Browsing Category
ରାଜ୍ୟ
ବାତ୍ୟା: ଆଜିଠାରୁ ଦକ୍ଷିଣ ଓଡ଼ିଶାରେ ଝଡ଼ବର୍ଷା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ପ୍ରଭାବରେ ରାଜ୍ୟରେ ପାଗ ବଦଳିଯାଇଛି। ରବିବାରଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ସହ ଦକ୍ଷିଣ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇଛି। ସୋମବାର ଏହି!-->…
ଦଳିଦେଲା ଦନ୍ତା, ୨ ଚାଷୀ ମୃତ
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ଅଧିନ ପାରିଓରଡ଼ ପଞ୍ଚାୟତ ବ୍ରଜଗୋପିକାଧାନ ନିକଟରେ ଦନ୍ତାହାତୀର ପାଦ ତଳେ ଦୁଇ ଜଣ ଚାଷୀଙ୍କ ଜୀବନ ଯାଇଛି । ମୃତକ ନାମ କୃଷ୍ଣଚନ୍ଦ୍ର ପ୍ରଧାନ ଏବଂ ଲକ୍ଷ୍ମୀଧର ବେହେରା ବୋଲି!-->…
୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ
ପୁରୀ : ସୋମବାର ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ । ଅପରାହ୍ନ ୫ଟାରୁ ରାତି ୧୦ଟା ଯାଏ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିରରେ ପଇତା ଲାଗି ନୀତି ପାଇଁ ଦର୍ଶନ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ଏହା ଗୁପ୍ତ ନୀତି!-->…
ବାତ୍ୟା: ୫୪ଟି ଟ୍ରେନ୍ ବାତିଲ
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ୫୪ଟି ଟ୍ରେନ୍କୁ ବାତିଲ କଲା ପୂର୍ବତଟ ରେଳବାଇ । ବାତ୍ୟା ‘ମିଚାଉଁ’କୁ ଆଖି ଆଗରେ ରଖି ଭୁବନେଶ୍ବରରୁ ଛାଡୁଥିବା ୧୨ଟି ଟ୍ରେନ୍ ବାତିଲ୍ କଲା ରେଳବାଇ । ବାତିଲ ଟ୍ରେନ୍ଗୁଡ଼ିକ ମଧ୍ୟରେ!-->…
ଦନ୍ତା ଆକ୍ରମଣରେ ବୃଦ୍ଧ ମୃତ
କେନ୍ଦୁଝର : ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ମୃତ । କେନ୍ଦୁଝର ଜିଲ୍ଲା ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଅନ୍ତର୍ଗତ ଭେଜଡ଼ିହି ଗାଁରେ ଜମିରେ ଧାନ ଜଗିଥିବା ବେଳେ, ହାତୀ ଆକ୍ରମଣରେ ବନମାଳୀ ମୁଣ୍ଡାଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି।
!-->!-->!-->…
୫ଜିଲ୍ଲାରେ ପ୍ରବଳ ବର୍ଷା!
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ । ଘଣ୍ଟା ପ୍ରତି ୫କିମି ବେଗରେ ଉତ୍ତରପଶ୍ଚିମ ଆଡ଼କୁ ଗତି କରୁଛି । କାଲି ପୂର୍ବାହ୍ନରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳରେ!-->…
ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ୪ ଆହତ
ଭୁବନେଶ୍ବର : ରାଜଧାନୀରେ ପୁଣି ଏକ ସଡକ ଦୁର୍ଘଟଣା । ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ନିକଟରେ ଘଟିଥିବା ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି । ଏକ ଦ୍ରୁତଗାମୀ କାର୍ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ମାଡିଯାଇ!-->…
କୁଖ୍ୟାତ ଅପରାଧୀକୁ ଏନ୍କାଉଣ୍ଟର
କଟକ: କୁଖ୍ୟାତ ଅପରାଧୀକୁ ଏନ୍କାଉଣ୍ଟର । ଅପରାଧୀ ଲିପୁ ଓରଫ ସୁଶାନ୍ତ ସାହୁଙ୍କୁ ଏନ୍କାଉଣ୍ଟର କଲା ନିଶ୍ଚିନ୍ତକୋଇଲି ପୋଲିସ । ଶନିବାର ବିଳମ୍ବିତ ରାତିରେ ନିଶ୍ଚିନ୍ତକୋଇଲି ଥାନା ପୋଲିସ ପାଟ୍ରୋଲିଂ କରିବା ସମୟରେ ଅସୁରେଶ୍ୱର!-->…
ସୃଷ୍ଟି ହେଲା ବାତ୍ୟା ‘ମିଗଜାଉମ୍’
ଭୁବନେଶ୍ୱର: ବଙ୍ଗୋପସାଗରରେ ଗଭୀର ଅବପାତ, ବାତ୍ୟା ରୂପ ନେଇଛି । ଏହା ଆସନ୍ତା ୫ ତାରିଖରେ ଆନ୍ଧ୍ରପ୍ରଦେଶ ସଂଲଗ୍ନ ଉତ୍ତର ତାମିଲନାଡ଼ୁ-ପୁଡୁଚେରୀ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହାର ପ୍ରଭାବରେ ଅରେଞ୍ଜ ଆଲର୍ଟ ଜାରି କରିଛି!-->…
ଓଏଏସସ୍ତରରେ ଅଦଳବଦଳ
ଭୁବନେଶ୍ୱର : ୧୧ ଓଏଏସ ଅଫିସରଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । ୧୧ଜଣ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ନିଯୁକ୍ତି । ଏ ନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ!-->…