THE BYAPINI
Browsing Category

ରାଜ୍ୟ

ନୂଆବର୍ଷ ପାଇଁ ନୂଆ ଗାଇଡଲାଇନ୍‌

ଜାନୁଆରୀ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ନୂଆ ଗାଇଡଲାଇନ୍ ଅନୁସାରେ କଣ୍ଟେନ୍‌ମେଣ୍ଟ ଜୋନ୍ ଅଂଚଳରେ ଲକ୍‌ଡାଉନ୍ ଜାରି କରାଯାଇପାରିବ। ତେବେ କଣ୍ଟେନମେଣ୍ଟ୍ ଜୋନ ବାହାରେ କିପରି ଗତିବିଧି ରହିବ ସେ ନେଇ

ବିଦା ହେଲେ ଦୁର୍ନୀତିଗ୍ରସ୍ତ

ଦୁର୍ନୀତି ଓ ଅପାରଗତା ଯୋଗୁଁ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେମାନଙ୍କ ମଧ୍ୟରେ ୪ ଇଞ୍ଜିନିୟର ଓ ୨ ଜଣ ଅବକାରୀ ବିଭାଗର ଅଧିକାରୀ ସାମିଲ ଅଛନ୍ତି । ଏହି ଅସାଧୁ ଅଧିକାରୀମାନଙ୍କ ବିରୋଧରେ ପୂର୍ବରୁ ଭିଜିଲାନ୍ସ

ଜିରୋ ନାଇଟ୍‌ ପାଳନ ମନା

ବିଦାୟ ନେବେ ୨୦୨୦ । ଏହା ପୂର୍ବରୁ ରାଜ୍ୟସରକାର ଜାନୁଆରୀମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ୟ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସାରା ରାଜ୍ୟରେ ଜିରୋ ନାଇଟ

ହଲ୍ ଖୋଲିବ,ମାଲିକ ରାଜି ହେବେ ତ?

ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଖୋଲିବ ସିନେମା ହଲ । ରାଜ୍ୟସରକାର ଜାନୁଆରୀ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କ ଏସଓପି ଆଧାରରେ ରାଜ୍ୟରେ ଖୋଲିବ ସିନେମା ହଲ । ହେଲେ ୫୦ ପ୍ରତିଶତ

ଅକ୍ସଫୋର୍ଡ ଟିକାକୁ ବ୍ରିଟେନରେ ଗ୍ରୀନ୍ ସିଗନାଲ୍

କରୋନା ଟିକାକୁ ନେଇ ଭଲ ଖବର । ବ୍ରିଟେନରେ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟିକାକୁ ଅନୁମତି ମିଳିଛି । ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକାକୁ ବହୁ ପରୀକ୍ଷାନିରୀକ୍ଷା କରିବା ପରେ କରୋନାର ନୂଆ ଷ୍ଟ୍ରେନର

ଏଏନ୍‌ଏମ୍ ନିଲମ୍ବିତ,ତହସିଲଦାର କେବେ?

ଜଗା ଦର୍ଶନ ପାଇଁ ପାତର ଅନ୍ତର । ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନେଇ ଚାରି ଏଏନଏମ କର୍ମୀଙ୍କୁ ନିଲମ୍ବିତ ପରେ ଏବେ ଏହି ପ୍ରଶ୍ନ ଉଠିଛି । ପୂର୍ବରୁ ଜଣେ ତହସିଲଦାର ନିଜ ସପରିବାର ସହ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି

ମହିଳା କମିସନରେ ମୁହାଁମୁହିଁ

ମହିଳା କମିଶନରେ ମୁହାଁମୁହିଁ ହେଲେ ବର୍ଷା-ଅନୁଭବ । ବର୍ଷା- ଅନୁଭବଙ୍କ ପାରିବାରିକ ବିବାଦ ଧୀରେ ଧୀରେ ତେଜିବାରେ ଲାଗିଛି। ଓଲିଉଡ୍ ଷ୍ଟାର ଦମ୍ପତି ଅନୁଭବ ଓ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ମାମଲାରେ ଉଭୟଙ୍କ ସହ

ପଦୋନ୍ନତି ପାଇଲେ ବୋଥ୍ରା

ଆଇପିଏସ ଅରୁଣ ବୋଥ୍ରାଙ୍କୁ ପଦୋନ୍ନତି । ଅତିରିକ୍ତ ଡିଜି ରାଙ୍କକୁ ପଦୋନ୍ନତି ପାଇଲେ ଅରୁଣ ବୋଥ୍ରା । ୧୯୯୬ ବ୍ୟାଚର ତିନି ଆଇପିଏସଙ୍କୁ ମିଳିଛି ଏହି ଦାୟିତ୍ବ । ସଂଜୟ ସିଂ ଏବଂ ସୁସ୍ମିତା କାକରନ ମଧ୍ୟ ଏଡିଜି ପାହ୍ୟା ପାଇଛନ୍ତି

ଜନତା ଜାଣିବେ ନେତା,ଅଫିସରଙ୍କ ସମ୍ପତ୍ତି

ଏଣିକି ନିର୍ବାଚିତ ଲୋକ ପ୍ରତିନିଧି ଏବଂ ସରକାରୀ କର୍ମଚାରୀମାନେ ବାର୍ଷିକ ସଂପତି ତାଲିକା ଦେବାକୁ ବାଧ୍ୟ ହେବେ । ସରପଞ୍ଚଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଯାଏଁ ସମସ୍ତେ ପ୍ରତିବର୍ଷ ସମ୍ପତ୍ତି ତାଲିକା ପ୍ରଦାନ କରିବେ । ଏହି ସଂପର୍କିତ

ସରକାରୀ ସ୍କୁଲ ପିଲାଙ୍କୁ ସଂରକ୍ଷଣ

ସରକାରୀ ସ୍କୁଲ ଏବଂ ଘରୋଇ ଇଂରାଜୀ ମିଡିୟମ ସ୍କୁଲ ମଧ୍ୟରେ ତାରତମ୍ୟ ଦୂର କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଣିକି ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ରାଜ୍ୟରେ ଥିବା ଡାକ୍ତରୀ, ଇଂଜିନିୟରିଂ ପରି