Browsing Category
ରାଜ୍ୟ
ଡିସେମ୍ବର ୩୧ ସୁଦ୍ଧା ସରିବ ବରମୁଣ୍ଡା ବସ୍ ଟର୍ମିନାଲ
ଭୁବନେଶ୍ବର: ଡିସେମ୍ବର ୩୧ ସୁଦ୍ଧା ସରିବ ଭୁବନେଶ୍ବର ବରମୁଣ୍ଡା ବସ୍ ଟର୍ମିନାଲ । ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ୟ୍ୟର ସ୍ଥିତି!-->…
ଉଦ୍ଧାର ଶ୍ରମିକଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର: ଉତ୍ତରକାଶୀ ଟନେଲରୁ ସୁରକ୍ଷିତ ଉଦ୍ଧାର ହୋଇଥିବା ୫ଜଣ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୪ଜଣ ଶ୍ରମିକ ଓଡ଼ିଶା ଫେରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ!-->…
ଭୋଟର ତାଲିକାରୁ ୧.୮୭ଲକ୍ଷ ଭୋଟର ବାଦ୍
ଭୁବନେଶ୍ୱର: ଗତ ଅକ୍ଟୋବର ୨୭ରୁ ନଭେମ୍ବର ୧୧ତାରିଖ ପର୍ୟ୍ୟନ୍ତ ଚାଲିଥିବା ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ୟ୍ୟ ଶେଷ ହୋଇଛି। ଏହି ଅବଧି ମଧ୍ୟରେ ରାଜ୍ୟରେ ମୋଟ ୫ଲକ୍ଷ ୫୧ହଜାର ୨୩୭ଜଣ ନୂଆ ଭୋଟର ତାଲିକାରେ!-->…
ବାତ୍ୟା:ଓଡ଼ିଶା ଆସିବନି କିନ୍ତୁ ପଡିବ ପ୍ରଭାବ
ଭୁବନେଶ୍ବର: ଓଡ଼ିଶା ଆସିବନି କିନ୍ତୁ ପଡିବ ପ୍ରଭାବ। ଦକ୍ଷିଣ ଓଡ଼ିଶାରେ ବାତ୍ୟା ମିଚାଉଁର ବଡ ପ୍ରଭାବ ପଡିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାତ୍ୟା ଉତ୍ତର ତାମିଲନାଡୁ ଏବଂ ଚେନ୍ନାଇର!-->…
୨୪.୪୮ କୋଟି ଟଙ୍କା ମଞ୍ଜୁର କଲେ ନବୀନ, କାହିଁକି ଜାଣନ୍ତୁ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା ଜିଲ୍ଲାର ଲଖନ୍ପୁରଠାରେ ଏକ ଆଇଟିଆଇ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି ଏବଂ ଏଥିପାଇଁ ୨୪ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥ ଜିଲ୍ଲା!-->…
ଜାନୁଆରୀ ୨ରୁ +୨ ପ୍ରାକ୍ଟିକାଲ ପରୀକ୍ଷା
ଭୁବନେଶ୍ବର : ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ୍ ପରୀକ୍ଷା ଆସନ୍ତା ଜାନୁଆରୀ ୨ରୁ ଆରମ୍ଭ ହେବ। ଜାନୁଆରୀ ୨ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହୋଇ ୧୨ ତାରିଖ ଯାଏ ଚାଲିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର!-->…
ପୋଖରୀରେ ବୁଡି ଭାଇ ଭଉଣୀ ମୃତ
ବାରିପଦା: ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଗ୍ରାମର ମାଝୀସାହିରେ ପୋଖରୀରେ ବୁଡି ଦୁଇ ଜଣକ ମୃତ୍ୟ ହୋଇଛି। ମୃତକ ଦୁଇ ଜଣ ହେଲେ ସ୍ଥାନୀୟ ଗ୍ରାମର ସ୍ବର୍ଗତ ଲବ ମାଝୀଙ୍କ ୬ବର୍ଷ ଝିଅ ମାଲ ମାଝୀ ଓ ୨ବର୍ଷ ପୁଅ କାର୍ତ୍ତିକ!-->…
ବାତ୍ୟା: ରାଜ୍ୟର ସମସ୍ତ ବନ୍ଦର ପାଇଁ ୧ ନଂ ବିପଦ ସଙ୍କେତ ଜାରି
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହା ୩ ତାରିଖରେ ଏକ ବାତ୍ୟାରେ ପରିଣତ ହୋଇ ୫ତାରିଖରେ ଆନ୍ଧ୍ରପ୍ରଦେଶର ନେଲୁର ଓ ମଛିଲିପାଟନମ୍ ମଝିରେ ସ୍ଥଳଭାଗ!-->…
ବହିଷ୍କୃତ ହେଲେ ବୈପାରୀଗୁଡ଼ା ଥାନା ଆଇଆଇସି
ଭୁବନେଶ୍ୱର: ମହଙ୍ଗା ପଡ଼ିଲା ବିପୁଳ ପରିମାଣର ଟଙ୍କା ଘରେ ଠୁଳ କରିବା । ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି । ଡିଜିପି ତାଙ୍କୁ ବହିଷ୍କୃତ କରିଛନ୍ତି । !-->…
ପରିକ୍ରମା ପ୍ରକଳ୍ପ କାର୍ୟ୍ୟର ସମୀକ୍ଷା କଲେ ପାଣ୍ଡିଆନ
ପୁରୀ: ପୁରୀ ଗସ୍ତ କରି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ତଦାରଖ କରିଛନ୍ତି 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ପ୍ରଥମେ ପରିକ୍ରମା ପ୍ରକଳ୍ପ କାର୍ୟ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ । ପରେ!-->…