THE BYAPINI
Browsing Category

ରାଜ୍ୟ

ଜିରୋ ନାଇଟରେ ଘରେ ରୁହ : ବିଏମସି

ନୁଆବର୍ଷ ଆସୁଛି । ସ୍ୱାଗତ କରିବାକୁ ଜିରୋ ନାଇଟ ସେଲିବ୍ରେସନ ପାଇଁ ସବୁଠି ଉକ୍ରଣ୍ଠା ଥାଏ । ହେଲେ ଏଥର କିନ୍ତୁ ଜିରୋ ନାଇଟ ସେଲିବ୍ରେସନ ଉପରେ ରୋକ ଲାଗିଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ଜାରି ହୋଇଛି ଗାଇଡଲାଇନ ।

ଫିକା ପଡିବ ନୂଆବର୍ଷ

ଫିକା ପଡିବ ନୂଆବର୍ଷ । କୋଭିଡ କଟକଣା ଭିତରେ ଟୁଇନ ସିଟିରେ ନୂଆବର୍ଷ ପାଳନ ହେବ । ଯେପରି କୌଣସି ସ୍ଥାନରେ ଅଧିକ ଭିଡ ନଜମେ ସେଥିପ୍ରତି କଡ଼ା ନଜର ରଖିବ କମିସନରେଟ ପୁଲିସ । ବିଭିନ୍ନ ସ୍ଥାନରେ ପୁଲିସ ପାଟ୍ରୋଲିଂ ସହ ନାକାବନ୍ଦୀ

ବ୍ରେନ୍ ମ୍ୟାପିଂରୁ ବାହାରିବ ସତ!

ପରୀ ହତ୍ୟା ମାମଲାରେ ଠୋସ ପ୍ରମାଣ ଯୋଗାଡ କରିବାରେ ଲାଗିଛି ଏସଆଇଟି । ପରୀ ହତ୍ୟା ଓ ଦୁଷ୍କର୍ମ ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ଚିନ୍ତାରେ ତଦନ୍ତକାରୀ ଟିମ । ଅଭିଯୁକ୍ତ ସରୋଜ ସେଠୀ ବିରୋଧରେ ଯଥେଷ୍ଟ ପ୍ରମାଣ ଯୋଗାଡ

ସେବାୟତଙ୍କ ଶିବ ଦର୍ଶନ

ଦୀର୍ଘ ୯ ମାସ ପରେ ଖୋଲିଛି ଲିଙ୍ଗରାଜ ମନ୍ଦିର । ପୁରୀ ଢାଂଚାରେ ଏକାମ୍ର କ୍ଷେତ୍ରରେ ମଧ୍ୟ ଲିଙ୍ଗରାଜଙ୍କ ମନ୍ଦିର ଖୋଲିଥିବା ବେଳେ ପ୍ରଥମେ ଶିବ ଦର୍ଶନ କରିଛନ୍ତି ସେବାୟତ । ତେବେ ମନ୍ଦିରରେ ପ୍ରବେଶ ପାଇଁ କୋଭିଡ ନେଗେଟିଭ

ନବୀନଙ୍କ ୱାନ୍-ବିଏଚ୍-କେ ରହସ୍ୟ

ଯେତବେଳେ ଜଣେ ନେତାଟିଏ ହେବା ପରେ ତାଙ୍କର କୋଟି କୋଟି ଟଙ୍କାର ସଂପତି ଥିବା ତାଲିକାରେ ଦେଖିବାକୁ ମିଳେ ସେତେବେଳେ ସାମନାକୁ ଆସିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରଳ ଲାଇଫ ଷ୍ଟାଇଲ । ଆଉ ଏହାକୁ ସାମନାକୁ ଆଣିଛନ୍ତି ବିଜୁ

ମହିଳାଙ୍କୁ ଅବହେଳା କରିଛି କିଏ?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ପ୍ରଧାନମନ୍ତ୍ରୀ ମୋଦୀ ମହିଳା ବିରୋଧୀ’ ମନ୍ତବ୍ୟ ଉପରେ ଆଜି ଜବାବ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦି ସରକାର ସବୁବେଳେ ମହିଳାଙ୍କୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । କରୋନା

ନୂଆ କୃଷି ଆଇନ ଲାଭ ଦେବ: ଧର୍ମେନ୍ଦ୍ର ପ୍ରଧାନ

ନୂଆ କୃଷି ଆଇନ ନେଇ ଚାଷୀଙ୍କ ଆନ୍ଦୋଳନ ମଧ୍ୟରେ ଓଡିଶା ଆସି ରାଜ୍ୟର ଚାଷୀଙ୍କୁ କୃଷି ଆଇନର ଲାଭ ନେଇ ବୁଝାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆ କୃଷି ଆଇନ ଦ୍ୱାରା ଓଡିଶା ସମେତ ଭାରତ ବର୍ଷର ଚାଷୀମାନେ ଅଧିକ

ବିଜେଡିର ଟିଭି ଚେହେରା

ନୂଆ ବର୍ଷରେ ବିଜେଡିର ନୂଆ ମିଡିଆ ଟିମ୍ । ବିଜୁ ଜନତା ଦଳର ମିଡିଆ ଟିମ୍ ପୁନର୍ଗଠିତ ହୋଇଛି । ତୀୟ ମୁଖପାତ୍ର, ମୁଖପାତ୍ର ଓ ପାନେଲିଷ୍ଟଙ୍କ ତାଲିକା ପ୍ରକାଶ କରିଛି ଦଳ । ବିଜେଡି ସଭାପତି ନବୀନ ପଟ୍ଟନାୟକ ମିଡିଆ ଟିମ୍‌ର

ଗ୍ୟାଙ୍ଗଷ୍ଟରଙ୍କ ଘର ବନ୍ଧୁକର ଗନ୍ତାଘର

ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ ଘରୁ ପୁଣି ବନ୍ଧକୁ ଓ ଗୁଳି ଜବତ । ଦୁଇ ଭାଇଙ୍କୁ ରିମାଣ୍ଡରେ ନେଇଥିବା କମିସନରେଟ୍ ପୁଲିସକୁ କଟକ ସିଡିଏସ୍ଥିତ ବାସଭବନରେ ଚଢ଼ାଉ ସମୟରେ ୩ଟି ବନ୍ଧୁକ ଓ ୧୪୦ଟି ଗୁଳି ମିଳିଛି। ପୁଲିସ କମିସନର

ଚାଷୀଙ୍କ ଖାତାକୁ ମୋଦିଙ୍କ ଟଙ୍କା

ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଥମିନଥିବା ବେଳେ ଆଜି ଓଡିଶା ସମେତ ୬ଟି ରାଜ୍ୟର ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡିଶାର ନୂଆପଡା ଚାଷୀଙ୍କ ସହ ବି ମୋଦି କଥା ହୋଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