THE BYAPINI
Browsing Category

ରାଜ୍ୟ

ନିଖୋଜ ହେଉଛି ମାଆର ନିଶ୍ୱାସ

ପରୀ, ସ୍ୱାତୀ, ପିହୁ ଆଉ ଏବେ ବିଷ୍ଣୁପ୍ରିୟା… ଦିନକୁ ଦିନ ସନ୍ଦେହ ବଢାଉଛି ଏ କଅଁଳ କଢିଙ୍କ ନିଖୋଜ ଘଟଣା । ଶିଶୁ ଅପହରଣ ଅଭିଯୋଗ ଓ ନିଖୋଜ ଘଟଣା ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଆମ ଭବିଷ୍ୟତ ପିଢିଙ୍କୁ ନେଇ

ଆଉ ଚୁପ୍ ରହିବନି: ଅନୁଭବ

ଓଲିଉଡ ସୁପରଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ପ୍ରଥମ ଥର ପାଇଁ ଫେସୁବକରେ ପୋଷ୍ଟ କରି ମୁହଁଖୋଲିଥିଲେ ଜାଗ୍ରତୀ ଶୁକ୍ଲା । ଏହାର ଠିକ ୨୪ ଘଂଟା ପରେ ସୋସିଆଲ

ଖୁସି କରିଦେଲେ ମୁଖ୍ୟମନ୍ତ୍ରୀ

ପୁରୀ ଓ ଯାଜପୁର ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ କ୍ୟାବିନେଟ ବୈଠକରେ ଲିଙ୍ଗରାଜ ମନ୍ଦିର ବ୍ୟତୀତ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ପୁରୀ ଓ ଯାଜପୁରବାସୀଙ୍କୁ ମିଳିବ ଉତମ ସ୍ୱାସ୍ଥ୍ୟସେବା ।

କଥା ରଖିଲେ ମୁଖ୍ୟମନ୍ତ୍ରୀ

ପ୍ରତିଶ୍ରୁତି ଦେଇ କଥା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ମିଳିଛି । ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ସ୍ୱତନ୍ତ୍ର ଅଧ୍ୟାଦେଶକୁ ମଂଜରୀ

ଦିଲ୍ଲୀରୁ ଚେତାବନୀ, କାଠଗଡାକୁ ଟାଣିବି !

ଦିଲ୍ଲୀରୁ ଆସିଲା ଚେତାବନୀ । ଅନୁଭବ-ବର୍ଷାଙ୍କ ବ୍ୟକ୍ତିଗତ ମାମଲାରେ ମୋ ନାଁ ଯୋଡୁଛ, ମୋ ପ୍ରତି ଅଶାଳୀନ ମନ୍ତବ୍ୟ ଦେଉଛ । ସୋସିଆଲ ମିଡ଼ିଆରେ ଖରାପ ଭାଷା କହି ମୋ ସମ୍ମାନ ହାନି କରୁଛ । ଜଣେ ମହିଳାଙ୍କୁ ସମର୍ଥନ କରିବାକୁ ଯାଇ

ଅନୁଭବଙ୍କ ସହ ସଂପର୍କ ବୃତ୍ତିଗତ : ଜାଗ୍ରତି

ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ର୍ରିୟଦର୍ଶିନୀଙ୍କ ସ୍ୱାମୀ ସ୍ତ୍ରୀ ସଂପର୍କ ଏବେ କାଠଗଡାରେ ରହିଛି । କିଛି ଦିନ ତଳେ ଅନୁଭବ ମହାନ୍ତି ଓ ଜାଗ୍ରତି ଶୁକ୍ଲାଙ୍କ ଫଟୋକୁ ନେଇ ସୋସିଆଲ ମିଡିଆରେ

ଏ ଆଖି ଦେଖିବ ଚକାଆଖି…

କାଳିଆରେ ତତେ କଣ ଆଉ ଦେଖିପାରିବୁନି... ? ତୋ ମୁହଁ କଣ ଆଉ ଚାହିଁପାରିବୁନି...? ଏ ଅପେକ୍ଷାର ଅଦୃଶ୍ୟ ପାଚେରୀ ଆଉ କେତେ ଦିନ କାଳିଆ କେତେ ଦିନ...? ଭଗବାନଙ୍କୁ ଭକ୍ତର ଏ ଭାବର ପ୍ରଶ୍ନ ଆଉ କେଇଟା ଦିନ ପାଇଁ? କେଇଟା ମୁହୂର୍ତ୍ତ

ଠକୁଥିଲେ ଜ୍ୱାଇଁ, ସହଯୋଗ କରୁଥିଲେ ଶ୍ୱଶୁର.

୫ ଦିନିଆ ରିମାଣ୍ଡରେ ନେଇ ଆକାଶ ପାଠକଙ୍କୁ ଘନଘନ ଜେରା କରୁଛି କ୍ରାଇମବ୍ରାଂଚ । ତେବେ ରିମାଣ୍ଡରେ ଗୋଟିଏ ଦିନ ପରେ କ୍ରାଇମବ୍ରାଂଚ ଏଡିଜି ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମ ସାମନାରେ ଭାବୀ ଶ୍ୱଶୁର ଓ ଜ୍ୱାଇଁର କେଳେଙ୍କାରୀର

ଶିଶୁ ନିଖୋଜ ହେଉଛନ୍ତି କାହିଁକି?

ରାଜ୍ୟରେ ଏବେ ପ୍ରତିଦିନ ଶିଶୁ ନିଖୋଜ ହେବା ଖବର ସାମନାକୁ ଆସୁଛି । ପରୀ ଭଳି ଅନେକ ଶିଶୁ ନିଖୋଜ ହେଉଛନ୍ତି । ଯାହାର କିଛି ପତା ମିଳୁନି । ନୟାଗଡ ଯଦୁପୁରର ପରୀ ପରେ ଏବେ ଦଧିପାଟଣା ଗାଁରୁ ପୁଣି ୩ ବର୍ଷ ଶିଶୁ ନିଖୋଜ ହୋଇଥିବା

କରୋନା ରିପୋର୍ଟ ନଦେଲେ ଜଗା ଦର୍ଶନ ମନା…

ଏଇ ମାସ ଅର୍ଥାତ ଡିସେମ୍ବର ଶେଷ ସୁଦ୍ଧା ଖୋଲିପାରେ ଶ୍ରୀମନ୍ଦିର । ହେଲେ ପ୍ରଥମେ ପୁରୀ ବାସୀଙ୍କୁ ଜଗା ଦର୍ଶନ ପାଇଁ ପ୍ରାଥମିକତା ଦିଆଯିବ । ପୁରୀ ବାସିନ୍ଦା ପ୍ରଥମେ କାଳିଆ ଦର୍ଶନ କରିବା ପରେ ଜାନୁଆରୀରୁ ୩ରୁ ପୁରୀ ବାହାର ଲୋକ