Browsing Category
ରାଜ୍ୟ
୩ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ନବୀନ
ଭୁବନେଶ୍ୱର: ଘଟଗାଁ ଦୁର୍ଘଟଣାରେ ୮ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏଥିସସ ଆହତମାନଙ୍କୁ ମାଗଣା!-->…
ଆଜି ଓଡ଼ିଶା ଫେରିବେ ଟନେଲରୁ ଉଦ୍ଧାର ହୋଇଥିବା ୫ ଓଡ଼ିଆ ଶ୍ରମିକ
ଭୁବନେଶ୍ୱର : ଆଜି ଓଡ଼ିଶା ଫେରିବେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୫ ଓଡ଼ିଆ ଶ୍ରମିକ। ଗତକାଲି ସମସ୍ତ ୫ ଓଡ଼ିଆ ଶ୍ରମିକ ଋଷିକେଶ ଏମ୍ସରୁ ଡିସଚାର୍ଜ ହେବା ପରେ ଦିଲ୍ଲୀ ଆସି ଓଡ଼ିଶା ଭବନରେ ରହିଥିଲେ। ଆଜି ଶ୍ରମିକ ଓ!-->…
ସାବଧାନ: ଆଜିଠୁ ଜୋରଦାର ହେବ ଟ୍ରାଫିକ ଚେକିଂ
ଭୁବନେଶ୍ୱର : ସାବଧାନ ଅମାନିଆ ଗାଡ଼ି ଚାଳକ । ଆଜିଠୁ ଜୋରଦାର ହେବ ଟ୍ରାଫିକ ଚେକିଂ। ନିୟମ ଭାଙ୍ଗିଲେ ଗଣିବେ ମୋଟାଅଙ୍କର ଫାଇନ୍। ଆଜିଠୁ ସପ୍ତାହେବ୍ୟାପୀ ସାରା ରାଜ୍ୟରେ ପାଳନ ହେଉଛି ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟ!-->…
୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟରେ ୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ୧୪୦ କୋଟି ଟଙ୍କା ବିନିଯୋଗରେ ୧୦୩ଟି ପ୍ରକଳ୍ପ ଉଦ୍ଘାଟନ କରିଥିବାବେଳେ ୧୦୦୦!-->…
୧୨୮ ଓଏଏସ୍ ଅଫିସର ଡେପୁଟି କଲେକ୍ଟର ନିଯୁକ୍ତ
ଭୁବନେଶ୍ୱର: ରାଜ୍ୟ ସରକାର ୧୨୮ଜଣ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ଦେଇଛନ୍ତି । ଏହି ଅଫିସରମାନେ ୨୦୨୩ ଜାନୁୟାରୀ ୩ ତାରିଖରୁ ବିଭିନ୍ନ ଜିଲ୍ଲାରେ ଟ୍ରେନିଂ ଅଫିସର ଭାବେ ପ୍ରଶିକ୍ଷଣ!-->…
ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏ+ ଗ୍ରେଡ୍ ମାନ୍ୟତା
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟକୁ ନ୍ୟାସନାଲ ଆସେସମେଂଟ ଆଣ୍ଡ ଆକ୍ରିଡେସନ୍ କାଉନସିଲ(ନାକ୍) ସଂଶୋଧିତ ଗ୍ରେଡ୍ ପ୍ରଦାନ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ ପୁଣିଥରେ ଏ+ ଗ୍ରେଡ୍ ମାନ୍ୟତା ଫେରିପାଇଛି । ବିଭିନ୍ନ!-->…
କଣ୍ଟେନର ଓ ଟ୍ରକ୍ ମୁହାଁମୁହିଁ, 1 ମୃତ
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ଏନଏଚ୍-୫୩ର ଚିନିମହୁଲ ଠାରେ ଗତକାଲି ବିଳମ୍ବିତ ରାତିରେ କଣ୍ଟେନର ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ କଣ୍ଟେନର ଗାଡ଼ି ଚାଳକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ!-->…
ଦୁର୍ଘଟଣାରେ ଚାଲିଗଲା ୮ ଜୀବନ
କେନ୍ଦୁଝର : ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ୍ ଧକ୍କା ଦେବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା NH ୨୦ ବାଲିଯୋଡ଼ି ନିକଟରେ ଆଜି ଭୋରରୁ!-->…
ଅବପାତରେ ପରିଣତ ହେଲା ଲଘୁଚାପ
ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପଟି ଆଜି ଅବପାତରେ ପରିଣତ ହୋଇଛି। ଏହା ପୁଡୁଚେରୀ ଠାରୁ ୭୯୦, ଚେନ୍ନାଇ ଠାରୁ ୮୦୦ କିମି ଦୂରରେ ଅବସ୍ଥିତ ରହିଛି। ଦିନକ ପରେ ଅର୍ଥାତ ୩ ତାରିଖ ରବିବାର ଏହା!-->…
ପୂର୍ବତନ ସିଡ଼ିପିଓଙ୍କୁ ୪ ବର୍ଷ ଜେଲ
ବୌଦ୍ଧ: ଛତୁଆ ବିଲ କରିବା ପାଇଁ ଲାଞ୍ଚ ନେବାବେଳେ ଧରାପଡିଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ତତ୍କାଳୀନ ସିଡିପିଓ ଯଶୋବନ୍ତୀ ବେହେରାଙ୍କୁ ୪ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ । ଏଥିସହ!-->…