Browsing Category
ରାଜ୍ୟ
ପରୀ ତଦନ୍ତରେ ସନ୍ତୁଷ୍ଟ ନୁହେଁ ଏନସିପିସିଆର
ନୟାଗଡର କୁନି ଝିଅ ପରୀର ମାମଲା ସାରା ରାଜ୍ୟକୁ ଦୋହଲାଇଦେଇଛି । ହେଲେ ଏଯାଏ ପରୀକୁ କିଏ ମାରିଲା ଆଉ କାହିଁକି ତାହା ସ୍ପଷ୍ଟ ହୋଇନି । ଏଭଳି ସମୟରେ ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ!-->…
ଶହେ ଟଙ୍କାରେ ପୁରୀରେ ରହଣି
ଏଣିକି ମାତ୍ର ଶହେରୁ ଦେଢ ଶହ ଟଙ୍କା ଭିତରେ ପୁରୀରେ ରହିପାରିବେ ପର୍ଯ୍ୟଟକ । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ସୁଲଭ ମୁଲ୍ୟରେ ନିର୍ମାଣ ହେବ ଭକ୍ତ ନିବାସ। ବାସେଳି ସାହି ଥାନା ନିକଟରେ ୩ରୁ ୪ ହଜାର ଭକ୍ତଙ୍କ ପାଇଁ!-->…
ପରୀ ମାମଲା: ପୁଲିସର ସ୍ପଷ୍ଟୀକରଣ
ପରୀ ମୃତ୍ୟୁ ମାମଲାରେ ଓଡିଶା ପୋଲିସର ସ୍ପଷ୍ଟୀକରଣ ରଖିଛି । ଝଓଞ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ଓ ଅମୂଳକ ବୋଲି କହିଛି ଓଡ଼ିଶା ପୋଲିସ । ଘଟଣାକୁ ନେଇ ଓଡିଶା ପୋଲିସ ଲିଖିତ ପ୍ରତିକ୍ରିୟା ଦେଇଛି। ତଦନ୍ତକାରୀ!-->…
ରାଜନୀତି କରିବେ କି ବର୍ଷା ? ଏନଜିଓ ପରେ ପାଠାଗାର ବଢାଇଲା ଚର୍ଚ୍ଚା!
ଗୋଟିଏ ପଟେ ବର୍ଷା- ଅନୁଭବଙ୍କ ଭିତରେ ବିବାଦ ଦିନକୁ ଦିନ ବଢି ବଢି ଚାଲିଛି । ଅନ୍ୟପଟେ ଗୋଟେ ପରେ ଗୋଟେ ସମାଜସେବା କରି ଲୋକଙ୍କ ମନ ଜିଣୁଛନ୍ତି ବର୍ଷା । ଗରିବ ଲୋକଙ୍କୁ ସାହାଯ୍ୟ କରି, ଲୋକାଭିମୁଖୀ କାମ କରି ବେଶ ଚର୍ଚ୍ଚା!-->…
ଏସ୍ଆଇଟି ତଦନ୍ତରେ ଖୁସି ନାହାନ୍ତି ହାଇକୋର୍ଟ!
ନୟାଗଡ ପରୀ ମୃତ୍ୟୁ ମାମଲାରେ ଏସଆଇଟି ତଦନ୍ତକୁ ନେଇ ଖୁସି ନାହାନ୍ତି ହାଇକୋର୍ଟ । ଏହି ମାମଲାରେ ତଦନ୍ତ ବିଶେଷ ଆଗେଇନଥିବା କହିଛନ୍ତି କୋର୍ଟ । କୋର୍ଟଙ୍କୁ ବନ୍ଦ ଲଫାପାରେ ଷ୍ଟାଟସ ରିପୋର୍ଟ ଦିଆଯାଇଛି । ହେଲେ ଅଭିଯୁକ୍ତଙ୍କୁ!-->…
ବୋଉ ତୁ ମତେ ବଂଚା..
ବୋଉ ତୁ ମୋତେ ଏଠୁ ନେଇ ଯା, ନହେଲେ ମୋତେ ମାରିକି କେଉଁଠି ପକାଇଦେବେ । ଫୋନରେ ଜୀବନ ବଂଚାଇବାକୁ ଫୋନରେ ମାଆକୁ ଆକୁଳ ନିବେଦନ କରୁଛି ଝିଅ । ଯାଜପୁର ଧର୍ମଶାଳାରୁ ଏକ ଯୁବତୀଙ୍କୁ ଅପହରଣ କରାଯାଇ ନିର୍ଯାତନା ଦିଆଯାଉଥିବା ଅଭିଯୋଗ!-->…
ସେଲିବ୍ରେଟି କପଲଙ୍କ ଭାଇରାଲ ଭିଡିଓ
ସାମାନାକୁ ଆସିଲା ଓଲିଉଓ ସୁପରଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନଙ୍କ ଆଉ ଏକ ଭିଡିଓ । ଏହି ଭିଡିଓଟିରେ ରୁମ ଭିତରକୁ ଯିବାକୁ ଅନୁଭବ କହୁଥିବା ବେଳେ ବର୍ଷା ତାଙ୍କୁ ମନା କରିଦେଉଛନ୍ତି । ଏହା!-->…
ଧର୍ମେନ୍ଦ୍ରଙ୍କ ଚାଲ୍, ରାଜ୍ୟ ସରକାର ବେହାଲ?
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଗୋଟି ଚାଳନା କରି ରାଜ୍ୟବାସୀଙ୍କ ଆସ୍ଥା ଜିତିବାକୁ ଚେଷ୍ଟା କରିଥିଲେ, ଏବେ ସମାନ ଫର୍ମୁଲା ଆପଣାଇ ରାଜ୍ୟ ସରକାରଙ୍କୁ ବେହାଲ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବୀନ!-->…
ପାଠକଙ୍କୁ ଦିଆଯାଉ ବାଧ୍ୟତାମୂଳକ ଅବସର : ନବୀନ
ଦୁର୍ନୀତିଗ୍ରସ୍ତ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଅବସର ଦିଆଯାଉ । ଏହି ମର୍ମରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସର୍ବଭାରତୀୟ ସେବାର ଏହି ଅଧିକାରୀଙ୍କ!-->…
ପଦଯାତ୍ରା ହେବ, ଧର୍ମେନ୍ଦ୍ର ପ୍ରଧାନ ଆସିବେ ତ?
ପରୀ ମୃତ୍ୟୁ ମାମଲାର ଏସଆଇଟି ପର୍ଦ୍ଦାଫାଶ କରି ଅପରାଧୀକୁ ଗିରଫ କରିବାକୁ ସଜବାଜ ହେଉଥିବା ବେଳେ ନିଜ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପଦଯାତ୍ରା କରିବା ଜିଦରେ ଅଟଳ ରହିଛି ରାଜ୍ୟ ବିଜେପି । ରାଜନୀତିକୁ ନେଇ ଆମେ!-->…