THE BYAPINI
Browsing Category

ରାଜ୍ୟ

ପୋଲ୍ ଖୋଲିବ ପ୍ରଦୀପଙ୍କର !

ଲୋକଙ୍କୁ ଠକି, ମିଛ ଚାକିରୀର ଲୋଭ ଦେଖାଇ, ଠକ ଆକଶା ପାଠକଙ୍କୁ ସାହାଯ୍ୟ ସହଯୋଗ କରି ଜେଲ୍ ଯାଇଥିବା ପ୍ରଦୀପ ପାଣିଗ୍ରାହୀ ଅଧ୍ୟାୟର ଆଉ ଏକ ଫର୍ଦ୍ଦ ଖୁଶୀଘ୍ର ଖୋଲିବାକୁ ଯାଉଛି । ପ୍ରଦୀଙ୍କର ଘନିଷ୍ଠ ସହଯୋଗୀ କୁହାଯାଉଥିବା

ବିଜେପି ଏବେ କରିବ କଣ?

ପରୀକୁ ନ୍ୟାୟ ଦେବା ପାଇଁ ଅଭିଯାନ ଆରମ୍ଭ କରିଥିବା ରାଜ୍ୟ ବିଜେପି ଏବେ ଦୋଛ'କିରେ । ଏସଆଇଟି ପରୀ ମୃତ୍ୟୁ ମାମଲାରେ ସାଂଘାତିକ ଦିଗଟିଏ ସାମ୍ନାକୁ ଆଣିବାପରେ ଦଳ ଏବେ ଆଗକୁ କେଉଁ ଆଭିମୁଖ୍ୟ ନେବ ସେନେଇ ସନ୍ଦିହାନ । କାରଣ ଏହି

ଶ୍ରେୟ କାହାର? କିଏ ଦେଇଛି କେତେ?

ପୁରୀ ଓ ଯାଜପୁରରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ । ଖୁବ ଶ୍ରୀଘ୍ର ଏହା କାର୍ଯକାରୀ ମଧ୍ୟ ହେବାକୁ ଯାଉଛି । ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତି ପରେ ଏବେ ଏହାକୁ ନେଇ ବିଜେପି ଓ ବିଜେଡି ଭିତରେ ଆରମ୍ଭ ହୋଇଛି ଛକାପଞ୍ଝା ।

ନିର୍ଯାତନା ପାଇଁ ଖାଇଲେ ନିଦ ବଟିକା

ମୃତ ସମାଜସେବୀ ଆଦିତ୍ୟ ଦାସଙ୍କ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ । ଆଦିତ୍ୟ ଦାସଙ୍କୁ ହତ୍ୟା କରାଯାଇଛି ବୋଲି କୌଣସି ପ୍ରମାଣ ମିଳିପାରିନଥିବା ବେଳେ ଆଦିତ୍ୟ ଦାସଙ୍କ କିଛି ସମର୍ଥକ ତାଙ୍କ ପତ୍ନୀଙ୍କୁ ଦୋଷୀ ବୋଲି ଅପପ୍ରଚାର

ପରୀ ମାମଲାରେ ସାଂଘାତିକ ମୋଡ଼

ପରୀ ହତ୍ୟା ମାମଲାରେ ସାଂଘାତିକ ତଥ୍ୟ ସାମନାକୁ ଆସିଛି । ହତ୍ୟା ପୂର୍ବରୁ ଯୌନନିର୍ଯାତନାର ଶିକାର ହୋଇଥିଲା ପରୀ । ଆଜି ଏସଆଇଟି ପକ୍ଷରୁ ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ ହୋଇଛି । ତେବେ ପରୀକୁ ଦୁଷ୍କର୍ମ ପରେ ବୀଭତ୍ସ ଭାବେ

ଫେରାଦ ହେଲେ ବର୍ଷା..

ଦିନକୁ ଦିନ ନୂଆ ମୋଡ଼ ନେଉଛି ଓଲିଉଡ ହିରୋଇନ ବର୍ଷା ପ୍ରିୟଦର୍ଶିନୀ ଓ ସୁପରଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିବାଦ । ମହିଳା କମିସନରେ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ବର୍ଷା କେଉଁ କାରଣ ପାଇଁ ମହିଳା

ସ୍ୱାତୀର ଶବ ମିଳିଲା,ସସପେନ୍ସ ବଢିଲା..

ଆଉ ଫେରିଲାନି ସ୍ୱାତୀ । ମା’ କୋଳ ଖାଲିକରି ଚାଲିଗଲା । ପରୀ ମୃତ୍ୟୁ ନେଇ ସାରା ରାଜ୍ୟ ଉଠୁଥିବା ପଡୁଥିବା ବେଳେ ନୟାଗଡ ବଧିପାଟଣାର ନିଖୋଜ ୩ ବର୍ଷର ଶିଶୁକନ୍ୟାର ମୃତଦେହ ମିଳିଛି । ନିଖୋଜ ହେବାର ୫ ଦିନ ପରେ ପାଖ ଗାଁର ଏକ

ନୂଆବର୍ଷ ନାଚକୁ ନା ନା..

ଜିରୋ ନାଇଟରେ ତାଲା । ବାଜିବନି ଡିଜେ,ହେବନି ଡ୍ୟାନ୍ସ । ମହାମାରୀ କରୋନା ପାଇଁ ଫିକା ହେବ ନୂଆବର୍ଷର ସ୍ୱାଗତ । ଏଥର ଭୁବନେଶ୍ୱରରେ ହେବନି ଜିରୋ ନାଇଟ ସେଲିବ୍ରେସନ । ଜାନୁଆର ୩୧ ତାରିଖ ରାତିରେ କୋଭିଡ ଗାଇଡଲାଇନ ଅନୁଯାୟୀ

ମନ୍ଦିର ଖୋଲିଲେ ମହାମିଳନ

ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ମହାମାରୀ କରୋନା ଯୋଗୁଁ ଗତ ୯ ମାସ ହେବ ବନ୍ଦ ପଡିଥିବା ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବାକୁ ଯାଉଛି । କୋଭିଡ କଟକଣା ଭିତରେ ଶ୍ରୀମନ୍ଦିର ପରେ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବାକୁ ନିଷ୍ପତି

ଲିଙ୍ଗରାଜ ମନ୍ଦିର ଦାୟିତ୍ୱରେ ରହିବେ କେଉଁ ପ୍ରଶାସକ?

ଶ୍ରୀମନ୍ଦିର ଢାଂଚାରେ ଲିଙ୍ଗରାଜ ମନ୍ଦିରର ପରିଚାଳନା ପାଇଁ ଆଇନ କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର । ଅର୍ଥାତ୍ ଶ୍ରୀମନ୍ଦିରରେ ଯେଭଳି ପରିଚାଳନା କମିଟି ସମସ୍ତ ନିଷ୍ପତ୍ତି ଗ୍ରହଣ କରୁଛି ଠିକ ସମାନ ଢଙ୍ଗରେ ଲିଙ୍ଗରାଜ