Browsing Category
ରାଜ୍ୟ
କରୋନା ବେଳେ କରୁଥିଲେ ମଉଜ..
କରୋନା କଟକଣା ଭିତରେ ଯେତେବେଳେ ଗଂଜାମର ଲୋକେ ଛଟପଟ ହେଉଥିଲେ ସେତେବେଳେ ଚାର୍ଟର ପ୍ଲେନରେ ବସି ମେଟ୍ରୋ ସିଟି ବୁଲୁଥିଲେ ଦୁଇ ବନ୍ଧୁ । ଲୋକେ ତାଲାବନ୍ଦ ଭିତରେ ଥିବା ସମୟରେ ସେମାନେ ଆକାଶରେ ଉଡୁଥିଲେ । ଗୋପାଳପୁର ବିଧାୟକ!-->…
କଟକଣାରେ ବିିତିଯିବ ୨୦୨୦ ବର୍ଷ…
ରାଜ୍ୟସରକାର ଡିସେମ୍ବର ମାସ ପାଇଁ ନୂଆ କରୋନା ଗାଇଡଲାଇନ ଜାରି କରିଛନ୍ତି । ନୂଆ ଗାଇଡ୍ଲାଇନ୍ରେ ଅନେକ କଟକଣାକୁ କୋହଳ କରାଯାଇଛି । ହେଲେ କଣ୍ଟେନମେଣ୍ଟ୍ ଜୋନ୍ ଗୁଡ଼ିକରେ ଲକ୍ଡାଉନ୍ ନିୟମ ବଳବତ୍ତର ରହିବ ବୋଲି ନିଷ୍ପତି!-->…
କେଉଁ ଅଫିସରଙ୍କ ଅଧୀନରେ କାମ କରିପାରିବିନି : ପ୍ରଦୀପ
ବିଜେଡିରୁ ବିଦା ହେବା ପରେ ମୁହଁ ଖୋଲିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଦଳ କିଭଳି ପରିଚାଳିତ ହେଉଛି, କିଭଳି ତାଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା, କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁହଷ୍ଠାନ ଗ୍ରହଣ!-->…
‘ପରୀ’ ପାଇଁ ପାଟିତୁଣ୍ଡ । ବାଚସ୍ପତିଙ୍କ ପୋଡିୟମ ଚଢିଲା ବିଜେପି..
ପରୀ ମୃତ୍ୟୁ ପ୍ରସଙ୍ଗରେ ୩ ଦିନ ହେବ ବିଧାନସଭା ହୁଲସ୍ତୁଲ ପରେ ଆଜି ମାମଲାର ଏସଆଇଟି ତଦନ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ହାଇକୋର୍ଟଙ୍କ ନିରୀକ୍ଷଣରେ ହେବ ପରୀ ମୃତ୍ୟୁର ଏସଆଇଟି ତଦନ୍ତ । ଏନେଇ ଗୃହ ବିଭାଗ ପକ୍ଷରୁ!-->…
ଅପରାଜିତାଙ୍କ ଓପରମୁହାଁ ଚାଲି! ମହାପ୍ରଭୁଙ୍କ ମୁରୁଜ ଉପରେ ମାଡିଗଲେ..
