର – ମଙ୍ଗଳବାରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଭୁବନେଶ୍ୱର ଏବଂ ଜଟଣୀରେ ଲିଜ୍‌ ଆକାରରେ ଜମି ନେଇଥିବା

ବିଜେପିକୁ ହରାଇବାକୁ ଲାଗିଥିଲା ବିଜେଡି ଟଙ୍କା:ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ଛତିଶଗଡ଼ରେ ବିଜେପିକୁ ହରାଇବାକୁ ବିଜେଡି ଟଙ୍କା ଲଗାଇଥିଲା। ଏଭଳି କିଛି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ।ସେ କହିଛନ୍ତି, ଗତ ନିର୍ବାଚନରେ ମଧ୍ୟ ବିଜେପିକୁ ହରାଇବାକୁ ଛତିଶଗଡ଼ରେ ବିଜେଡ଼ି

ଦିନେ ବଢିଲା ବାଲିଯାତ୍ରା

ଭୁବନେଶ୍ୱର: କଟକର ଐତିହାସିକ ବାଲିଯାତ୍ରା ଆଉ ଦିନଟିଏ ବଢିଲା । ବାଲିଯାତ୍ରା ଦିନେ ବଢାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା

ବାତ୍ୟା ନେଇ ଏହା କହିଲେ ଆଇଏମଡି ଡିଜି

ଭୁବନେଶ୍ୱର : ବାତ୍ୟା ମିଗ୍‌‌ଜୋମ୍‌‌ର ବିଶେଷ ପ୍ରଭାବ ଓଡିଶା ଉପରେ ପଡିବ ନାହିଁ। ଏନେଇ ସୋମବାର ଆଇଏମ୍‌‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି। ବାତ୍ୟା ମିଗଜୋମ୍‌‌ ଡିସେମ୍ବର ୫ରେ ଆନ୍ଧ୍ର ବାପାଟ୍‌‌ଲାରେ

ଓଡ଼ିଶାରେ କେବଳ ନବୀନ ମଡେଲ:ଅତନୁ

ଭୁବନେଶ୍ୱର: ୩ ରାଜ୍ୟରେ ବିଜୟୀ ବାନା ଉଡାଇବା ପରେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ବଡ ବୟାନ ଦେଇଛନ୍ତି । ୩ ରାଜ୍ୟରେ ଫଳାଫଳ ଯେମିତି ହେଲା ତାହାର ପୁନରାବୃତ୍ତି ଓଡ଼ିଶାରେ ଦେଖିବାକୁ ମିଳିବ ବୋଲି ମନମୋହନ କହିଛନ୍ତି ।

ଓଡ଼ିଶା ରାଜନୀତି ୨୦୨୪ରେ ୟୁ ଟର୍ଣ୍ଣ ନେବ: ମନମୋହନ

ଭୁବନେଶ୍ବର: ଓଡ଼ିଶା ରାଜନୀତି ୨୦୨୪ରେ ୟୁ ଟର୍ଣ୍ଣ ନେବ। ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଆଗ୍ରେସିଭ ମୁଡରେ ଲଢ଼ିବ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ରାଜ୍ୟ ସଭାପତି

ବାତ୍ୟା: ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟା ମିଗଜାଉଁ। ସୋମବାର ଅପରାହ୍ନ ବେଳକୁ ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ପାର୍ଶ୍ବବର୍ତ୍ତୀ ଉତ୍ତର ତାମିଲନାଡୁ ଉପକୂଳ ନିକଟତର ହେବ। ମଙ୍ଗଳବାର ପୂର୍ବାହ୍ନ ବେଳକୁ ବାତ୍ୟାଟି ଅତି ଭୀଷଣ ବାତ୍ୟାର ରୂପ