THE BYAPINI
Browsing Category

ରାଜ୍ୟ

ନ୍ୟାୟ ପାଇଁ ନା ନିଜ ପାଇଁ?

ପରୀକୁ ନ୍ୟାୟ ଦେବା ପାଇଁ ଆରମ୍ଭ ହୋଇଥିବା ଲଢେଇ ଏବେ ଫାଇଦା ରାଜନୀତି ଆଡକୁ ମୁହାଁଇଥିବା ଚର୍ଚ୍ଚା ହେଉଛି । କୁହାଯାଉଛି ପରୀକୁ ନ୍ୟାୟ ଦେବାକୁ ବିଜେପିର ଆନ୍ତରିକତା କମ୍ ବରଂ ସାରା ଓଡିଶାରେ ନିଜର ଉପସ୍ଥିତି ଜାହିର କରିବାକୁ

ଏସ୍‌ଆଇଟି ଆଗରେ ଲକ୍ଷ୍ମଣରେଖା..

ଗାଁ ମୁଣ୍ଡରେ ବନ୍ଧା ହୋଇଛି ବାଉଁଶ । ଆଉ ସେଠାରେ ଜଗିରହିଛନ୍ତି ଗାଁ ଲୋକ । ନୟାଗଡ ଯଦୁପୁରରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ । ଯଦୁପୁରର ୫ ବର୍ଷର କୁନି ଝିଅ ପରୀ ମୃତ୍ୟୁର ତଦନ୍ତ କରୁଥିବା ଏସଆଇଟି ଟିମକୁ ଗାଁରେ

ବିରୋଧୀଙ୍କ ଭୋଟ ସର୍ବସ୍ୱ ରାଜନୀତି : ସମୀର ମହାନ୍ତି

ଚାଷୀ ବିରୋଧ କରୁଛନ୍ତି, ବିଜେପି ଅକଳରେ ପଡିଛି । ସଂଗଠିତ ଚାଷୀ ସଂଗଠନର ଦିଲ୍ଲୀ ଘେରାଉ ମୋଦି ସରକାରଙ୍କୁ ମଧ୍ୟ ଚାପଗ୍ରସ୍ତ କରିଛି । ଦଳୀ ମୁଖପାତ୍ର, କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ରାଜ୍ୟ ସ୍ତରରେ ନେତା ସମସ୍ତେ ଚେଷ୍ଟା

‘ପରୀ’ ମୃତ୍ୟୁର କ’ଣ ମୂଲ୍ୟ ନାହିଁ!

ନୟାଗଡ ଯଦୁପୁର ମୁଁ ଝିଅଟିଏ । ମୋର ବି ସ୍ୱପ୍ନ ଥିଲା । ମୁଁ ବଡ଼ ହେବି । ବାପା,ମାଆ ଆଖିର ତାରା ସାଜିଛି । କିନ୍ତୁ ସ୍ୱପ୍ନ ପୂରଣ ହେବା ଆଗରୁ ମୋର ମୃତ୍ୟୁ ହୋଇଗଲା । ମୋତେ କିଏ ମାରିଲା, କଣ ପାଇଁ ମାରିଲା ମୁଁ ଜାଣିନି । ତଦନ୍ତ

ପାହାନ୍ତିଆରେ ପାଣ୍ଡିଆନ…

ମୁଖ୍ୟମନ୍ତ୍ରୀ ଏକାମ୍ରକ୍ଷେତ୍ର ପ୍ରକଳ୍ପ ବୁଲି ଦେଖିବାର ଦିନ କେଇଟାପରେ ପୁଣି ଅନୁଧ୍ୟାନ ପାଇଁ ପହଁଚିଛନ୍ତି ୫-ଟି ସଚିବ ଭି. କେ. ପାଣ୍ଡିଆନ୍ । ପ୍ରକଳ୍ପ କାର୍ଯ୍ୟ କେତେବାଟ ଆଗେଇଛି ତାର ସମୀକ୍ଷା କରିଛନ୍ତି ପଣ୍ଡିଆନ ।

ରିପୋର୍ଟରେ କାଳକୋଠରୀର ସତ!

ପୁରୀ ହାଜତ ମୃତ୍ୟୁ ଘଟଣାର ଶବ ବ୍ୟବଚ୍ଚେଦ ରିପୋର୍ଟ ଆସିଛି । ହେଲେ ଶବ ବ୍ୟବଚ୍ଚେଦ ରିପୋର୍ଟ ତଥ୍ୟ ଚମକାଇଦେଇଛି । ମୃତ ରମେଶଙ୍କ ଦେହସାରା କ୍ଷତ ଚିହ୍ନ ଓ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିବା ଶବ ବ୍ୟବଚ୍ଚେଦ ରିପୋର୍ଟରେ ଉଲ୍ଲେଖ

ପନ୍ଦର ଦିନରେ ଖୋଲିବ ‘ପରୀ’ ରହସ୍ୟ

୫ ବର୍ଷର କୁନି ଝିଅ ପରୀ ହତ୍ୟାକାରୀ କିଏ? ପରୀ ହତ୍ୟା ପଛର କାରଣ କଣ ? ଏହି ରହସ୍ୟଜନକ ମୃତ୍ୟୁ ଉପରୁ ପରଦା ଉଠାଇବାକୁ ଏବେ ଲାଗିପଡିଛି ଏସଆଇଟି । ଏହାରି ଭିତରେ ଘଟଣାକୁ ନେଇ ବଡ଼ ବୟାନ ଦେଇଛନ୍ତ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।

ଏଣିକି ଜଣେ ନୁହେଁ ଦୁଇ ଜଣ ପିନ୍ଧିବେ ହେଲମେଟ୍‌

ଦୁଇ ଚକିଆ ଗାଡି ଚଲାଉଥିବା ବ୍ୟକ୍ତି ସାବଧାନ । ଏଣିକି କେବଳ ବାଇକ ଚଲାଉଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବାଇକ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ଆଉ ପଛ ସିଟରେ ବସିଥିବା

ହାଇକୋର୍ଟ ଗଲେ ଅଭୟ

ଆଇଏଫଏସ ଅଭୟକାନ୍ତ ପାଠକ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଗିରଫ ହୋଇଥଇବା ଅଭୟକାନ୍ତ ପାଠକ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି । ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ

କଂଗ୍ରେସ: କାହାର ଗତି କୁଆଡେ?

କଂଗ୍ରେସ ଆଉ କନ୍ଦଳ । ଗୋଟିଏ ମୂଦ୍ରାର ଦୁଇଟି ପାଶ୍ୱ । ଓଡିଶା ରାଜନୀତିରେ ଯେଉଁଠି କଂଗ୍ରେସ ସେଇଠି କନ୍ଦଳ । ଏହା ପୂର୍ବରୁ ରହିଆସିଛି । ଆଉ ଏବେ ପରୀ ପ୍ରସଙ୍ଗରେ ମଧ୍ୟ କଂଗ୍ରେସରେ ଦେଖାଦେଇଛି ଫାଟ । ଦଳ ଭିତରେ ନେତାଙ୍କ ଭିନ୍ନ