କାର୍ତ୍ତିକ ମାସରେ ପଂଚୁକରେ ରାସ୍ତା ଉପରେ ପଡିଥିବା ମହାପ୍ରଭୁଙ୍କ ମୁରୁଜ ଉପରେ ଚଢିଗଲେ ଭୁବନେଶ୍ୱର ସାଂସଦ । ମୁରୁଜ ଉପରେ ପାଦଥୋଇ ପୁଣି ବିବାଦରେ ଫଶିଯାଇଛନ୍ତି ଅପରାଜିତା ଷଡଙ୍ଗୀ । ଗତକାଲି ଥିଲା ମହାପ୍ରଭୁଙ୍କର ନାଗାର୍ଜୁନ!-->…
ମୁଁ ବାପାଙ୍କ କଥାରେ ଏକମତ ନୁହେଁ : ତନୟା
ବାପା ସୈାମ୍ୟରଂଜନ ପଟ୍ଟନାୟକଙ୍କ କଥାରେ ଏକମତ ନୁହଁନ୍ତି ଝିଅ ତନୟା ପଟ୍ଟନାୟକ । ନୟାଗଡ ପରୀ ମୃତ୍ୟୁ ମାମଲାରେ ବାପା ଦେଇଥିବା ବୟାନ ବିରୋଧରେ ଯାଇଛନ୍ତି ଝିଅ ତନୟା । କହିଛନ୍ତି, କୈାଣସି ବି ହତ୍ୟା ବା ଦୁଷ୍କର୍ମ ଘଟଣା ଛୋଟ!-->…
ଆରେ କାଳିଆ, ଦେ’ରେ ଧରା…
ମହାବାହୁଙ୍କ ଦୁର୍ଲଭ ବେଶ । ଦୀର୍ଘ ୨୬ ବର୍ଷ ପରେ ରତ୍ନ ସିଂହାସନରେ ନାଗାର୍ଜୁନ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ । ହେଲେ ଭକ୍ତ ଆଉ ଭଗବାନ ଭିତରେ କରୋନାର ଯେଉଁ ଲକ୍ଷ୍ମଣରେଖା ଟାଣି ହୋଇଯାଇଥିଲା, ତାହା ମହାପ୍ରଭୁଙ୍କ ଏହି ବିରଳ!-->…
କରୋନାଠାରୁ ରାଜ୍ୟରେ ବଳିଗଲା ଅଣକୋଭିଡ଼ ମୃତ୍ୟୁ । ୭ ମାସରେ ଗଲାଣି ଲକ୍ଷେ ୪୧ ହଜାର ଲୋକଙ୍କ ଜୀବନ ।
ମହାମାରୀ ସମୟରେ କରୋନା ସଂକ୍ରମଣ ବ୍ୟକ୍ତିଙ୍କ ମୃତ୍ୟଠାରୁ ଅଣକୋଭିଡ ମୃତ୍ୟୁ ସଂଖ୍ୟା ୮୫ ଗୁଣ ଅଧିକ ରହିଛି । ଗତ ୭ ମାସରେ ୧ ଲକ୍ଷ ୪୧ ହଜାର ୮୭୪ ଲୋକଙ୍କ ମୃତ୍ୟୁ ହୋଇଛି । କରୋନା ସଂକ୍ରମଣ ହୋଇନଥିବା ଏତିକି ଲୋକଙ୍କ ଏପ୍ରିଲରୁ!-->…
ତିର୍ତ୍ତୋଲରେ ପୁଣି ବିଜୟ ବାନା ଉଡାଇଲା ବିଜେଡି । ଶୁଭିଲା ଶଙ୍ଖ, ମଉଳିଗଲା ପଦ୍ମ । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କ…
ତିର୍ତୋଲ ଉପନିର୍ବାଚନରେ ପୁଣି ଥରେ ବାଜିମାତ କରିଛି ବିଜେଡି । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ରୋଧୀ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ତିର୍ତ୍ତୋଲରେ ବିଜୟବାନା ଉଡାଇଛି ବିଜେଡି!-->…
ବାଲେଶ୍ୱରରେ ବିଜେଡିର ବାଜିମାତ୍ । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ବିପୁଳ ବିଜୟ । ବିଜେଡି ଦଖଲରେ ବିଜେପିର ଗଡ଼ ।
ଉପନିର୍ବାଚନରେ ବାଲେଶ୍ୱର ଓ ତିର୍ତୋଲରେ ବିଜେଡିର ଦବଦବା । ରାଜ୍ୟର ଦୁଇଟି ଉପନିର୍ବାଚନରେ ବିଜେଡି ବାଜିମାତ କରିଛି । ବାଲେଶ୍ୱରରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ବିପୁଳ ବିଜୟ ହୋଇଛି । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୧୩!-->…