Browsing Category
ରାଜ୍ୟ
ଶହେ ଟଙ୍କାରେ କୋଭିଡ ଟେଷ୍ଟ
ରାଜ୍ୟରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । କିନ୍ତୁ ଏବେ ବି ଲୋକଙ୍କ ମନରୁ ସଂକ୍ରମଣର ଭୟ ଯାଇନି । ଏବେ ରାଜ୍ୟରେ କରୋନା ନମୂନା ପରୀକ୍ଷା ଶସ୍ତା ହୋଇଛି । ଏଣିକି ୧୦୦ ଟଙ୍କାରେ କରୋନା ପରୀକ୍ଷା!-->…
ଅନୁଭବଙ୍କୁ ମହିଳା କମିଶନଙ୍କ ନୋଟିସ୍
ଦିନକୁ ଦିନ ବିବାଦୀୟ ହେବାରେ ଲାଗିଛି ବର୍ଷା-ଅନୁଭବ ବିବାଦ । କେତେବେଳେ ଅନୁଭବ ତ କେତେବେଳେ ବର୍ଷା । ଗଣାମଧ୍ୟମ ସାମନାକୁ ଆସୁଛି ସେମାନଙ୍କ ଭିନ୍ନ ଭିନ୍ନ ବୟାନ କି ଭିଡିଓ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ସେମାନଙ୍କ!-->…
ଦ୍ୱନ୍ଦ୍ୱ ବଢୁଛି: ସାବାଳକ ବନାମ ନାବାଳକ?
ନୟାଗଡ ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏକ ବଡ଼ ତଥ୍ୟ ସାମନାକୁ ଆସିଛି । ଅଭିଯୁକ୍ତ ନାବାଳକ ନୁହେଁ ସାବାଳକ । ନୟାଗଡ଼ ପୋକ୍ସୋ କୋର୍ଟ ସରୋଜକୁ ହାଜର କରିବା ସହ ଏସଆଇଟି ଅଭିଯୁକ୍ତର ବୟସ ପ୍ରମାଣ ପତ୍ର ଦାଖଲ କରିଛି।!-->…
ସରକାରୀ ସ୍କୁଲ ଦେବ ଉଜ୍ୱଳ ଭବିଷ୍ୟତ
ସରକାରୀ ସ୍କୁଲରେ ପାଠ ପଢାଇବା ପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀ ମୁହଁ ଫେରାଇନେଉଛନ୍ତି । କିନ୍ତୁ ସରକାର ଏଭଳି ଏକ ପ୍ରସ୍ତାବ ଆଣିଛନ୍ତି ଯାହା ସରକାରୀ କଲେଜରେ ପଢୁଥିବା ପିଲାଙ୍କ ପାଇଁ ଖୁସି ଆଣିଦେଇଛି । ସରକାରୀ ସ୍କୁଲ!-->…
ଦାଗ ଲାଗିଲେ ଦଣ୍ଡ ନିଶ୍ଚିତ
ଦୁର୍ନୀତି ହିଁ ବିକାଶର ବଡ଼ ଶତ୍ରୁ । ଦୁର୍ନୀତି ବିରୋଧରେ ଲଢେଇ ପାଇଁ ମନ୍ତ୍ର ଫୁଙ୍କିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ନୀତି ବିରୋଧରେ ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ବିଜେଡି ରାଜ୍ୟ ପରିଷଦ ବୈଠକରେ ଉଦବୋଧନ ଦେଇଛନ୍ତି ।!-->…
ପାଣ୍ଡିଆନଙ୍କ ପାହାନ୍ତିଆ ଫୋନ୍ କଲ୍
ରାଜ୍ୟରେ ଯେତେବେଳେ କରୋନା ତାର କାୟା ବିସ୍ତାର ଆରମ୍ଭ କଲା,ଲୋକେ ଭୟଭୀତ ହୋଇପଡିଥିଲେ । ସେତେବଳେ ଲୋକଙ୍କୁ ସଂକ୍ରମଣ ସ୍ଥିତି ସଂପର୍କରେ ଜଣାଇବା ପାଇଁ ଓ ସଚେତନ ସଂପର୍କ ପାଇଁ ରାଜ୍ୟ ସରକାର ଲୋକଙ୍କ ସାମାନାକ ଗୋଟିଏ ଚେହେରା!-->…
‘ପରୀ’ ହତ୍ୟାକାରୀ ଗିରଫ
ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏସଆଇଟିକୁ ବଡ଼ ସଫଳତା ମିଳିଛି । ଜଣେ ଅଭିଯୁକ୍ତକୁ ଗିରଫକରାଯାଇଥିବା ନେଇ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସଆଇଟି) ସ୍ପଷ୍ଟ କରିଛି । ଗିରଫ ଅଭିଯୁକ୍ତ ଜଣ ଯଦୁପୁର ଗାଁର । ଆସନ୍ତାକାଲି!-->…
ମହାକାଳପଡା ବନ୍ଦର – କେନ୍ଦ୍ରାପଡାରେ ଶିଳ୍ପାୟନର ପ୍ରବେଶପଥ
ଚାରିହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗ ଓ ଛଅ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଯାଉଛି ମହାକାଳପଡା ବନ୍ଦର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀଙ୍କ!-->…
ମତେ ସୁରକ୍ଷା ଦିଅ : ଅନୁଭବ
ଓଲିଉଡ ଷ୍ଟାର କପୁଲ ବିବାଦ କୋର୍ଟ କଚେରୀର ଚକ୍କର କାଟି ଏବେ ପୁଲିସ ହେଡକ୍ୱାର୍ଟର ଯାଏଁ ପହଁଚିଲାଣି । ପ୍ରଥମେ ଥାନାରେ ଅଭିଯୋଗ କରି ବର୍ଷା ପୁଲିସ ସୁରକ୍ଷା ପାଇଥିଲେ । ଆଉ ଏବେ ଅନୁଭବ ନିଜକୁ ଅସୁରକ୍ଷିତ ମଣିଲେଣି । ବିଜେଡିର!-->…
ଥାନାରେ ବର୍ଷାଙ୍କ ଏତଲା
ବଢିବାରେ ଲାଗିଛି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ । କଟକର ପୁରୀଘାଟ ଥାନାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣି ଏତଲା ଦେଇଛନ୍ତି । ସୋସିଆଲ ମିଡିଆରେ କିଛି ବ୍ୟକ୍ତି ଆପତ୍ତିଜନକ ପୋଷ୍ଟ କରୁଛନ୍ତି ।!-->…