Browsing Category
ରାଜ୍ୟ
ସରିଛି ମତଦାନ, ଷ୍ଟ୍ରଙ୍ଗରୁମରେ ଇଭିଏମ୍: ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ ପୁର୍ବରୁ ବିଜୟ ନେଇ ବିଜେଡିର…
ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ସୁରୁଖୁରୁରେ ଶେଷ ହୋଇଛି । ଏବେ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ଇଭିଏମ ରହିଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।
ବାଲେଶ୍ୱର!-->!-->!-->…
ନବୀନ କରିବେ ଭର୍ଚୁଆଲ ପ୍ରଚାର: କାଲି ତିର୍ତ୍ତୋଲ ଓ ୨୯ରେ ବାଲେଶ୍ୱର ଆସନ ପାଇଁ ଉପନିର୍ବାଚନ ପ୍ରଚାର ମୈଦାନକୁ…
ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ଆସନ୍ତାକାଲି ତିର୍ତ୍ତୋଲ ବିଧାନସଭା ଆସନ ଲାଗି ପ୍ରଚାର କରିବାକୁ ଥିବା ବେଳେ ୨୯ ତାରିଖରେ ବାଲେଶ୍ୱର ସଦର ଆସନ ପାଇଁ ପ୍ରଚାର କରିବେ ନବୀନ । ତିର୍ତ୍ତୋଲରେ!-->…
ବାଲେଶ୍ୱର ଉପନିର୍ବାଚନ: ବେଣୁଧର ବାରିକ ଓରଫ ବେଣୁ ମଉସା, କାହା ପାଇଁ ଆର୍ଶୀବାଦ ତ କାହା ପାଇଁ ଅଭିଶାପ।
ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଦଳ ନିଜର ହାଇଭୋଲଟେଜ ପ୍ରଚାର ଜାରି ରଖିଛନ୍ତି । ତେବେ ଏଥିରୁ ବାଦ ପଡିନାହାନ୍ତ ସମସ୍ତ ଦଳ ପାଇଁ ମୁଣ୍ଡ ବିନ୍ଧା ପାଲଟିଥିବା ବେଣୁ ମଉସା ଓରଫ ବେଣୁଧର ବାରିକ ।!-->…
ସୁନ୍ଦର ହେବ ଶେଷ ଠିକଣା: ମାର୍ଚ୍ଚ ସୁଦ୍ଧା ସରିବ ସ୍ଵର୍ଗଦ୍ଵାର ସୌନ୍ଦର୍ଯ୍ୟକରଣ
ସ୍ଵର୍ଗଦ୍ଵାର: ମଣିଷର ଶେଷ ଠିକଣା, ସନାତନ ଧର୍ମରେ ସ୍ବର୍ଗପ୍ରାପ୍ତିର କେନ୍ଦ୍ର
() ସ୍ଵର୍ଗଦ୍ଵାର, ସମସ୍ତଙ୍କ ଶେଷ ଠିକଣା । ଜନ୍ମ ଅଛି ମାନେ ମୃତ୍ୟୁ ବି ଅଛି। ଆଉ ମୃତ୍ୟୁ ପରେ ସମସ୍ତେ ଚାହାନ୍ତି ସ୍ଵର୍ଗଦ୍ଵାର ଯିବାକୁ।!-->!-->!-->…
ଦଣ୍ଡାଦେଶ ପରେ ଦିଲ୍ଲୀପ ରାୟଙ୍କୁ ତୁରନ୍ତ ମିଳିଲା ଜାମିନ୍। କୋଇଲା ଦୁର୍ନୀତି ମାମଲାରେ ଜେଲ୍ ଦଣ୍ଡାଦେଶ ପରେ ବେଲ୍।
କୋଇଲା ଖଣି ଆବଟଂନ ଦୁର୍ନୀତି ମାମଲାରେ ଦିଲ୍ଲୀପ ରାୟଙ୍କୁ ଦଣ୍ଡାଦେଶ ମିଳୁମିଳୁ ତୁରନ୍ତ ଜାମିନ ମିଳିଯାଇଛି । କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩!-->…
ଅକ୍ଟୋବରରେ କମୁଛି କରୋନା ସଂକ୍ରମଣ, ରାଜ୍ୟରେ ୨ ହଜାର ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା । ଧୀରେ ଧୀରେ କମୁଛି ପ୍ରକୋପ…
ରାଜ୍ୟରେ ଲଗାତାର କିଛିଦିନ ହେବ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ୧୯ଶହ ୮୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୧ଶହ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ତାନୀୟ!-->…
କୋଭିଡ଼ ଗାଇଡ଼ଲାଇନ ଭିତରେ ହେବ ଦୁର୍ଗାପୂଜା । କେବଳ କଟକରେ ୪ ଫୁଟରୁ ଅଧିକ ଉଚ୍ଚର ୯ଟି ମୂର୍ତ୍ତି ନିର୍ମାଣକୁ ମିଳିଲା…
ହାଇକୋର୍ଟରେ କଟକ ଦୁର୍ଗାପୂଜା ମାମଲାର ଅନ୍ତ । କୋଭିଡ଼ ଗାଇଡ଼ଲାଇନ ଭିତରେ ହୋଇପାରିବ ଦୁର୍ଗାପୂଜା । କୋଭିଡ ମହାମାରୀ ବେଳେ ଦୁର୍ଗାପୂଜାକୁ ନେଇ କିଛିଦିନ ହେବ ପୂଜା କମିଟି ଓ ପ୍ରଶାସନ ମଧ୍ୟରେ ଚାଲିଥିଲା ବିବାଦ । ଅନ୍ୟପଟେ ପୂଜା!-->…
ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା । ଏଣିକି ବାହାର ଜିଲ୍ଲାର ଶବ ହୋଇପାରିବ ସତ୍କାର । କରୋନାରେ ମୃତ ବ୍ୟକ୍ତିଙ୍କ…
ପୁରୀ ସ୍ବର୍ଗଦ୍ବାରରୁ ହଟିଲା କଟକଣା । ଏବେ ସ୍ବର୍ଗଦ୍ବାରରେ ଅନ୍ୟ ଜିଲ୍ଲାର ଶବ ସତ୍କାର କରାଯାଇପାରିବ । ଅନ୍ତିମ ସଂସ୍କାର ବେଳେ ୨୦ ଜଣରୁ ଅଧିକ ରହି ପାରିବେନି । ହେଲେ କରୋନାରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ କଟକଣା!-->…