THE BYAPINI
Browsing Category

ରାଜ୍ୟ

ଜାନୁଆରୀରୁ ଜଗା ଦର୍ଶନ

ଜଗନ୍ନାଥ ଭକ୍ତଙ୍କ ପାଇଁ ଖୁସି ଖବର । ଗତ ୯ ମାସ ପରେ ଖୋଲିବ ଶ୍ରୀମନ୍ଦିର । ଡିସେମ୍ବର ୨୩ ଅର୍ଥାତ ଏଇ ମାସ ଶେଷ ସୁଦ୍ଧା ଶ୍ରୀମନ୍ଦିର ଖୋଲିପାରେ । ଏନେଇ ୨ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ । ମାସ ଶେଷ ସୁଦ୍ଧା

ପୁରନ୍ଦେଶ୍ୱରୀଙ୍କ ‘ପରୀ’ କଥା

ରାଜ୍ୟ ବିଜେପି ପ୍ରଭାରୀ ନିଜ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଟାର୍ଗେଟ କରିବା ସହ ପରୀ ପ୍ରସଙ୍ଗ ଉଠାଇଛନ୍ତି । କହିଛନ୍ତି, ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେଉଛନ୍ତି ରାଜ୍ୟ ସରକାର ।

ଖୋଲିବ ଆକାଶଙ୍କ ଅନ୍ଧାରୀ ଇଲାକା

ଖୋଲିବ ଆକାଶଙ୍କ ଅନ୍ଧାରୀ ଇଲାକା । ଆଜିଠୁ ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ । ଠକେଇ, ଜାଲିଆତି ଭଳି ମାମଲାର ଅଧିକ ଖୋଳତାଡ଼ ପାଇଁ ଆକାଶଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ । ଝାରପଡାରୁ ଜେଲରୁ

ବିଭାଗ କଥା କିଛି ବୁଝୁଛନ୍ତି ତ ସମୀର ଦାସ?

ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ରୋଷର ଶୀକାର ହୋଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସ୍କୁଲ ଖୋଲିବା ନେଇ ବାରମ୍ବାର ରଖୁଥିବା ବୟାନ ମୁଖ୍ୟମନ୍ତ୍ରୀଙ୍କୁ କ୍ଷୁବ୍ଧ କରିଛି । ବୁଝି ବିଚାରି ବୟାନ ଦେବା ପରିବର୍ତ୍ତେ ଖାମଖିଆଲ

ଯୁଦ୍ଧ ଜିତିବୁ, ଘରକୁ ଫେରିବୁ…

ଶୀତ ବଢୁଛି, ଚାଷୀଙ୍କ ସ୍ୱର ଶାଣିତ ହେଉଛି । ହାଡଭଙ୍ଗା ଶୀତର ଏ ଶୀତୁଆ ରାତିରେ ବି ରାଜରାସ୍ତାରେ ପଡିରହି ଆନ୍ଦୋଳନ କରୁଛନ୍ତି ଅନ୍ନଦାତା । ହକ ପାଇଁ ହାଏ ହାଏର ନାରା ଦେଇ ସରକାରଙ୍କୁ ଘେରିଥିବା ଚାଷୀ ଦୀର୍ଘ ଦିନ ହେବ ଧାରଣା

ଖପ୍ପା ହେଲେ ନବୀନ..

ଖପ୍ପା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍କୁଲ, କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗ ପକ୍ଷରୁ ଦିଆଯାଉଥିବା ଭିନ୍ନ ଭିନ୍ନ ମତକୁ ମୁଖ୍ୟମନ୍ତ୍ରୀ ନାପସନ୍ଦ କରିଛନ୍ତି । ଏଭଳି ମନ୍ତବ୍ୟ ନଦେବାକୁ ମୁଖ୍ୟମନ୍ତ୍ରୀ ତାଗିଦ

ଡିସେମ୍ବର ୧୬ରେ ଖୋଲିବ ଶ୍ରୀମନ୍ଦିର!

କୋଟି କୋଟି ଜଗନ୍ନାଥ ପ୍ରେମୀ ଏବେ ଶ୍ରୀମନ୍ଦିର ଦ୍ୱାରକୁ ଚାହିଁ ରଖିଛନ୍ତି, କେବେ ଶ୍ରଦ୍ଧାଳୁଙ୍କ ପାଇଁ ଦ୍ୱାର ଫିଟିବ ଏବଂ ସେମାନେ ଠାକୁର ଦର୍ଶନ କରିବେ । କୋଭିଡ୍ କାରଣରୁ ପ୍ରାୟ ୯ ମାସ ହେଲାଣି, ଭକ୍ତଙ୍କ ପାଇଁ ବନ୍ଦ ରହିଛି

ନୂଆବର୍ଷରୁ ଖୋଲିବ ସ୍କୁଲ!

ମହାମାରୀ କରୋନା ଯୋଗୁ ଛାତ୍ରଛାତ୍ରୀଙ୍କ ୨୦୨୦ ଶିକ୍ଷା ବର୍ଷ ସଂପର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଗତ ୯ ମାସ ହେବ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ଯାଇନାହାନ୍ତି । ଘରେ ରହି ଅନଲାଇନ ମାଧ୍ୟମରେ ପାଠପଢୁଛନ୍ତି । ତେବେ ନୂଆବର୍ଷରୁ

ବରମୁଣ୍ଡା ବଦଳିବ ଓଡିଶା ଦେଖିବ

ବଦଳିବ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡର ଚିତ୍ର । ବରମୁଣ୍ଡା ବସଷ୍ଟାଣ୍ଡ ରାଜ୍ୟର ସବୁଠାରୁ ବ୍ୟସ୍ତବହୁଳ ବସଷ୍ଟାଣ୍ଡ । ରାଜ୍ୟର ବିଭିନ୍ନ ସ୍ଥାନକୁ ଏଠାରୁ ବସ୍ ଚଳାଚଳ କରିଥାଏ। ହଜାର ହଜାର ଯାତ୍ରୀ ମଧ୍ୟ ପ୍ରତିଦିନ ବିଭିନ୍ନ

ପରୀ ପାଇଁ ପୁରନ୍ଦେଶ୍ୱରୀ!

ପ୍ରଭାରୀ ଦାୟିତ୍ୱ ନେଇ ଓଡିଶା ଆସୁ ଆସୁ ପ୍ରସଙ୍ଗ ଭିତ୍ତିକ ଲଢେଇ ପାଇଁ ଅଂଟା ଭିଡିଦେଲେ ଡି. ପୁରନ୍ଦେଶ୍ୱରୀ । ପରୀକୁ ନ୍ୟାୟ ଦେବା ପାଇଁ ଆଗକୁ ଆସିଛନ୍ତି ପ୍ରଭାରୀ । ଯଦୁପୁର ଗାଁରେ ପହଂଚି ପରୀ ପରିବାରକୁ ଭେଟି ଆଲୋଚନା ବି